Loading...

ବିବାହ ବନ୍ଧନରେ ବାନ୍ଧି ଅଭିନେତ୍ରୀ କୃଷ୍ଣା ମୁଖାର୍ଜୀ

ବିବାହ ବନ୍ଧନରେ ବାନ୍ଧି ଅଭିନେତ୍ରୀ କୃଷ୍ଣା ମୁଖାର୍ଜୀ

ବୟଫ୍ରେଣ୍ଡ ରାଗ ବାଟଲିବାଲାଙ୍କୁ ବିବାହ କରି କୃଷ୍ଣା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସେୟାର କରି ଲେଖିଛନ୍ତି, ‘ବଙ୍ଗୀୟ ଯୁବତୀ ଜଣକ ପୂରା ଜୀବନ ପାଇଁ ପାରସୀ ଯୁବକଙ୍କ ସହ ବିବାହ କରି ନେଇଛନ୍ତି।

ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହେଉଥିବା ‘ୟେ ହେ ମହବତୈଁ’ ଧାରାବାହିକ ଫେମ୍‌ କୃଷ୍ଣା ମୁଖାର୍ଜୀ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି। ବୟଫ୍ରେଣ୍ଡ ରାଗ ବାଟଲିବାଲାଙ୍କୁ ବିବାହ କରି କୃଷ୍ଣା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସେୟାର କରି ଲେଖିଛନ୍ତି, ‘ବଙ୍ଗୀୟ ଯୁବତୀ ଜଣକ ପୂରା ଜୀବନ ପାଇଁ ପାରସୀ ଯୁବକଙ୍କ ସହ ବିବାହ କରି ନେଇଛନ୍ତି। ଆମ ଜୀବନର ସ୍ବତନ୍ତ୍ର ଓ ବଡ଼ ଦିନ ପାଇଁ ଆମେ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛୁ।’

ସୂଚନାନୁସରେ, ଗତ ୧୧ ତାରିଖରୁ ତାଙ୍କ ବିବାହ ରୀତି ସବୁ ଆରମ୍ଭ ହୋଇ ଯାଇଥିଲା। ପ୍ରଥମେ ତାଙ୍କର ମେହେନ୍ଦୀ ଉତ୍ସବ ହୋଇଥିଲା। ମେହେନ୍ଦୀ ଉତ୍ସବର ତାଙ୍କର କିଛି ଫଟୋ ବି ସୋସିଆଲ୍‌ ମିଡିଆ‌ରେ ଭାଇରାଲ୍‌ ହୋଇଥିଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.