Loading...

ଆଜି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କର ଶେଷ ଦିନ

ଆଜି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କର ଶେଷ ଦିନ

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନର ଶେଷ ତାରିଖ। ଶେଷ ଦିନରେ ହିଁ ଶଶି ଥରୁର ଓ ଦିଗବିଜୟ ସିଂହ ନାମାଙ୍କନ ଦାଖଲ କରିବେ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନର ଶେଷ ତାରିଖ। ଶେଷ ଦିନରେ ହିଁ ଶଶି ଥରୁର ଓ ଦିଗବିଜୟ ସିଂହ ନାମାଙ୍କନ ଦାଖଲ କରିବେ। ଅଶୋକ ଗେହଲଟ ଅଧ୍ୟକ୍ଷ ରେସ୍‌ରୁ ଓହରି ଯିବାରୁ ଅନ୍ୟତମ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି। ଖାଡଗେଙ୍କ ନାମାଙ୍କନ ଦାଖଲ ଉପରେ ଶେଷ ନିଷ୍ପତ୍ତି ସୋନିଆ ଗାନ୍ଧି ଆଜି ହିଁ ନେବେ। ତାଙ୍କ ଠାରୁ ଗ୍ରୀନ ସିଗ୍ନାଲ ମିଳିଲେ ଖାଡଗେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.