ବିଭିନ୍ନ ଘଟଣା, ଦୁର୍ଘଟଣାର ମିଳିଥାଏ ପୂର୍ବ ସୂଚନା
ଏମିତି ବି କିଛି ଘଟଣା ରହିଛି, ଯାହା ଆମକୁ ସାମାନ୍ୟ ଲାଗୁଥିଲେ ବି ତାହା ଭବିଷ୍ୟତରେ ହେବାକୁ ଥିବା କୌଣସି ବଡ଼ ସମସ୍ୟାର ସଙ୍କେତ ଭାବେ ଆମକୁ ପୂର୍ବରୁ ସୂଚନା ଦେଇଥାଏ।
Loading...
ଧରାପୃଷ୍ଟରେ ଯେଉଁମନେ ଜନ୍ମ ହୋଇଛନ୍ତି ତାଙ୍କ ମୃତ୍ୟୁ ଏକ ଅଟଳ ସତ୍ୟ । ମୃତ୍ୟୁ କବଳରୁ ଆଜିଯାଏଁ କେହି ବି ମୁକୁଳି ପାରିନାହାନ୍ତି । ଶାସ୍ତ୍ର ଅନୁସାରେ ମୃତ୍ୟୁ ମଣିଷରେ କର୍ମ ଉପରେ ନିର୍ଭର କରେ ।
ଧରାପୃଷ୍ଟରେ ଯେଉଁମନେ ଜନ୍ମ ହୋଇଛନ୍ତି ତାଙ୍କ ମୃତ୍ୟୁ ଏକ ଅଟଳ ସତ୍ୟ । ମୃତ୍ୟୁ କବଳରୁ ଆଜିଯାଏଁ କେହି ବି ମୁକୁଳି ପାରିନାହାନ୍ତି । ଶାସ୍ତ୍ର ଅନୁସାରେ ମୃତ୍ୟୁ ମଣିଷରେ କର୍ମ ଉପରେ ନିର୍ଭର କରେ । ପୌରାଣିକ ଗ୍ରନ୍ଥ ଅନୁସାରେ ମୃତ୍ୟୁ କେବଳ ଶରୀରର ହୋଇଥାଏ କାରଣ ଆତ୍ମା ତ ଅମର । ଶାସ୍ତ୍ରରେ ମୃତ୍ୟୁ ପୂର୍ବରୁ ଦେଖାଦେଉଥିବା ଲକ୍ଷଣ ଗୁଡ଼ିକର ମଧ୍ୟ ଉଲ୍ଲେଖ କରାଯାଇଛି । ତେବେ ଆସନ୍ତୁ ଜାଣିବା ସେ ଲକ୍ଷଣ ଗୁଡ଼ିକ କ’ଣ କ’ଣ ।
ନିଜ ନାକ ଦେଖାଯିବ ନାହିଁ- ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି ଯେ ଯେବେ କାହାର ମୃତ୍ୟୁର ସମୟ ପାଖେଇ ଆସୁଥିବ ସେତେବେଳେ ଉକ୍ତ ବ୍ୟକ୍ତିକୁ ନିଜ ନାକର ଅଗ୍ରଭାଗ ଦେଖାଦିଏନାହିଁ । କାରଣ ମୃତ୍ୟୁ ପାଖେଇ ଆସୁଥିଲେ ଆଖି ଉପରକୁ ଚଢ଼ିବାକୁ ଲାଗେ ।
ବ୍ରହ୍ମାଣ୍ଡ ବି ଦେଇଥାଏ ସଙ୍କେତ- ଯେବେ କାହାର ମୃତ୍ୟୁ ହେବାକୁ ଯାଉଥିବ ସେତେବେଳେ ତାକୁ ସବୁ ଜିନିଷ ଦୁଇ ଭାଗରେ ଭାଙ୍ଗି ହୋଇ ପଡ଼ିଯାଉଥିବା ନଜର ଆସିବ । ଏମିତିକି ଆକାଶ ମଧ୍ୟ ଦୁଇ ଭାଗରେ ଭାଙ୍ଗି ନିଜ ଉପରେ ପଡ଼ିଯିବା ଭଳି ଅନୁଭବ ହୋଇଥାଏ, ଯାହାକି ବାସ୍ତବରେ ହୋଇନଥାଏ ।
ଆଇନାରେ ନିଜ ଚେହେରା ଦେଖାଦିଏ ନାହିଁ- ଯେବେ କାହାର ମୃତ୍ୟୁ ନିକଟତର ଆସୁଥାଏ ନିଜ ଚେହେରା ଆଇନାରେ ଦେଖାଯାଏନାହିଁ । ଯେବେ ଏଭଳି ଅନୁଭବ ହୁଏ ତେବେ ଜାଣଇବେ ଯେ ଆପଣ ମୃତ୍ୟୁର ନିକଟତର ହେଉଛନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ଏମିତି ବି କିଛି ଘଟଣା ରହିଛି, ଯାହା ଆମକୁ ସାମାନ୍ୟ ଲାଗୁଥିଲେ ବି ତାହା ଭବିଷ୍ୟତରେ ହେବାକୁ ଥିବା କୌଣସି ବଡ଼ ସମସ୍ୟାର ସଙ୍କେତ ଭାବେ ଆମକୁ ପୂର୍ବରୁ ସୂଚନା ଦେଇଥାଏ।
ସକାଳୁ ଉଠିବା ମାତ୍ରେ ଘରର ସ୍ତ୍ରୀଲୋକ ଯଦି ପ୍ରତିଦିନ ଦାଣ୍ଡଦୁଆରକୁ ସଫାସୁତୁରା କରିଥାନ୍ତି, ତ’ହେଲେ ଘରକୁ କୌଣସି ପ୍ରକାରର ନକାରାତ୍ମକ ଊର୍ଜ୍ଜା ପ୍ରବେଶ କରେନାହିଁ
ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ ଗୋଟିଏ ପ୍ରାଣୀକୁ ଅତ୍ୟନ୍ତ ଶୁଭ ବୋଲି ଗଣନା କରାଯାଏ । ଏହି ଜୀବଟିର ନାମ ହେଉଛି “ଓଟ “ ।