POLITICALS

‘ବିଜେପି ହେବ ଭାରତୀୟ ଜୋକର ପାର୍ଟି’: ଅଭିଷେକ ବାନାର୍ଜୀ

ଲୋକସଭା ନିର୍ବାଚନରେ ବିଜେପିର  ଅଧିକାଂଶ ପ୍ରାର୍ଥୀ ପରାଜିତ ହେବେ। ଫଳରେ ସେମାନଙ୍କୁ ଲୋକସଭା ଆସନ ହରାଇବାକୁ ପଡିବ। ନିର୍ବାଚନ ପରେ ଶାସକ ବିଜେପି ‘ଭାରତୀୟ ଜୋକର ପାର୍ଟି’ ରେ ପରିଣତ ହେବ। ତୃଣାମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ  ସୋମବାରଏହି ମନ୍ତବ୍ୟ ଦେଇଛଣି।

ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ କହିଛନ୍ତି, ରାଜ୍ୟ ତଥା ଦେଶରେ ବିଜେପି ଦଙ୍ଗା ଓ ବିଶୃଙ୍ଖଳା ସୃଷ୍ଟି କରୁଛି। ତେଣୁ ଦେଶର ଜନତା ଲୋକସଭା ନିର୍ବାଚନରେ ମୋଦୀ ସରକାରଙ୍କୁ କ୍ଷମତାଚ୍ୟୁତ  କରିବେ। ବିଜେପି ଶେଷରେ ଭାରତୀୟ ଜୋକର ପାର୍ଟିରେ ପରିଣିତ ହୋଇଯିବ।

ପଢନ୍ତୁ: ଭୋଟରଙ୍କ ପାଇଁ ପ୍ରସ୍ତୁତ ହେଲା ୨୬ ଲକ୍ଷ ବୋତଲ କାଳୀ

Related posts

ରାହୁଲଙ୍କ ଜ୍ୟାକେଟ୍‌କୁ ନେଇ ସମାଲୋଚନା

ENO Beuro

ବିଜେଡ଼ିରୁ ଇସ୍ତଫା ଦେଲେ ହେମା ଗମାଙ୍ଗ !

ENO Beuro

ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଲେ ହାର୍ଦ୍ଧିକ

ENO Beuro

Leave a Comment