SPORTS

ସମାଲୋଚକଙ୍କୁ କୋହଲିଙ୍କ ଜବାବ: ଅନ୍ୟ ଦେଶକୁ ଭଲ ପାଉଥିବା ବ୍ୟକ୍ତି ଭାରତ ଛାଡନ୍ତୁ

virat

ବିଶ୍ଵର ଶ୍ରେଷ୍ଠ ଖେଳାଳି ଭାବେ ଗଣା ହେଉଥିବା ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ସୋସିଆଲ ମିଡିଆରେ ଅନେକ ଥର ସମାଲୋଚିତ ହେବାକୁ ପଡିଛି। ସର୍ବଦା ବିବାଦୀୟ ମନ୍ତବ୍ୟରୁ ଦୂରେଇ ରହିବାକୁ ପସନ୍ଦ କରୁଥିବା କୋହଲି ଏଥର ସମାଲୋଚକଙ୍କୁ କଡା ଜବାବ ଦେବାକୁ ପଛାଇ ନାହାନ୍ତି।

virat

ଭିଡ଼ିଓରେ କୋହଲି ମୋବାଇଲ ଦେଖି ପଢୁଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଜଣେ ପ୍ରଶଂସକ ଲେଖିଥିଲେ ଯେ- ସେ ଜଣେ ଓଭରରେଟେଡ ବ୍ୟାଟସମ୍ୟାନ। ତାଙ୍କର ବ୍ୟାଟିଂ କିଛି ଖାସ୍ ଲାଗୁ ନାହିଁ। ଏହା କହିବା ସହ ଏକଥା କହିଥିଲେ କି ସେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି ଖେଳୁଥିବା ବେଳେ ବେଶି ଉପଭୋଗ କରନ୍ତି।

ଉକ୍ତ ଖେଳପ୍ରେମୀ ଜଣଙ୍କୁ ଉତ୍ତର ଦେଇ ବିରାଟ ବୁଧବାର ଏକ ଭିଡିଓ ସେୟାର୍‌ କରିଥିଲେ। ଭିଡିଓ ମାଧ୍ୟମରେ ସେ କହିଥିଲେ କି ‘ଯଦି ବିଦେଶୀ ଖେଳାଳି ଭଲ ଲାଗୁଛନ୍ତି ତେବେ ବିଦେଶ ପଳାଅ। ଭାରତରେ ରହି ବିଦେଶୀଙ୍କୁ ଭଲପାଅ ନାହିଁ।’

ବିରାଟଙ୍କ ଏଭଳି ବୟାନ ପରେ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ।

ପଢନ୍ତୁ; ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

Related posts

ନିଦାହାସ ଟ୍ରଫି: ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ଭାରତ

ENO Beuro

ହକି ବିଶ୍ୱକପ: ବିଦାୟ ନେଲା ଭାରତ

ENO Beuro

ଆଇପିଏଲର ପ୍ରଥମ ମୁକାବିଲା ହେବ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ

ENO Beuro

Leave a Comment