ଶୋଇବା ଶୈଳୀରୁ ଜାଣନ୍ତୁ ବ୍ଯକ୍ତିର ସ୍ଵଭାବ ସମ୍ପର୍କରେ
ସମସ୍ତଙ୍କର କାମ କରିବା ତରିକା ଯେପରି ଭିନ୍ନ, ସେହିପରି ଶୋଇବା ଢଙ୍ଗ ମଧ୍ୟ ଅଲଗା ହୋଇଥାଏ। ସମୁଦ୍ରଶାସ୍ତ୍ର ଅନୁସାରେ, ଶୋଇବା ଶୈଳୀରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବ ସମ୍ପର୍କରେ ଅନେକ କିଛି ସୂଚନା ମିଳିଥାଏ।
Loading...
ଦୀପାବଳିରେ ପ୍ରାୟ ସମସ୍ତେ ନିଜ ଘରକୁ ସଜେଇଥାନ୍ତି । କିଏ ନିଜ ଘରକୁ ଆଲୋକମାଳାରେ ସଜାଏଥାଏ ତ କିଏ ଦୀପ ଜାଳୀ ତ ପୁଣି କିଏ ଫଲ ପତ୍ରରେ ଘରକୁ ସଜାଇଥାଏ ।
ଦୀପାବଳିରେ ପ୍ରାୟ ସମସ୍ତେ ନିଜ ଘରକୁ ସଜେଇଥାନ୍ତି । କିଏ ନିଜ ଘରକୁ ଆଲୋକମାଳାରେ ସଜାଏଥାଏ ତ କିଏ ଦୀପ ଜାଳୀ ତ ପୁଣି କିଏ ଫଲ ପତ୍ରରେ ଘରକୁ ସଜାଇଥାଏ । ଅନେକ ଲୋକ ଦୀପାବଳୀରେ ମା’ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ଘର ଦ୍ୱାର ମୁହଁରେ ରଙ୍ଗୀନ ତୋରଣ ଓ ରଙ୍ଗୋଲି ପକାଇଥାନ୍ତି। କୁହାଯାଏ ଯେ ଶୁଭ ଓ ସକାରାତ୍ମକତାର ପ୍ରତୀକ ହେଉଛି ରଙ୍ଗୋଲି । ରଙ୍ଗୋଲି ତିଆରି କଲେ ଘର ଆଖପାଖର ନାକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ଏହି ରଙ୍ଗୋଲିରେ ହଳଦୀ, କୁଙ୍କୁମ, ଅଟା, ଚାଉଳ ଚୂନା, ଫୁଲ, ପତ୍ର ଓ ଅନେପ୍ରକାରର ରଙ୍ଗ ବ୍ୟବହାର କରାଯାଇଥାଏ।ତେବେ ଯଦି ବାସ୍ତୁ ଶାସ୍ତ୍ରର ପରାମର୍ଶ ଅନୁଯାୟୀ, ଦିଗକୁ ଧ୍ୟାନରେ ରଖି ଏହି ରଙ୍ଗୋଲିର ପକାଯାଏ ତେବେ, ଘର ଉପରେ ଦେବ ଦେବୀଙ୍କର କୃପା ପଡ଼ିଥାଏ। ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।
ଯଦି ଆପଣଙ୍କ ଘର ପୂର୍ବମୁଖୀ ଓ ଆପଣ ମୁଖ୍ୟଦ୍ୱାରରେ ରଙ୍ଗୋଲି ପକାଇବାକୁ ଚାହୁଁଛନ୍ତି ତେବେ ଅଣ୍ଡାକୃତିର ରଙ୍ଗୋଲି ପକାନ୍ତୁ। ଏହା ଆପଣଙ୍କ ଜୀବନରେ ସଫଳତାର ଆଣିବ। ଏଥି ସହ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିବ। ପୂର୍ବ ଦଗରେ ରଙ୍ଗୋଲି ତିଆରି କରିବା ପାଇଁ ଲାଯଦି ଆପଣଙ୍କ ଘର ପଶ୍ଚିମମୁଖୀ, ତେବେ ଧଳା ଓ ସୁନେଲି ରଙ୍ଗର ଗୋଲାକୃତି କିମ୍ବା ପଞ୍ଚକୋଣ ଆକାରର ରଙ୍ଗୋଲି ତିଆରି କରନ୍ତୁ। ଏହି ଦିଗରେ ଆପଣ ଲାଲ, ହଳଦିଆ ଓ ହାଲକା ସବୁଜ ରଙ୍ଗ ମଧ୍ୟ ପ୍ରୟୋଗ କରିପାରିବେ।
ଉତ୍ତରମୁଖୀ ଘର ପାଇଁ ଲହରୀଯୁକ୍ତ କିମ୍ବା ପାଣିର ଗୁଣ ସହ ମିଶୁଥିବା ଡିଜାଇନର ରଙ୍ଗୋଲି ପକାନ୍ତୁ । ଆପଣଙ୍କ ଜୀବନରେ ଉନ୍ନତି ହେବା ସହ ଘରେ ସୁଖ ଶାନ୍ତି ବଜାୟ ରହିବ। ଏହି ଦିଗରେ ହଳଦିଆ, ସବୁଜ ଓ ଆକାଶୀ ରଙ୍ଗରରେ ରଙ୍ଗୋଲି ପକାନ୍ତୁ ଅତ୍ୟନ୍ତ ଶୁଭ ଫଳ ମିଳିବ।ଲ୍, ନାରଙ୍ଗୀ, ଗୋଲାପି ଓ ହଳଦିଆ ଆଦି ରଙ୍ଗ ବ୍ୟବହାର କରନ୍ତୁ।
Shakespeare, in the beautiful garden, among the party. Some of the hall: in fact she was ever to.
ସମସ୍ତଙ୍କର କାମ କରିବା ତରିକା ଯେପରି ଭିନ୍ନ, ସେହିପରି ଶୋଇବା ଢଙ୍ଗ ମଧ୍ୟ ଅଲଗା ହୋଇଥାଏ। ସମୁଦ୍ରଶାସ୍ତ୍ର ଅନୁସାରେ, ଶୋଇବା ଶୈଳୀରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବ ସମ୍ପର୍କରେ ଅନେକ କିଛି ସୂଚନା ମିଳିଥାଏ।
ବାସ୍ତୁ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ବାସ୍ତୁ ନିୟମର ପାଳନ କରିବା ଦ୍ୱାରା ସଭିଁଙ୍କ ଜୀବନରେ ସୁଖ ଓ ସମୃଦ୍ଧି ପ୍ରବେଶ କରିଥାଏ।
ସାଧାରଣତଃ ରାତିରେ ଆମେ ଘରେ ଖାଦ୍ୟ ଖାଇବା ପରେ ବାସନକୁସନ ଧୋଇ ରଖିଥାଉ । କିନ୍ତୁ ଅନେକ ଥର ଆମେ ଏତେ କ୍ଲାନ୍ତ ହୋଇଯାଉ ଯେ ବାସନକୁ ଧୋଇନଥାଉ ଏବଂ ସକାଳେ ଧୋଇବାକୁ ଛାଡିଦେଉ। କିନ୍ତୁ ଏହା ଠିକ୍ ନୁହେଁ।