News

ପଶୁଙ୍କ ପ୍ରେମରେ ପାଗଳ ରାଜଧାନୀର ଇଂଜିନୟରିଂ ଛାତ୍ର କୁଶଳ

Kusal.gfx 00000 00000 E1565435885603

ବ୍ଲାକି, ଓରିଓ , ହିରୋ .. ଏମିତି କିଛି କ୍ୟୁଟ୍ କ୍ୟୁଟ୍  ନାଁ ଶୁଣି ଆପଣଙ୍କୁ ଲାଗୁଥିବ, ଏ କୌଣସି କୁନି କୁନି ପିଲାଙ୍କ ନାଁ । କିନ୍ତୁ ବାସ୍ତବରେ ଏମାନେ ହେଉଛନ୍ତି କୁକୁର, ବିଲେଇ ଓ ଷଣ୍ଢ  । ରାସ୍ତାକଡରେ ବୁଲୁଥିବା ଏହି କୁକୁର ବିଲେଇଙ୍କ ପ୍ରେମରେ ପଡିଯାଇଛନ୍ତି ରାଜଧାନୀର ଜଣେ ଇଂଜିନୟରିଂ ଛାତ୍ର

ବେସାହାରା ଆହତ ଜୀବଙ୍କ ପ୍ରେମରେ ନିଜ ଜୀବନକୁ ଉସ୍ୱର୍ଗ କରିଦେଇଥିବା ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି କୁଶଳ ବିଶ୍ୱାସ  । ଯୁବାବସ୍ଥାରେ ଇଂଜିନିୟରିଂ ପାଠ ସହ ନିଜ ଘର ଛାଡି ଏବେ ଏହି ଆହତ ପଶୁମାନଙ୍କ ସେବା କରୁଛନ୍ତି । କେବଳ ପଶୁଙ୍କୁ  ଆଦରି ନେଇ ନାହାଁନ୍ତି କୁଶଳ  । ସେମାନଙ୍କୁ ଘରେ ରଖି ସେମାନଙ୍କର ସେବା ଯତ୍ନ କରିଥାନ୍ତି  ।

ଯୁବାବସ୍ଥାରେ ଇଂଜିନିୟରିଂ ପାଠ ସହ ନିଜ ଘର ଛାଡି ଏବେ ଏହି ଆହତ ପଶୁମାନଙ୍କ ସେବା କରୁଛନ୍ତି କୁଶଳ । ସଡ଼କ ଦୁର୍ଘଟଣା ହେଉ କି କୌଣସି ରୋଗରେ ପୀଡିତ ପଶୁଙ୍କୁ ଦେଖିଲେ ନିଜ ପରିବାର ସଦସ୍ୟ ଭଳି ଆପଣାଇ ନେଇଥାନ୍ତି କୁଶଳ  ।ଏପରିକି ନିଜ ପ୍ରିୟ ବିଲେଇ, କୁକୁରଙ୍କ ପାଇଁ  ଖାଦ୍ୟ ଠାରୁ ଆରମ୍ଭ କରି ମେଡିସିନ, ସାଲାଇନର ବ୍ୟବସ୍ଥା ମଧ୍ୟ କରିଛନ୍ତି ।ଏଥିରେ 20 ଜଣ ସଦସ୍ୟ କାମ କରୁଥିବା ବେଳେ  କୁଶଳଙ୍କର ଏଭଳି ଉନ୍ନତ ଧରଣର କାର୍ଯ୍ୟ ପାଇଁ ଏହି ଏନଜିଓର ସସଦ୍ୟମାନେ ତାଙ୍କୁ ଆର୍ଥକ ସାହାଯ୍ୟ କରିଥାଆନ୍ତି  ।

ପଢନ୍ତୁ:କାଲି ୧୩ ଜିଲ୍ଲାରେ ପ୍ରବଳ ବର୍ଷା

Related posts

ସାରା ରାଜ୍ୟରେ ଆଜିଠୁ ବଢିବ ଦିନର ତାପମାତ୍ରା :ମାଲକାନଗିରିରେ ସର୍ବାଧିକ ତାପମାତ୍ରା

ENO Beuro

ଝାରସୁଗୁଡା ବିମାନ ବନ୍ଦରରୁ ମାର୍ଚ୍ଚ ୩୧ରେ ଉଡିବ ସ୍ପାଇସ୍‌ ଜେଟ୍‌

ENO Beuro

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ

ENO Beuro

1 comment

Leave a Comment