• Home
  • LIFESTYLE
  • ଆବଶ୍ୟକତାଠୁଁ କମ୍‌ ଶୋଇଲେ ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ ? ଆସନ୍ତୁ ଜାଣିବା
LIFESTYLE

ଆବଶ୍ୟକତାଠୁଁ କମ୍‌ ଶୋଇଲେ ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ ? ଆସନ୍ତୁ ଜାଣିବା

ଜାଣନ୍ତୁ କମ୍‌ ଶୋଇଲେ କଣ ଅସୁବିଧା ହୋଇଥାଏ-

ମଣିଷର ଜୀବନର ଏକ ତୃତୀୟାଂଶ ସମୟ ନିଦ୍ରାରେ ବିତିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ନିଦ୍ରା ଗଲେ ମସ୍ତିଷ୍କରୁ ଚିନ୍ତା ଦୂର ହୋଇଥାଏ ଓ ମନ ଫୂର୍ତ୍ତି ରହିଥାଏ। ଶରୀର ଉପରେ ନିଦ୍ରାର ଗୁରୁତ୍ଵପୂର୍ଣ ଭୂମିକା ରହିଛି। ନିଦ ସଂପୂର୍ଣ୍ଣ ନ ହେଲେ ଏହାର ପ୍ରଭାବ ମେଟାବଲିଜିମ୍‌, ମୁଡ୍‌, ଏକାଗ୍ରତା ଓ ସ୍ମରଣ ଶକ୍ତି ଉପରେ ପଡ଼ିଥାଏ।

ଖାଦ୍ୟ ଗ୍ରହଣ ନ କରିଲେ ଠିକ୍‌ ଭାବେ ନିଦ ହୁଏ ନାହିଁ । ଯଦି ଠିକ୍‌ ସମୟରେ ନ ଖାଆନ୍ତି, ତେବେ ଶରୀରରେ ଗ୍ଲୁକୋଜ୍‌ ବଦଳରେ ଶରୀରରେ ଥିବା ଫ୍ୟାଟ୍‌କୁ ବର୍ଣ୍ଣ କରି ଶକ୍ତି ଦେଇଥାଏ । ଏଥିପାଇଁ ଇନ୍‌ସୁଲିନ୍‌ ସ୍ତର ହ୍ରାସ ପାଇଥାଏ ଓ ରେକିସିନ୍‌ ନାମକ ହରମୋନ୍‌ର ସ୍ରାବ ବଢିଯାଏ।ଏଭଳି ପରିସ୍ଥିତିରେ ଆପଣଙ୍କ ମସ୍ତିଷ୍କ ଶରୀରକୁ ଅଧିକ ଏଡ୍ରୋନାଲାଇନ୍‌ର ସ୍ରାବର ସଙ୍କେତ ଦେଇଥାଏ, ଯାହା ଆପଣଙ୍କ ନିଦ୍ରାକୁ ପ୍ରଭାବିତ କରିଥାଏ। ଏମିତି କରିବାଦ୍ଵାରା ଆପଣ ଅନିଦ୍ରା ଭଳି ରୋଗ ଦ୍ୱାରା ପୀଡ଼ିତ ହେବାର ଆଶଙ୍କା ରହିଥାଏ।

ଦିନରେ ପରିଶ୍ରମ କରିବା ସତ୍ତ୍ୱେ ଅନେକ ଲୋକ କହିଥାନ୍ତି ଯେ ,ତାଙ୍କୁ ରାତିରେ ସହଜରେ ନିଦ ଆସେନା। ଏଥିପାଇଁ ବିରକ୍ତଭାବ ପ୍ରକାଶ କରିଥାନ୍ତି। ଏହି ବି ବେଳେବେଳେ ମଣିଷକୁ ରୋଗାକ୍ରାନ୍ତ କରି ପକାଇଥାଏ। ଏଣୁ ନିଦ୍ରା ସମ୍ପୂର୍ଣ କରନ୍ତୁ।

ଆବଶ୍ୟକତାଠୁଁ କମ୍‌ ଶୋଇଲେ ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ ? ଆସନ୍ତୁ ଜାଣିବା sleep

ପଢନ୍ତୁ;ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ଦ୍ଵାରା ହୋଇଥାଏ ଏହିସବୁ ଅସୁବିଧା ! ଜାଣିରଖନ୍ତୁ

Related posts

ଅସନ୍ତୁଳିତ ପ୍ରକ୍ରିୟାରେ ଯୋଗ କଲେ ଶରୀର ଉପରେ କ’ଣ ପ୍ରଭାବ ପଡେ ଜାଣନ୍ତୁ

Krishna Kumar Manoj

କମ୍ପିଟେଟିଭ ପରୀକ୍ଷା ଦେଉଛନ୍ତି କି? ଜାଣନ୍ତୁ ଏଥିପାଇଁ କେମିତି ପ୍ରସ୍ତୁତ ହେବେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More