Loading...

ପଞ୍ଚଭୂତରେ ଲୀନ ହେଲା ନବ ଦାସଙ୍କ ମରଶରୀର

ପଞ୍ଚଭୂତରେ ଲୀନ ହେଲା ନବ ଦାସଙ୍କ ମରଶରୀର

ଝାରସୁଗୁଡ଼ା ଖେରୁଆଲ୍‌ ଶ୍ମଶାନରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ। ନବ ଦାସଙ୍କ ପୁଅ ବିଶାଲ ଦାସ ଦେଲେ ମୁଖାଗ୍ନି । ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ମନ୍ତ୍ରୀ ଉପସ୍ଥିତ ଥିଲେ ।

ଝାରସୁଗୁଡ଼ା ଖେରୁଆଲ୍‌ ଶ୍ମଶାନରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ। ନବ ଦାସଙ୍କ ପୁଅ ବିଶାଲ ଦାସ ଦେଲେ ମୁଖାଗ୍ନି । ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ମନ୍ତ୍ରୀ ଉପସ୍ଥିତ ଥିଲେ । ହଜାର ହଜାର ସମର୍ଥକ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ । ସରବାହାଲ ସ୍ଥିତ ବାସଭବନରୁ ଶୋଭାଯାତ୍ରାରେ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ଅଣାଯାଇଥିଲା। ବେହେରାମାଲରୁ ଖେରୁଆଲ୍‌ ଯାଏଁ ଅନ୍ତିମ ଶୋଭାଯାତ୍ରା କରାଯାଇଥିଲା। ବାସଭବନରେ ଶେଷ ଦର୍ଶନ କରିଥିଲେ ସମର୍ଥକ ଓ ଶୁଭେଚ୍ଛୁ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.