EnewsOdia.Com

‘ସୂର୍ଯ୍ୟ ମନ୍ଦିର’ ରୁ ଖୋଲିଲା ଲୁହା ଭାରା

ଦୀର୍ଘ ୧୫ବର୍ଷ ଧରି ଲୁହା ପାଇପିରେ ଆବଦ୍ଧ ହୋଇ ରହିଥିବା ବିଶ୍ଵ ଐତିହ୍ୟ ସୂର୍ଯ୍ୟମନ୍ଦିର  ଲୁହା ଭାରାରୁ ସମ୍ପୂର୍ଣ ମୁକ୍ତ ହେବାକୁ ଯାଉଛି । ଆଜିଠାରୁ ଆରମ୍ଭ ହୋଇଛି ଲୁହା ପାଇପ ଖୋଲା କାମ ।  ପ୍ରଥମେ ପଶ୍ଚିମଦ୍ଵାରରୁ ଲୁହାପାଇପ ଖୋଲାଯାଉଛି । ପର୍ଯ୍ୟାୟ କ୍ରମେ ଦକ୍ଷିଣ,ଉତ୍ତର ଦ୍ଵାର ଓ ଶେଷରେ ଜଗମୋହନ ଦ୍ଵାରରୁ ଲୁହା ପାଇପଗୁଡିକୁ ଖୋଲାଯିବ।

 

ସୂଚନାଥାଉକି, ଗତ ସେପ୍ଟେମ୍ବର୧୩ ତାରିଖରେ ଆମିକସ କ୍ୟୁରୀ ଏନ.କେ ମହାନ୍ତି ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କରିଥିଲେ । ଆମିକସ କ୍ୟୁରୀ ୫ଟି କଥା ଉପରେ ଗୁରୁତ୍ଵାରୋପ କରିଥିଲେ। ସୂର୍ଯ୍ୟମନ୍ଦିର କାରୁକାର୍ଯ୍ୟ ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଦିଆଯାଉଥିବା କେମିକାଲ ଠିକ ଅଛି କି ନାହିଁ, ଦୀର୍ଘ ୧୫ବର୍ଷ ହେବ ଏହି ଲୁହା ଭାରା କିଭଳି ଅଛି ତାହା ପ୍ରଥମେ ପରୀକ୍ଷା ହେବ । ପିଢାକୁ ସହାୟକ  ଦିଆଗଲା ପରେ ଲୁହା ଭାରା ଖୋଲାଯିବା । ସେଥିପାଇଁ ଅସ୍ଥାୟୀ ସହାୟକ ଭାରା ଦିଆଯିବ ଡିସେମ୍ବର ଶେଷ ସପ୍ତାହରେ ଲୁହାଭାରା ଖୋଲା ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ପଢନ୍ତୁ: ବଜାରକୁ ଆସୁଛି ରୟାଲ ଇନଫିଲ୍ଡର ଥଣ୍ଡରବାର୍ଡ ବିଏସ୬ର ନୂଆ ଭର୍ସନ

ସମ୍ବନ୍ଧିତ ଖବର

ପିଆଜ ପରେ ଏବେ ତରକାରୀରୁ ଗାଏବ ହେଲାଣି ଆଳୁ

Ratnamani Maharana

ରାନୀ ପଣ୍ଡାଙ୍କୁ ମନା ଖଣ୍ଡଗିରି ଯାତ୍ରା

Ratnamani Maharana

ଆଜିଠାରୁ କମ୍ପିବ ଖଣ୍ଡଗିରି ମେଳା

Ratnamani Maharana

ଜାନୁଆରୀ ୩୧ ଓ ଫେବୃଆରୀ ୧ରେ ବ୍ୟାଙ୍କ ବନ୍ଦ

Ratnamani Maharana

ଗ୍ୟାଲେରିଆ ମଲ୍‌ ଜବରଦଖଲ ଭାଙ୍ଗିବାକୁ ଡର !

Ratnamani Maharana

ପିଆଜ ଦରବୃଦ୍ଧି ଋଣଗ୍ରସ୍ତରୁ ବନେଇଦେଲା କୋଟିପତି

Ratnamani Maharana