News

କୁମ୍ଭମେଳାରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଗଲେ ବିହାରର ରାଜ୍ୟପାଳ

bihar

ବିହାରର ରାଜ୍ୟପାଳ ଲାଲଜୀ ଟଣ୍ଡନ ସୁରକ୍ଷିତ

ପୁଣି କୁମ୍ଭମେଳାରେ ଘଟିଛି ଅଗ୍ନିକାଣ୍ଡ। ଏକ ତମ୍ବୁରେ ନିଆଁ ଲାଗିବା ବେଳେ ବିହାରର ରାଜ୍ୟପାଳ ରାଜ୍ୟପାଳ ଲାଲଜୀ ଟଣ୍ଡନ ସେଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଲାଲଜୀ ଟଣ୍ଡନ ସେକ୍ଟର ୨୦ରେ ଅରେଲ ଅଞ୍ଚଳରେ ଥିବା ତ୍ରିବେଣୀ ତମ୍ବୁ ସିଟିରେ ଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟା ୩୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଶର୍ଟ ସର୍କିଟ୍‌ ଯୋଗୁ ଏପରି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଗ୍ନିକାଣ୍ଡ ପରେ ରାଜ୍ୟପାଳଙ୍କୁ ସ୍ଥାନୀୟ ସର୍କିଟ୍‌ ହାଉସ୍‌କୁ ସ୍ଥାନାନ୍ତର କରାଯାଇଛି।

ତେବେ ନିଆଁ ଲାଗିବା ଯୋଗୁଁ ରାଜ୍ୟପାଳଙ୍କର କିଛି ଅନିଷ୍ଟ ହୋଇ ନାହିଁ ,କିନ୍ତୁ ତାଙ୍କର ମୋବାଇଲ,ଚଷମା ଓ ଘଣ୍ଟା ଆଦି ସେଥିରେ ଜଳିଯାଇଛି।

ପଢନ୍ତୁ;  ଖୁବଶୀଘ୍ର କଂଗ୍ରେସର ‘ହାତ’ ଧରିବେ ହେମା

Related posts

ଅହେତୁକ ତୈଳ ଦର ବୃଦ୍ଧିର ତୀବ୍ର ପ୍ରତିବାଦରେ ବିଜେଡ଼ିର ୫ ଘଂଟିଆ ହରତାଳ

ENO Beuro

ଆଜି ରାଜ୍ୟବ୍ୟାପି ବସ୍ ଧର୍ମଘଟ : ଯାତ୍ରୀ ହନ୍ତସନ୍ତ

ENO Beuro

ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ଭାଇରାଲ ପ୍ରସଙ୍ଗରେ ମୁହଁ ଖୋଲିଲେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ENO Beuro

Leave a Comment