• Home
  • News
  • ହାଇକୋର୍ଟରେ ପଦବୀଠାରୁ ଜଜ୍‌ଙ୍କ ସଂଖ୍ୟା କମ୍‌ : ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
News

ହାଇକୋର୍ଟରେ ପଦବୀଠାରୁ ଜଜ୍‌ଙ୍କ ସଂଖ୍ୟା କମ୍‌ : ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଆଜି ହାଇକୋର୍ଟ ଓକିଲମାନେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ହାଇକୋର୍ଟରେ ଅନୁମୋଦିତ ପଦବୀଠାରୁ ଜଜ୍‌ଙ୍କ ସଂଖ୍ୟା କମ୍‌ ଥିବା ପ୍ରତିବାଦ କରି ହାଇକୋର୍ଟ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଗତକାଲି ଅପରାହ୍ନରୁ ହିଁ  ଓକିଲମାନେ ଏହି ଆନ୍ଦୋଳନ କରିଥିଲେ।

ଓକିଲମାନଙ୍କ ଅଭିଯୋଗ ହେଉଛି, ହାଇକୋର୍ଟରେ ଅନୁମୋଦିତ ପଦବୀଠାରୁ ଜଜ୍‌ମାନଙ୍କ ସଂଖ୍ୟା କମ୍ ରହିଛି । ଅନୁମୋଦିତ ପଦବୀ ୨୭ଟି ଥିବା ବେଳେ ଏବେ ୧୮ ଜଣ ଜଜ୍ ଅଛନ୍ତି। ନିକଟରେ ଜଣେ ଜଜଙ୍କର ବଦଳି ହୋଇ ଯାଇଥିବାରୁ ଏବେ ୧୭ଜଣ ଜଜ୍‌ ହିଁ ଅଛନ୍ତି। ପ୍ରଥମେ ଜଣଙ୍କୁ ନିଯୁକ୍ତି ଦେଲାପରେ ହିଁ ଅନ୍ୟ ଜଣଙ୍କୁ ବଦଳି କରିବା ବିଧେୟ । ମାତ୍ର କାହାକୁ ନିଯୁକ୍ତି ନ ଦେଇ ଉକ୍ତ ଜଜଙ୍କୁ ବଦଳି କରାଯାଉଥିବାରୁ ଓକିଲମାନେ କ୍ଷୋଭ ପ୍ରକାଶ କରିଛନ୍ତି। ତେଣୁ ସେମାନେ ଗତ କଲି ଅପରାହ୍ନ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

ହାଇକୋର୍ଟରେ ପଦବୀଠାରୁ ଜଜ୍‌ଙ୍କ ସଂଖ୍ୟା କମ୍‌ : ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ  ହାଇକୋର୍ଟରେ ପଦବୀଠାରୁ ଜଜ୍‌ଙ୍କ ସଂଖ୍ୟା କମ୍‌ : ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ପଢନ୍ତୁ, ଇ-କମର୍ସ କମ୍ପାନି ପେଟିଏମ୍‌ ତରଫରୁ ଗ୍ରାହକଙ୍କୁ ଭେଟି, ଲଞ୍ଚ କଲା “ବାଏ ନାଓ ପେ ଲେଟର”

Related posts

ଅକ୍ଟୋବର ୨ରେ ମୁକୁଳିବେ ବୟସ୍କ ବନ୍ଦୀ

Krishna Kumar Manoj

୨ ରାଜନେତାଙ୍କୁ ନକ୍ସଲଙ୍କ ହତ୍ୟା,ହାତ ବାନ୍ଧି ଜଙ୍ଗଲକୁ ନେଇ ଗୁଳି କଲେ

Krishna Kumar Manoj

ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ୍‌ ଖାନ୍‌

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More