POLITICALS

ଐତିହାସିକ ପଦକ୍ଷେପ: ଦୁଇ ଭାଗ ହେଲା ଜାମ୍ମୁ-କାଶ୍ମୀର

Capture 7 750x376

ସମ୍ବିଧାନର ଧାରା ୩୭୦ ହଟାଇବାକୁ ସୁପାରିଶ

ସମ୍ବିଧାନର ଧାରା ୩୭୦  ହଟାଇବାକୁ ରାଜ୍ୟସଭାରେ ପ୍ରସ୍ତାବ ଆଗତ କଲେ ଗୃହ ମନ୍ତ୍ରୀ ଅମିତ ଶାହା; କହିଲେ, ଧାରା ୩୭୦ର ପରିବର୍ତ୍ତନ ପାଇଁ ମଂଜୁରୀ ଦେଇଛନ୍ତି ରାଷ୍ଟ୍ରପତି, ୩୭୦ ବଳରେ ଜାମ୍ମୁ-କାଶ୍ମୀରକୁ ମିଳିଛି ସ୍ୱତନ୍ତ୍ର ପାହ୍ୟା।  ନରେନ୍ଦ୍ର ମୋଦିଙ୍କ ସରକାର ଜମ୍ମୁ-କାଶ୍ମୀରର ପୁର୍ନଗଠନ ପାଇଁ ଗୃହରେ ପ୍ରସ୍ତାବ ଆଣିଛନ୍ତି । ଏହା ଜରିଆରେ ଜମ୍ମୁ-କାଶ୍ମୀର ଠାରୁ ଲଦାଖକୁ ଅଲଗା କରିଦିଆଯାଇଛି । ଲଦାଖକୁ ବିନା ବିଧାନସଭାରେ ଏକ କେନ୍ଦ୍ରଶାସିତ ପ୍ରଦେଶର ମାନ୍ୟତା ଦିଆଗଲା । ଅନ୍ୟପଟେ ଜମ୍ମୁ-କାଶ୍ମୀରକୁ ମଧ୍ୟ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ମାନ୍ୟତ ମିଳିଛି । ଏହାସହ ସେଠାରେ ଦିଲ୍ଲୀ ଭଳି ବିଧାନସଭା ରହିବ ।

ତେବେ ଧାରା ୩୭୦ ଏବଂ ୩୫(ଏ) ଉଚ୍ଛେଦ ସଙ୍କଳ୍ପକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିସାରିଥିବାରୁ ଏହା ଆଜିଠାରୁ ଉଚ୍ଛେଦ ହୋଇସାରିଛି। ଫଳରେ ଏଣିକି ଜାମ୍ମୁ-କାଶ୍ମୀରର ଆଇନଶୃଙ୍ଖଳା ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ହାତରେ ରହିବ। ଧାରା ୩୭୦ ଏବଂ ୩୫(ଏ) ଉଚ୍ଛେଦ ହେବା, ଜାମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ଦିଆଯିବା ଆଦି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ବିବୃତି ରଖିବେ ବୋଲି ସୂଚନା ମିଳିଛି।

ପଢନ୍ତୁ: ମହାକାଶରୁ ପୃଥିବୀର ଫଟୋ, ଚନ୍ଦ୍ରଯାନ-୨ରୁ ଏମିତି ଦିଶୁଛି ପୃଥିବୀ

Related posts

ଉଠୁଛି ପଡୁଛି ପାଟକୁରା ନିର୍ବାଚନମଣ୍ଡଳୀ

Ratnamani Moharana

ରାସ୍ତା ଉପରେ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧୀ

Ratnamani Moharana

ରାଜ୍ୟରେ ‘ଆୟୁଷ୍ମାନ’କୁ ମିଳିପାରେ ଗ୍ରୀନ ସିଗନାଲ

Ratnamani Moharana

Leave a Comment