ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଗ୍ରହ କିମ୍ବା ଠାକୁରଙ୍କ ସହ ଯୋଡ଼ି ହୋଇ ରହିଛି । ତେଣୁ ବାର ସହ ଯେଉଁ ଠାକୁରଙ୍କ ସମ୍ପର୍କ ଥାଏ, ସେଦିନ ସେହି ଠାକୁରଙ୍କ ପ୍ରିୟ ଜିନିଷ କିଣିଲେ ଶୁଭ ହୁଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସ କରିଥାନ୍ତି।
ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଗ୍ରହ କିମ୍ବା ଠାକୁରଙ୍କ ସହ ଯୋଡ଼ି ହୋଇ ରହିଛି । ତେଣୁ ବାର ସହ ଯେଉଁ ଠାକୁରଙ୍କ ସମ୍ପର୍କ ଥାଏ, ସେଦିନ ସେହି ଠାକୁରଙ୍କ ପ୍ରିୟ ଜିନିଷ କିଣିଲେ ଶୁଭ ହୁଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସ କରିଥାନ୍ତି। ଅବଶ୍ୟ ତାର ଅର୍ଥ ନୁହେଁ ଯେ, ଜରୁରୀ ପରିସ୍ଥିତିରେ ବି ଆମେ ଶୁଭ-ଅଶୁଭ ଦେଖିବା। ତେବେ ଚାଲନ୍ତୁ ଜାଣିବା, କେଉଁ ଦିନ କେଉଁ ଜିନିଷ କିଣିଲେ ଶୁଭ ହୋଇଥାଏ।
ଏହିଦିନ ଭଗବାନ ଶିବଙ୍କର ଦିନ । ତେଣୁ ସୋମବାରରେ କମ୍ପ୍ୟୁଟର, ବହିପତ୍ର, ମୋବାଇଲ୍ କିମ୍ବା କୌଣସି ପ୍ରକାରର ଷ୍ଟେସନାରୀ ଜିନିଷ କିଣିବା ଉଚିତ୍ ନୁହେଁ। ଏହି ଦିନ ଚାଉଳ, କ୍ଷୀର ଜାତୀୟ ଜିନିଷ ଓ ବାସନ କୁସନ କିଣିବା ଲାଭ ଦାୟକ ହୋଇଥାଏ।
ଏହିଦିନ ଭଗବାନ ହନୁମାନଙ୍କୁ ଆରାଧାନା କରାଯାଏ। ତାଙ୍କର ପ୍ରିୟ ରଙ୍ଗ ହେଉଛି ଲାଲ। ତେଣୁ ଏହି ଦିନ ଲାଲ ରଙ୍ଗର ଜିନିଷ କିଣିବା ଶୁଭ ହୋଇଥାଏ। କିନ୍ତୁ ଏହି ଦିନ ଜୋତା କିମ୍ବା ଲୁହା ଜିନିଷ କିଣିବାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।
ବୁଧବାର ଭଗବାନ୍ ଗଣେଶ ଓ ବିଦ୍ୟା ଦେବୀ ସରସ୍ୱତୀଙ୍କ ଦିନ । ତେଣୁ ଏହି ଦିନ ଚାଉଳ ,ଔଷଧ, ବାସନ ଓ ଆକ୍ୱାରିୟମ କିଣିବା ଉଚିତ୍ ନୁହେଁ। କିନ୍ତୁ ଏହିଦିନ ଷ୍ଟେସନାରୀ କିମ୍ବା କଳା ସହ ସମ୍ବନ୍ଧିତ ବସ୍ତୁ କିଣିବା ଶୁଭ ହୋଇଥାଏ।
ଏହି ଦିନ ଚଷମା, ଦକାଜଲ, ବାସନ କିଣିବା ଅଶୁଭ ହୋଇଥାଏ। କିନ୍ତୁ ଇଲୋକ୍ଟ୍ରୋନିକ ଜିନିଷ, ସମ୍ପତ୍ତି, କପଡ଼ା ଓ ଫର୍ଣ୍ଣିଚର ଆଦି ଜିନିଷ କିଣି ପାରିବେ।
ଶୁକ୍ରବାର ଦିନ ଇଲୋକ୍ଟ୍ରୋନିକ୍ ଜିନିଷ, ସମ୍ପତ୍ତି କିଣିବା ଭଲ ନୁହେଁ। କିନ୍ତୁ ସୌନ୍ଦର୍ଯ୍ୟ ସମ୍ବଦ୍ଧିତ ଜିନିଷ, ପୂଜା ପାଠ ଜିନିଷ, ସୁନା ଗହଣା କପଡ଼ା କିଣିବା ଶୁଭ ହୋଇଥାଏ।
ଏହି ଦିନଟି ଶନିଦେବଙ୍କୁ ସମର୍ପିତ ହୋଇଛି। ଏହି ଦିନରେ ଲୁଣ, ଚମଡ଼ା ଜିନିଷ, ଲାଲ୍ କପଡ଼ା, ସୋରିଷ ତେଲ କିଣିବା ଉଚିତ୍ ନୁହେଁ। ବରଂ ଏଇ ଦିନରେ ଫର୍ଣ୍ଣିଚର କିଣିବା ଶୁଭ ହୋଇଥାଏ।
ରବିବାର ଦିନ ଲୁହା କିମ୍ବା ସେ ସମ୍ବନ୍ଧୀୟ କୌଣସି ଜିନିଷ କିଣିବା ଅଶୁଭ ହୋଇଥାଏ। ଏହି ଦିନ ନାଲି ରଙ୍ଗର ଜିନିଷ କିଣିଲେ ଶୁଭ ।
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।