EnewsOdia.Com

ନୱାଜ ସରିଫଙ୍କୁ ମିଳିଲା ଜାମିନ

ଚୌଧୁରୀ ଚିନି କାରଖାନା ମାମଲାରେ ଗିରଫ ହୋଇ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଶୁକ୍ରବାର ଲାହୋର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସ୍ବାସ୍ଥ୍ୟଗତ କାରଣ ପାଇଁ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିବା ଜଣାପଡିଛି।

ସୂଚନା ମୂତାବକ, ଚୌଧୁରୀ ଚିନି କାରଖାନା ମାମଲାରେ ଅକ୍ଟୋବର ୧୨(ଶନିବାର) ନ୍ୟାସନାଲ ଏକାଉଣ୍ଟାବିଲିଟି ବ୍ୟୁରୋ(ଏନଏବି) ଦ୍ବାରା ଗିରଫ ହୋଇ ସରିଫ ଜେଲରେ ଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଦିନକୁ ଦିନ ତାଙ୍କର ଓଜନ ହ୍ରାସ ହେବାରେ ଲାଗିଲା । ତେଣୁ ୨ଦିନ ତଳେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ୬୯ ବର୍ଷିୟ ନୱାଜ ଜାମିନ ଆବେଦନ କରିଥିଲେ। ହେଲେ ପ୍ରଥମେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିବା ବେଳେ ଏବେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ପଢନ୍ତୁ: ହରିୟାଣା ସସ୍‌ପେନ୍ସରେ ପୁର୍ଣ୍ଣଛେଦ୍‌: ବିଜେପିରୁ ମୁଖ୍ୟମନ୍ତ୍ରୀ-ଜେଜେପିରୁ ଉପମୁଖ୍ୟମନ୍ତ୍ରୀ

ସମ୍ବନ୍ଧିତ ଖବର

ନିଜ ଟ୍ୱିଟରେ ନିଜେ ଫସିଲେ ଅମିତ ଶାହା

Ratnamani Maharana

‘କେମ୍‌ଛୋ ଟ୍ରମ୍ପ୍‌’ ନୁହେଁ ‘ନମସ୍ତେ ପ୍ରେସିଡେଣ୍ଟ୍‌ ଟ୍ରମ୍ପ୍‌’ ପାଇଁ ପ୍ରସ୍ତୁତି

Ratnamani Maharana

ମୋଦୀଙ୍କ ନିମନ୍ତ୍ରଣ ରକ୍ଷାକରି ଭାରତ ଆସିପାରନ୍ତି ଡୋନାଲ୍ଡ ଟ୍ରମ୍ପ୍‌

Ratnamani Maharana

୫-ଟି ନେଇ ରାଜ୍ୟସରକାରଙ୍କ ଉପରେ ବର୍ଷିଲେ ସୁର ରାଉତରାୟ

Ratnamani Maharana

ଟଙ୍କା ଉଧାର ଆଣିବାରେ ସବୁ ରେକର୍ଡ ଭାଙ୍ଗିଲାଣି ଇମ୍ରାନ୍‌ ଖାଁଙ୍କ ସରକାର

Ratnamani Maharana

ବିଜେପୁରରେ ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

Ratnamani Maharana