24.1 C
Bhubaneswar
December 7, 2021
EnewsOdia.Com
ଜୀବନଚର୍ଯ୍ୟା

ବଢୁଛି ହୃଦଘାତ ଜନିତ ମୃତ୍ୟୁ, କେମିତି ନେବେ ଯତ୍ନ

ଭାରତରେ ପ୍ରତି 4 ଜଣଙ୍କ ମଧ୍ୟରେ ଜଣଙ୍କର ହୃଦ ଜନିତ ରୋଗ କିମ୍ବା ହୃଦଘାତରେ ମୃତ୍ୟୁ ହେଉଛି ।  ଏହାକୁ ଦୃଷ୍ଟିରେ ରଖି କେଉଁ କାରଣରୁ ହୃଦଘାତ ହେଉଛି ଏହାର କିଛି ପ୍ରମୁଖ କାରଣ ଗୁଡିକ ଦର୍ଶାଇଛନ୍ତି ମେଡିକାଲ ଏକ୍ସପର୍ଟ । ସେଗୁଡିକ ହେଲା ଧୁମ୍ରପାନ, ଉଚ୍ଚ ରକ୍ତଚାପ, ଫ୍ୟାମିଲି ହିଷ୍ଟ୍ରି, ପୁର କୋଲେଷ୍ଟ୍ରଲ ଲେଭଲ, ଶାରୀରିକ ପରିଶ୍ରମର ଅଭାବ, ଇତ୍ୟାଦି । ଗୋଟେ ପଟେ କରୋନାର ନୂଆ ନୂଆ ଭାରିଆଣ୍ଟ ସାମନାକୁ ଆସୁଥିବାବେଳେ ହୃଦରୋଗ ଆଉ ଏକ ସମସ୍ୟା ହୋଇ ଉପୁଜିଛି । ତେବେ କରୋନା ସମୟରେ କିପରି ଏଥିପ୍ରତି ଦୃଷ୍ଟି ଦେବେ ଏନେଇ ଆୟୁର୍ବେଦିକ ଏକ୍ସପର୍ଟମାନେ କିଛି ଟିପ୍ସ ଦେଇଛନ୍ତି….

 

  1.  ସୂର୍ଯ୍ୟଦୋୟର 2 ଘଣ୍ଟା ପୂର୍ବରୁ ଉଠିବା ଉଚିତ୍ ।
  2. ସକାଳୁ ଖାଲି ପେଟରେ ଦୁଇ ଗ୍ସାସ ଗରମ ପାଣି ପିଅନ୍ତୁ ।
  3. ନିୟମିତ ଭାବେ ଯୋଗ ଓ ମେଡିଟେସନ କରନ୍ତୁ ।
  4. ସକାଳୁ ସକାଳୁ ସନ ବାଥ କରନ୍ତୁ ।
  5. ସମୟାନୁଯାୟୀ ନିଜର ଖାଦ୍ୟ ଗ୍ରହଣ କରନ୍ତୁ ।
  6. ଶୋଇବା ପୂର୍ବରୁ ହଳଦୀ ମିଶା କ୍ଷୀର ଏକ ଗ୍ସାସ ପିଅନ୍ତୁ ।
  7. ଫ୍ରେସ ଫୁଡ୍ ବା ଗରମ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ ।
  8. ଜଙ୍କ ଫୁଡ୍ ବା ବାହାର ଖାଇବାଠୁ ଦୂରେଇ ରୁହନ୍ତୁ ।

padhantu: ଗୋଲାପ ତେଲରେ ନିଅନ୍ତୁ ତ୍ୱଚାର ଯତ୍ନ

Related posts

ଶରୀରରେ ଦେଖାଯାଉଛି କି ଏହି ୧୮ଟି ଲକ୍ଷଣ? ଥରେ କରାଇ ନିଅନ୍ତୁ ପରୀକ୍ଷା, ହୋଇପାରେ କ୍ୟାନସର

Ratnamani Maharana

ହୋଲି ରଙ୍ଗରୁ ଆଖି କରନ୍ତୁ ରକ୍ଷା, ଆପଣାନ୍ତୁ ଏହିସବୁ ଟିପ୍ସ

Ratnamani Maharana

କାହିଁକି ହୋଇଥାଏ ପ୍ରିମ୍ୟାଚୁୟର ଡେଲିଭରି ? ଜାଣନ୍ତୁ ଏହାର କାରଣ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More