Celebs News

ଧୀର ଓଭର ଗତି ଯୋଗୁଁ ଜୋରିମାନା ଦେବେ ବିରାଟ କୋହଲି

କିଙ୍ଗସ ଏକାଦଶ ପଞ୍ଜାବ  ବିପକ୍ଷ ଆଇପିଏଲ ମ୍ୟାଚରେ ମନ୍ଥର ବୋଲିଂ  ପାଇଁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଅଧିନୟକ ବିରାଟ କୋହଲିଙ୍କୁ ଦଣ୍ଡିତ କରାଯିଛି। ନିର୍ଧାରିତ ସମୟ ଠାରୁ ରୟାଲ ଚାଲେଞ୍ଜର୍ଷ  ବିଳମ୍ବରେ ବୋଲିଂ ସେସ କରିଥିବାରୁ ୧୨ ଲକ୍ଷ ଟଙ୍କାର ଜୋରିମାନା ଭରଣା କରିଛି କୋହଲି। ଚଳିତ ଆଇପିଏଲ ସିଜିନରେ କୋହଲି ତୃତୀୟ କ୍ୟାପଟେନ  ଯାହା ଉପରେ ଧୀର ଓଭର ଗତି ଯୋଗୁଁ ଜୋରିମାନା ପଡିଛି | ତାଙ୍କ ପୂର୍ବରୁ ମୁମ୍ବାଇ ଇଂଡିଆନ୍ସ କ୍ୟାପଟେନ ରୋହିତ ଶର୍ମା  ଏବଂ ରାଜସ୍ଥାନ ରୋୟାଲ କ୍ୟାପଟେନ ରାହାଣେଙ୍କୁ   ଧୀର ଓଭର ଗତି ନିୟମ ଉଲଂଘନ କରିଥିବା ଅଭିଯୋଗରେ ୧୨-୧୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିଥିଲା |

ତେବେ ଏହି ମ୍ୟାଚରେ ପ୍ରଥମଥର ବିଜୟ  ହାସଲ କରିବା ପରେ ବିରାଟ କହିଥିଲେ ଯେ, ତାଙ୍କ ଟିମ ଖେଳାଳୀ ଚଳିତ ସିଜିନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି | କିନ୍ତୁ ଆଗକୁ ସେ ଭଲ ପ୍ରଦର୍ଶନ  କରିବେ | ମ୍ୟାଚ ଜିତି ସେ ବହୁତ ଖୁସି ବୋଲି ସେ କହିଛନ୍ତି |

ପଢନ୍ତୁ: ୩୯ ରନରେ ରୋମାଞ୍ଚକ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ 

Related posts

Sonika Roy Looking Forward For Her Next Ollywood Steps

Jitendra

Pinky Priyadarsini – Ollywood Actress

Jitendra

Odia TV Serial Actress Devika Arundhati Samal

Jitendra

1 comment

Leave a Comment