ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ପ୍ରେମ ଓ ପ୍ରତାରଣାର ଶିକାର ହୋଇ ଆତ୍ମହତ୍ୟା କଲେ ଡ଼ିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣା। ଏକଥା ଆମେ ନୁହେଁ ନିଜେ ଡ଼ିଜେ ଆଜେକ୍ସ କହୁଛନ୍ତି। ମୃତ୍ୟୁ ପୂର୍ବରୁ ନିଜ ବାନ୍ଧବୀଙ୍କୁ ଶେଷ ମେସେଜ କରି ଆତ୍ମହତ୍ୟା କରିଛନ୍ତି ଆଜେକ୍ସ।
ପ୍ରେମ ଓ ପ୍ରତାରଣାର ଶିକାର ହୋଇ ଆତ୍ମହତ୍ୟା କଲେ ଡ଼ିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣା। ଏକଥା ଆମେ ନୁହେଁ ନିଜେ ଡ଼ିଜେ ଆଜେକ୍ସ କହୁଛନ୍ତି। ମୃତ୍ୟୁ ପୂର୍ବରୁ ନିଜ ବାନ୍ଧବୀଙ୍କୁ ଶେଷ ମେସେଜ କରି ଆତ୍ମହତ୍ୟା କରିଛନ୍ତି ଆଜେକ୍ସ। ଏହି ମେସେଜ ହିନ କହୁଛି ଆତ୍ମହତ୍ୟାର କାହାଣୀ। ସାମ୍ନାକୁ ଆସିଛି ମୃତ୍ୟୁ ପୂର୍ବରୁ ଆଜେକ୍ସ ତାଙ୍କ ବାନ୍ଧବୀଙ୍କୁ ପଠାଇଥିବା ସିଡ୍ୟୁଲ ମେଲ ଏବଂ କିଛି ଭଏସ ନୋଟ । ଯେଉଁ ପ୍ରେମରେ ବିଚ୍ଛେଦ ଯୋଗୁଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ।
ଟେ କଥା କହିବି . . ଜିଜ୍ଞାସା ତ ରଶ୍ମିର . . .ସେ ପ୍ରଥମରୁ ରଶ୍ମିର ହିଁ ଥିଲା । ଯେତେ ସନସେଟ୍ ହେଉ କିମ୍ବା ସନରାଇଜ୍ ହେଉ .. ଡିଜେ ଆଜେକ୍ସ ଆଉ କାହାକୁ ମିଳିବନି । ତମ ଖଡ଼ୁସ୍ ଆଉ ନାହିଁ । Your khaଥରେ ହେଲେ କଲ୍ କରିଥାଆନ୍ତ । ଏବେ ଲଭ୍ ପଳେଇଲା ତ . . ହଉ ତୁମେ ଲାଇଫ୍ରେ ଖୁସିରେ ରୁହ.. ବହୁତ ପଇସା ଇନକମ୍ କର । ହେଲେ ତୁମେ ଯେତେ ଟଙ୍କା ଇନକମ୍ କଲେ କି ତୁମ ଖାନଦାନର ମିଶିକି ଟଙ୍କା ଇନକମ୍ କଲେ ବି ଆଜେକ୍ସକୁ ଆଉ ଦେଖି ପାରିବନି ।
ମୁଁ ଯାଉଛି ଜିଜ୍ଞାସା .. ଆଉ କେବେ ଆସିବିନି .. କହିଥିଲି ନା ପଳେଇବି ବୋଲି .. ତୁମେ କହିଲ ପଳା. . ମୁଁ ସତରେ ପଳଉଛି .. ଜୀବନରେ କେବେ ଦେଖିବନି .. ମୋ ଫଟୋ ଦେଖୁଥିବ .. ମୁଁ ଉପରକୁ ଯାଇକି ଷ୍ଟାର ହୋଇଯିବି .. ଆଉ କେବେ ଦେଖିବନି କି ଭଏସ୍ ଶୁଣିପାରିବନି । ଯାହା ମୋ ଭିଡିଓ ଆଉ କଲ୍ ରେକର୍ଡିଂ ଅଛି ଶୁଣୁଥିବ । ମୁଁ ଯାଉଛି ... I LOVE U .. BYE .THIS IS MY LAST MESSAGE … I LOVE U .. .. BYE ..dush is dead . .ଆଜି ମୋ ଶେଷ ଦିନ । ତୁମେ ମୋତେ ଛାଡ଼ିକି ଯାଉଛ । ମୁଁ ଆଉ ରହି ପାରିବି ନାହିଁ । ମୁଁ ଭାବିଲି ତୁମେ ରାତିରେ କଲ୍ କରିବ । ଆଉ ତୁମେ ରାତିରେ କଲ ବି କଲ । ମୁଁ ତୁମ ଘର ପାଖରେ ଅଛି ନା ନାହିଁ ଜାଣିବା ପାଇଁ କଲ୍ କଲ । କାରଣ ତୁମର ରଶ୍ମି ସହିତ ଯିବାର ଥିଲା . . ତୁମେ ଜାଣିନ ମୁଁ ବାହାରେ ଅଛି । ରଶ୍ମି ଆସିଲା.. ତୁମେ ବାହାରକୁ ଗଲ , ବୁଲିକି ଆସିଲ ।
ଜାଣିଛ ମୁଁ ତୁମ ରୁମ ପାଖରେ କେତେବେଳୁ ଅପେକ୍ଷା କରି ବସିଛି । ବସିଛି ଆଉ ତୁମ ଫେରିବା ସମୟକୁ ଜଗିଛି । ତୁମେ ଆସିଲ, ଖାଇଲ, ରୁମ୍ ବନ୍ଦ କଲ, ତା’ପରେ ଲାଇଟ୍ ବନ୍ଦ କରି ଶୋଇବାକୁ ଗଲ ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।