ଆଜି କୋଣାର୍କ କୋର୍ଟରେ ହାଜର ହେବେ ଆୟାର

abhijit

ରିମାଣ୍ଡରେ ଯିବେ ଜେଲରେ ଥିବା ଅଭିଜିତ ଆୟାର ମିତ୍ର। ନିମାପଡା ଏସଡିଜେଏମଙ୍କ ଚିଠିକୁ ଭିତ୍ତି କରି ୪ ଦିନିଆ ରିମାଣ୍ଡ ଅନୁମୋଦନ କରିଛନ୍ତି ଭୁବନେଶ୍ଵର ଏସଡିଜେଏମ। ତାଙ୍କୁ ଆଜି କୋଣାର୍କ କୋର୍ଟରେ ହାଜର କରାଯିବ। ସେଠାରୁ କୋଣାର୍କ ପୁଲିସ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି।

abhijit

ଅଭିଜିତ କେ।ଣାର୍କର କଳା, ଭାସ୍କର୍ଯ୍ୟ ସଂପର୍କରେ ଅପଶବ୍ଦ ପ୍ରୟେ।ଗ କରିଥିଲେ । ଏ ନେଇ କେ।ଣାର୍କ ଥାନାରେ ଅଭିଯେ।ଗ ହେ।ଇଥିଲା । ଅଭିଜିତଙ୍କ ବିରେଧରେ ଦୁଇଟି ମାମଲା ରୁଜୁ କରାଯିବା ସହ ଗୃହ କମିଟି ନିକଟରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ଏହାକୁ ବେଖାତିର କରି ଅଭିଜିତ ଆଗୁଆ ଜାମିନ ପାଇଁ ସୁପ୍ରିମକେ।ର୍ଟଙ୍କ ଦ୍ବାରସ୍ଥ ହେ।ଇଥିଲେ।

ସୁପ୍ରିମକେ।ର୍ଟ ତାଙ୍କ ଜାମିନ୍ ଆବେଦନକୁ ଚଳିତ ମାସ ୫ ତାରିଖରୁ ଖାରଜ କରିବା ସହ ଜେଲ୍ ହିଁ ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ ବେ।ଲି ଟିପ୍ପଣୀ ଦେଇଥିଲେ । ସେ ଗୃହ କମିଟିରେ ହାଜର ହେବାକୁ ଆସିଥିବା ବେଳେ କମିସନରେଟ୍ ପୁଲିସ ତାଙ୍କୁ ଗିରଫ କରିଥିଲା ।

ପଢନ୍ତୁ; ଆଜିଠୁ କାର୍ତ୍ତିକ ବ୍ରତ,ପୁରୀରେ ହବିଷ୍ୟାଳିଙ୍କ ଭିଡ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More