ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
ରୁଦ୍ରାକ୍ଷ ଏପରି ଏକ ବସ୍ତୁ ଯାହାକୁ ରୁଦ୍ରଙ୍କ ଅଂଶ ବୋଲି କୁହାଯାଇଥାଏ।ଶାସ୍ତ୍ରରେ ମାନ୍ୟତା ରହିଛି ଯେ ରୁଦ୍ରାକ୍ଷ ର ଉତ୍ପତ୍ତି ଭଗବାନ୍ ଶିବଙ୍କ ଅଶ୍ରୁରୁ ହୋଇଥିଲା।ଏହାକୁ ବହୁ ପ୍ରାଚୀନ କାଳରୁ ଆଭୂଷଣ ଭାବେ ଗ୍ରହଣ କରାଯାଉଛି।
ରୁଦ୍ରାକ୍ଷ ଏପରି ଏକ ବସ୍ତୁ ଯାହାକୁ ରୁଦ୍ରଙ୍କ ଅଂଶ ବୋଲି କୁହାଯାଇଥାଏ।ଶାସ୍ତ୍ରରେ ମାନ୍ୟତା ରହିଛି ଯେ ରୁଦ୍ରାକ୍ଷ ର ଉତ୍ପତ୍ତି ଭଗବାନ୍ ଶିବଙ୍କ ଅଶ୍ରୁରୁ ହୋଇଥିଲା।ଏହାକୁ ବହୁ ପ୍ରାଚୀନ କାଳରୁ ଆଭୂଷଣ ଭାବେ ଗ୍ରହଣ କରାଯାଉଛି।ମନ୍ତ୍ରର ଜପ ପାଇଁ ଗ୍ରହର ଶାନ୍ତି ପାଇଁ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଶନିଙ୍କ ପୀଡ଼ା ଦୁର ହେବା ସହ ଶନିଙ୍କ କୃପା ପ୍ରାପ୍ତି ହୋଇଥାଏ।
ରୁଦ୍ରାକ୍ଷ କୁ ବାହୁରେ, କଣ୍ଠରେ,ହୃଦୟ ଉପରେ ଧାରଣ କରିବା ଉଚିତ୍।ନାଲି ସୂତାରେ ଏହାକୁ ଧାରଣ କରି ପାରିବେ।ଶ୍ରାବଣ ମାସର ସୋମବାର କିମ୍ବା ଶିବ ରାତ୍ରୀରେ ରୁଦ୍ରାକ୍ଷ ଅତ୍ୟନ୍ତ ସର୍ବୋତ୍ତମ ହୋଇଥାଏ।ଅନ୍ୟ ସୋମବାର ମଧ୍ୟ ପଣ୍ଡିତଙ୍କ ପରାମର୍ଶରେ ଏହାକୁ ଧାରଣ କରି ପାରିବେ।ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଏହାକୁ ଶିବଙ୍କ ପାଖରେ ପୂଜା ଅର୍ଚ୍ଚନା କରିବା ନିତ୍ୟାନ୍ତ ଆବଶ୍ୟକ।
ଶନିଙ୍କ ବାଧା ଦୁର କରିବା ପାଇଁ କେଉଁ ପ୍ରକାର ରୁଦ୍ରାକ୍ଷ ଧାରଣ କରିବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ ଏବଂ ବ୍ୟବସାୟରେ ଉନ୍ନତି ପାଇଁ ଦଶମୁଖି ରୁଦ୍ରାକ୍ଷ ଧାରଣ କରିବା ଆବଶ୍ୟକ।ଶନିବାର ଦିନ ଲାଲ୍ ରଙ୍ଗର ସୂତାରେ ଏହାକୁ ଗଳାରେ ଧାରଣ କରିବା ଉଚିତ୍।ଏକ ସହ ତିନି, ଦଶ ମୁଖି ରୁଦ୍ରାକ୍ଷ ଧାରଣ କରିବା ଦ୍ବାରା ବିଶେଷ ଲାଭ ହୋଇଥାଏ।ଶନିବାର ଦିନ ଗଳାରେ ଆଠ ମୂଖି ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଶ୍ୱାସ କିମ୍ବା ଆୟୁ ର ସମସ୍ୟା ଦୁର ହୋଇଥାଏ।
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।