ଆଜି ଚିଙ୍ଗୁଡିରେ ପ୍ରସ୍ତୁତ କରିବା ଏକ ନିଆରା ଖାଦ୍ଯ "ଚିଙ୍ଗୁଡି ସୁରୁଆ"
ପ୍ରଥମେ ନଡ଼ିଆକୁ କୋରି ତାର ରସ ବାହାର କରି ରଖନ୍ତୁ। ତା’ ପରେ ଚିଙ୍ଗୁଡିକୁ ଲୁଣ ଓ ହଳଦି ପକାଇ ଗୋଳାଇ ତାକୁ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହା ଭାଜି ହେଲା ଗଲାପରେ ତାକୁ ଏକ ପାତ୍ରରେ ରଖନ୍ତୁ।
Loading...
କଟା ଚିକେନକୁ ଭଲ ଭାବରେ ଧୋଇ ସେଥିରେ ସୋରିଷ ତେଲ, ଅଦା ଓ ରସୁଣ ପେଷ୍ଟ, ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ ଓ ଧନିଆଗୁଣ୍ଡ ପକେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।
କଟା ଚିକେନକୁ ଭଲ ଭାବରେ ଧୋଇ ସେଥିରେ ସୋରିଷ ତେଲ, ଅଦା ଓ ରସୁଣ ପେଷ୍ଟ, ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ ଓ ଧନିଆଗୁଣ୍ଡ ପକେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହି ଗୋଳା ଚିକେନକୁ କଦଳୀ ପତ୍ର କିମ୍ବା ଶାଳ ପତ୍ରରେ ରେ ୩ରୁ ୫ ପରସ୍ତ କରି ଗୁଡେଇ ବାନ୍ଧି ଦିଅନ୍ତୁ। ଏବେ ଚୁଲିରେ କଡ଼ାଇ ବସାଇ ଏହି ଉକ୍ତ ପତ୍ରରେ ବନ୍ଧା ଚିକେନକୁ ରଖନ୍ତୁ। ବନ୍ଧା ଚିକେନ ଉପରେ ପୋଡା ଅଙ୍ଗାର ନିଆଁ ମଧ୍ୟ ରଖି ଦିଅନ୍ତୁ। ଚୁଲିରେ କାଠ ନିଆଁ ଧୀରେ ଧୀରେ ଜାଳନ୍ତୁ। କିଛି ସମୟ ଭିତରେ ଚିକେନରୁ ପାଣି କଡେଇରେ ଆସିବ, ଏହି ପାଣି ଶୁଖିଗଲା ପରେ ଚିକେନକୁ ବାହାରକରି କଟା ପିଆଜ ସହିତ ପରଶି ଦିଅନ୍ତୁ
Shakespeare, in the beautiful garden, among the party. Some of the hall: in fact she was ever to.
ପ୍ରଥମେ ନଡ଼ିଆକୁ କୋରି ତାର ରସ ବାହାର କରି ରଖନ୍ତୁ। ତା’ ପରେ ଚିଙ୍ଗୁଡିକୁ ଲୁଣ ଓ ହଳଦି ପକାଇ ଗୋଳାଇ ତାକୁ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହା ଭାଜି ହେଲା ଗଲାପରେ ତାକୁ ଏକ ପାତ୍ରରେ ରଖନ୍ତୁ।
ଥମେ କୋବିକୁ ଭଲ ଭାବେ ଧୋଇ ଦିଅନ୍ତୁ । ତା’ପରେ ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ହଳଦୀ ଓ ଲୁଣ ଗୋଳେଇ ରଖି ଦିଅନ୍ତୁ । ଗ୍ୟାସରେ କଡେ଼ଇ ବସାଇ ତେଲ ଦିଅନ୍ତୁ ।
-ପ୍ରଥମେ ଡାଲିରେ ପରିବା ପକାଇ ସିଝାଇ ଦିଅନ୍ତୁ । ପରିବା ସିଝିଗଲେ ତାକୁ କାଢି ଦିଅନ୍ତୁ । ଚୁଲିରେ ଅନ୍ୟ ଏକ ପାତ୍ରରେ ବସାଇ ସେଥିରେ ସୋରିଷ ତେଲ ଦିଅନ୍ତୁ ।