POLITICALS

ନାମାଙ୍କନ ପତ୍ର ଦାଖଲ ବେଳେ ଭାବବିହ୍ଵଳ ହେଲେ ହେମା ମାଳିନୀ: ଏହା ମୋର ଶେଷ ନିର୍ବାଚନ ବୋଲି କହିଲେ

ମଥୁରାରୁ ବିଜେପି ସାଂସଦ ତଥା ଲୋକସଭା ପ୍ରାର୍ଥୀ ହେମା ମାଳିନୀ  ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ସେ  ଭାବବିହ୍ଵଳ ହୋଇପଡିଥିଲେ। ମାଲିନୀ କହିଲେ, ଏହା ମୋର ଶେଷ ନିର୍ବାଚନ । ଆସନ୍ତା ବର୍ଷ ମୁଁ ନିର୍ବାଚନ ନ ଲଢି ଯୁବନେତାଙ୍କୁ ସୁଯୋଗ ଦେବାକୁ ଚାହେଁ। କିନ୍ତୁ ଏହାପରେ ବି ମୁଁ ବିଜେପି ସଂଗଠନ ପାଇଁ କାର୍ଯ୍ୟ  କରିବି।

ହେମା ଆହୁରି ମଧ୍ୟ କହିଛନ୍ତିକି, ଗତ ୫ ବର୍ଷର କାର୍ଜ୍ୟକାଳ ମଧ୍ୟରେ ଅନେକ ଦାଇତ୍ଵ  ପୁରା କରିଛି। କିନ୍ତୁ ଆହୁରି କିଛି ବାକି ରହିଯାଇଛି। ଏହି ବୟାନ ହେମାପ୍ରେମୀଙ୍କୁ କରିଛି ହତୋତ୍ସାହ । ହେମାମାଳିନୀ ପୂର୍ବରୁ ୨୦୧୪ ମସିହାରେ ମଧ୍ୟ ଭାଜପା ତରଫରୁ ଲୋକସଭା ଆସନ ପାଇଁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ଜୟନ୍ତ ଚୌଧୁରୀଙ୍କୁ ହରାଇଥିଲେ ।
ପଢନ୍ତୁ: ଅସହ୍ୟ କଲାଣି ତାତି: ୪୧ ଡିଗ୍ରି ଛୁଇଁଲା ମାଲକାନଗିରି

Related posts

ସୁନ୍ଦରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ

Ratnamani Moharana

ଓ୍ୱାଇଏସଆର କଂଗ୍ରେସକୁ ବିଜେପିର ଉପ ବାଚସ୍ପତି ପଦ ଅଫର !

Ratnamani Moharana

ମାହାଙ୍ଗାରେ ବୈଜୟନ୍ତଙ୍କୁ ବିରୋଧ,ପୁଣି ଆରମ୍ଭ ଛକାପଞ୍ଝା

ENO Beuro

Leave a Comment