News

ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ୍‌

lalu

ଆରଜେଡି ନେତା ଲାଲୁ ଯାଦବଙ୍କୁ ମିଳିଲା ଜାମିନ । ଆଇଆରସିଟିସି ଦୁର୍ନୀତି ମାମଲାରେ ତାଙ୍କୁ ଦିଲ୍ଲୀର ଏକ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ସ୍ୱତନ୍ତ୍ର ଜଜ ଅରୁଣ ଭରଦ୍ୱାଜ ଲାଲୁ ଯାଦବଙ୍କୁ ଜାମିନ ପ୍ରଦାନ କରିଛନ୍ତି।

lalu

ଜାମିନ୍‌ ଉପରେ ବିଚାର କରି ସ୍ବତନ୍ତ୍ର ବିଚାରପତି ଅରୁଣ ଭରଦ୍ୱାଜ ଏପରି ରାୟ ଦେବା ସହିତ ମାମଳାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୧୯ରେ ହେବ ବୋଲି ସୂଚନା ଦେଇଛନ୍ତି। ଲାଲୁ ସମ୍ପ୍ରତି ରାଞ୍ଚି ଜେଲରେ ଥିବାବେଳେ ବିଚାର ପାଇଁ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ହାଜର ହୋଇଥିଲେ।

ଏହି ଶୁଣାଣି ସମୟରେ ଲାଲାଙ୍କ ପତ୍ନୀ ରାବରୀ ଦେବୀ, ପୁଅ ତେଜସ୍ୱୀ ଯାଦବ ଏବଂ ଅନ୍ୟ ମାନଙ୍କ ଜାମିନ ଆବେଦନକୁ ବିରୋଧ କରିଛି ଇଡି। ତଥ୍ୟ ପ୍ରମାଣ ହେରଫେର ହେବାର ସମ୍ଭାବନ ଦାର୍ଶଇ ଜାମିନ ନଦେବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି । ବର୍ତ୍ତମାନ ରାବରୀ ଦେବୀ, ତେଜସ୍ୱୀ ଯାଦବ ଟଙ୍କା ହେବଫର ମାମଲରେ ଜାମିନରେ ଅଛନ୍ତି ।

ପଢନ୍ତୁ; ଇଡିରେ ହାଜର ହେଲେ ପି.ଚିଦାମ୍ବରମ

Related posts

ଲାଲୁଙ୍କ ବୋହୂ ହେବେ ଐଶ୍ୱର୍ଯ୍ୟା! ଆସନ୍ତା ମାସରେ ବିବାହ କରିବେ ଲାଲୁଙ୍କ ପୁଅ ତେଜପ୍ରତାପ

ENO Beuro

ଦୌଲତାବାଦରେ ନଦୀକୁ ଖସିଲା ବସ୍‌, ୩୬ ମୃତ

ENO Beuro

ଆଜି ବ୍ରହ୍ମପୁରରେ ଆଗୁଆ ଭୋଟ ଦେଲେ ପୋଲିସ କର୍ମଚାରୀ

Ratnamani Moharana

Leave a Comment