Loading...

ବଢୁଛି ହୃଦଘାତ ଜନିତ ମୃତ୍ୟୁ, କେମିତି ନେବେ ଯତ୍ନ

ବଢୁଛି ହୃଦଘାତ ଜନିତ ମୃତ୍ୟୁ, କେମିତି ନେବେ ଯତ୍ନ

ଭାରତରେ ପ୍ରତି 4 ଜଣଙ୍କ ମଧ୍ୟରେ ଜଣଙ୍କର ହୃଦ ଜନିତ ରୋଗ କିମ୍ବା ହୃଦଘାତରେ ମୃତ୍ୟୁ ହେଉଛି ।

ଭାରତରେ ପ୍ରତି 4 ଜଣଙ୍କ ମଧ୍ୟରେ ଜଣଙ୍କର ହୃଦ ଜନିତ ରୋଗ କିମ୍ବା ହୃଦଘାତରେ ମୃତ୍ୟୁ ହେଉଛି ।  ଏହାକୁ ଦୃଷ୍ଟିରେ ରଖି କେଉଁ କାରଣରୁ ହୃଦଘାତ ହେଉଛି ଏହାର କିଛି ପ୍ରମୁଖ କାରଣ ଗୁଡିକ ଦର୍ଶାଇଛନ୍ତି ମେଡିକାଲ ଏକ୍ସପର୍ଟ । ସେଗୁଡିକ ହେଲା ଧୁମ୍ରପାନ, ଉଚ୍ଚ ରକ୍ତଚାପ, ଫ୍ୟାମିଲି ହିଷ୍ଟ୍ରି, ପୁର କୋଲେଷ୍ଟ୍ରଲ ଲେଭଲ, ଶାରୀରିକ ପରିଶ୍ରମର ଅଭାବ, ଇତ୍ୟାଦି । ଗୋଟେ ପଟେ କରୋନାର ନୂଆ ନୂଆ ଭାରିଆଣ୍ଟ ସାମନାକୁ ଆସୁଥିବାବେଳେ ହୃଦରୋଗ ଆଉ ଏକ ସମସ୍ୟା ହୋଇ ଉପୁଜିଛି । ତେବେ କରୋନା ସମୟରେ କିପରି ଏଥିପ୍ରତି ଦୃଷ୍ଟି ଦେବେ ଏନେଇ ଆୟୁର୍ବେଦିକ ଏକ୍ସପର୍ଟମାନେ କିଛି ଟିପ୍ସ ଦେଇଛନ୍ତି…. 

 

  1.  ସୂର୍ଯ୍ୟଦୋୟର 2 ଘଣ୍ଟା ପୂର୍ବରୁ ଉଠିବା ଉଚିତ୍ ।
  2. ସକାଳୁ ଖାଲି ପେଟରେ ଦୁଇ ଗ୍ସାସ ଗରମ ପାଣି ପିଅନ୍ତୁ ।
  3. ନିୟମିତ ଭାବେ ଯୋଗ ଓ ମେଡିଟେସନ କରନ୍ତୁ ।
  4. ସକାଳୁ ସକାଳୁ ସନ ବାଥ କରନ୍ତୁ ।
  5. ସମୟାନୁଯାୟୀ ନିଜର ଖାଦ୍ୟ ଗ୍ରହଣ କରନ୍ତୁ ।
  6. ଶୋଇବା ପୂର୍ବରୁ ହଳଦୀ ମିଶା କ୍ଷୀର ଏକ ଗ୍ସାସ ପିଅନ୍ତୁ ।
  7. ଫ୍ରେସ ଫୁଡ୍ ବା ଗରମ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ ।
  8. ଜଙ୍କ ଫୁଡ୍ ବା ବାହାର ଖାଇବାଠୁ ଦୂରେଇ ରୁହନ୍ତୁ .

 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.