ସ୍ୱାସ୍ଥ୍ୟ ପାଇଁ ଗୁଡ ସେବନ ଅତ୍ୟନ୍ତ ଲାଭଦାୟୀ
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
Loading...
ଅନେକ ସାବୁନ ଚେହେରାକୁ କୋମଳ ଆଉ ମୁଲାୟମ କରିବା ପରିବର୍ତ୍ତେ ଏହାକୁ ଶୁଷ୍କ କରିଦିଏ।
ଅନେକ ସାବୁନ ଚେହେରାକୁ କୋମଳ ଆଉ ମୁଲାୟମ କରିବା ପରିବର୍ତ୍ତେ ଏହାକୁ ଶୁଷ୍କ କରିଦିଏ। ସାବୁନ ଭେଜିଟେବଲ ଅଏଲ୍, ସୋଡ଼ିୟମ ହାଇଡ୍ରୋକ୍ସାଇଡ୍, ପୋଟାସିୟମ ହାଇଡ୍ରୋକ୍ସାଇଡ୍ ଆଦିରୁ ତିଆରି ହୋଇଥାଏ ଯାହା ତ୍ୱଚାର ପି.ଏଚ୍ ଲେଭେଲ୍ କମ କରିଦିଏ। ଅନେକ ସାବୁନରେ ଡିଟର୍ଜେଣ୍ଟ ବ୍ୟବହାର କରାଯାଇ ଯାହା ତ୍ୱଚାର କୋମଳତା ଉପରେ ପ୍ରଭାବ ପକାଏ। ଅଧିକାଂଶ ସାବୁନରେ ଥିବା ସୁନ୍ଦର ବାସ୍ନା ମଧ୍ୟ ତ୍ୱଚା ପାଇଁ କ୍ଷତିକାରକ। ଏହା ସ୍କିନକୁ ଖରାପ କରିଥାଏ। ଏହିସବୁରୁ ରକ୍ଷା ପାଇବାକୁ ହେଲେ ନିଜ ସ୍କିନ ଟାଇପ ଅନୁସାରେ ସାବୁନ ବ୍ୟବହାର କରନ୍ତୁ। ଯେଉଁ ସାବୁନଗୁଡ଼ିକରେ ମିଲ୍କ, କ୍ରିମ୍ ବା ଗ୍ଲିସେରିନ ଆଦି ଥାଏ ତାହାକୁ ବ୍ୟବହାର କରିବା ଦ୍ୱାରା ଏହା ତ୍ୱଚାର ଚମକ ଏବଂ କୋମଳତା ବଜାୟ ରଖେ।
Shakespeare, in the beautiful garden, among the party. Some of the hall: in fact she was ever to.
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
ପ୍ରତିଦିନ କଲରା ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଗ୍ରୀଷ୍ମକାଳରେ ବଡ ଲୋକ ମାନେ ଯେ କୌଣସି ପ୍ରକାରେ ସେମାନଙ୍କର ଯତ୍ନ ନିଅନ୍ତି । କିନ୍ତୁ ପିଲାମାନଙ୍କ ପାଇଁ ଏହି ଦିନ ସବୁଠାରୁ କଷ୍ଟକର ହୋଇଥାଏ ।