EnewsOdia.Com

ଲକଡାଉନ ୨.0 କୁ ବିରୋଧ

କରୋନା ଭୁତାଣୁର ମୁକାବିଲା ପାଇଁ ଦେଶରେ ୨୧ ଦିନ ଧରି ଚାଲିଥିବା ଲକଡାଉନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ପୁଣି ବଢାଇବା ପରେ ମଙ୍ଗଳବାର ଲକଡାଉନ ନିୟମକୁ ଉଲଂଘନ କରି ହଜାର ହଜାର ଦାଦନ ଶ୍ରମିକ ବାନ୍ଦ୍ରା ରେଳ ଷ୍ଟେସନରେ ଭିଡ ଜମାଇଥିଲେ | ଶ୍ରମିକ ମାନେ ଘରକୁ ଫେରିବା ପାଇଁ ଦାବି ରଖିଥିଲେ | ସେମାନଙ୍କ ସହ କିଛି ସ୍ଥାନୀୟ ବସ୍ତି ବସିନ୍ଧା ମଧ୍ୟ ସାମିଲ ହେଇଥିଲେ | ବାରମ୍ବାର ସତର୍କ କରାଇବା ସତ୍ବେ ସେମାନେ ନ ହଟିବାରୁ ପୋଲିସ କୁ ଲାଠି ଚାଳନା କରିବାକୁ ପଡିଲା

 

ସମ୍ବନ୍ଧିତ ଖବର

ଗେରୁଆ ଦାଢ଼ି ପ୍ରେମରେ ବାଂଲାଦେଶ ମୁସଲମାନ

Ratnamani Maharana

ଫେବ୍ରୁଆରି ୨୨ରୁ ଆରମ୍ଭ ମାଟ୍ରିକ୍ ପରୀକ୍ଷା

Ratnamani Maharana

ନିର୍ଭୟା ମାମଲାରେ ଆଜି ପୁଣି ଥରେ ଶୁଣାଣି କରିବେ ସୁପ୍ରିମକୋର୍ଟ

Ratnamani Maharana

ମକର ସଂକ୍ରାନ୍ତି ପାଇଁ ଛୁଟି ରହିବ ସମସ୍ତ ସ୍କୁଲ , କଲେଜ ଓ ସରକାରୀ କାର୍ଯ୍ୟଳୟ

Ratnamani Maharana

୭୦ ବର୍ଷ ହେବ ନଖାଇ ନପିଇ ବଞ୍ଚିଛନ୍ତି ଏହି ବ୍ୟକ୍ତି

Ratnamani Maharana

ମହଲତ ପରେ ବି ସୁଧୁରିଲେନି, ଟ୍ୱିନସିଟିରେ କଟିଲା ୬ ଲକ୍ଷରୁ ଅଧିକ ଫାଇନ୍

Ratnamani Maharana