• Home
  • ASTRO
  • HOROSCOPES
  • ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବେଶି ଅଳସୁଆ ହୋଇଥାନ୍ତି?
HOROSCOPES

ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବେଶି ଅଳସୁଆ ହୋଇଥାନ୍ତି?

ଦୁନିଆରେ ବିଭିନ୍ନ ସ୍ଵଭାବର ମଣିଷ ଦେଖିବାକୁ ମିଳିଥାଏ। କିଛି ବ୍ୟକ୍ତି ପରିଶ୍ରମୀ ଥିବା ବେଳେ ଆଉ କିଛି ଅଳସୁଆ ହୋଇଥାନ୍ତି । ଏପରି ବ୍ୟକ୍ତି କିଛି କାମ କରିବାକୁ କହିଲେ କୁଣ୍ଠାବୋଧ କରନ୍ତି। ତାଙ୍କୁ ସବୁବେଳେ କାମ କରିବାକୁ ଅଳସୁଆ ଲାଗିଥାଏ। ଏହି ୫ଟି ରାଶିର ବ୍ୟକ୍ତି ମହାଅଳସୁଆ ହୋଇଥାନ୍ତି। ଯେଉଁମାନେ ଜରୁରୀ କାମ ନକରି ପ୍ରତି କାର୍ଯ୍ୟରେ ଆରାମ ଖୋଜିଥାନ୍ତି।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  1. ବୃଷ –ଏହି ରାଶି ଲୋକମାନେ ମନୁଆ ସ୍ୱଭାବର ହୋଇଥାନ୍ତି। ପ୍ରଥମେ କୌଣସି କାମ କରିବାକୁ କହିଥାନ୍ତି।ଅଳସୁଆମୀ ଯୋଗୁ କାମ କରିନଥାନ୍ତି । ପୁଣି ମନ ହେଲେ ଅଳସୁଆମୀ ପଛରେ ଛାଡି କାମ କରିବାରେ ଲାଗିଥାନ୍ତି।
  2. ସିଂହ -ଏହି ରାଶିର ଅଳସୁଆମି ବ୍ୟକ୍ତିଙ୍କୁ କୌଣସି କାମ କରାଇବା ଲାଗି ବୁଝାଇବା କଷ୍ଟକର । ନିଜ ମନ ଅନୁସାରେ ଏମାନେ କାମ କରିବାକୁ ଭଲ ପାଆନ୍ତି।
  3. କର୍କଟ –ମହାଅଳସୁଆ ତାଲିକାରେ ଏହି ବ୍ୟକ୍ତି ଆସିଥାନ୍ତି । ଗୋଟିଏ ସ୍ଥାନରେ ବସି ସମୟ ବରବାଦ କରୁଥିବା ଗୁଣ ସେମାନଙ୍କ ପାଖରେ ଭାରପୁର ରହିଥାଏ। ଆରାମ କରିବାକୁ ଏମାନଙ୍କର ବହୁତ ପସନ୍ଦ।
  4. ବିଚ୍ଛା-ଏହି ରାଶିର ବ୍ୟକ୍ତି ନିଜ ମନ ଅନୁସାରେ କାମ କରିବାକୁ ଭଲପାଆନ୍ତି। ଏମାନେ ଅଧିକ ପରିଶ୍ରମୀ ହୋଇଥାନ୍ତି , ମାତ୍ର ନିଜ ପସନ୍ଦ ମୁତାବକ କାମ ନ ମିଳିବା ଯାଏ ଏମାନେ ଅଳସୁଆମି ଦେଖାଇଥାନ୍ତି।
  5. ମୀନ-ନିଜର ଅଳସୁଆମୀ ପାଇଁ ଏମାନେ କୌଣସି କାମକୁ ଦୀର୍ଘ ସମୟ ଲଗାଇଥାନ୍ତି । କୌଣସି କଥା ଯଦି ମନକୁ ଆଘାତ ଦେଇଥାଏ ତେବେ ଏମାନେ ସମସ୍ତଙ୍କଠୁ ନିଜକୁ ଅଲଗା କରିଦିଅନ୍ତି ।ଏକାକୀ ରହିବାକୁ ଏମାନେ ବହୁତ ପସନ୍ଦ କରନ୍ତି।

lazy ଅଳସୁଆ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବେଶି ଅଳସୁଆ ହୋଇଥାନ୍ତି? lazy

ପଢନ୍ତୁ; ଏହି ତିନୋଟି ସିନେମାରେ ନାୟକ ଭୂମିକାରେ ନଜର ଆସିଥିଲେ ହାସ୍ୟାଭିନେତା ପପୁ ପମ୍‌ପମ୍‌

Related posts

ଅକ୍ଟୋବର ୩୧, ଜାଣନ୍ତୁ ଆଜିର ରାଶିଫଳ

Krishna Kumar Manoj

ଜୋତିଷଶାସ୍ତ୍ର ଅନୁଯାୟୀ ଜାଣିରଖନ୍ତୁ କେଉଁ ରଙ୍ଗର ଗାଡି ଆପଣଙ୍କ ରାଶି ପାଇଁ ଶୁଭ ହେଇଥାଏ?

Krishna Kumar Manoj

ରାଶି ଅନୁସାରେ କଣ ଦାନ କଲେ ଅଶୁଭ ହୋଇଥାଏ ଜାଣନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More