Loading...

ଘରୋଇ ଉପାୟରେ ଛଡ଼ାନ୍ତୁ ଧୂମପାନ ଅଭ୍ୟାସ

ଘରୋଇ ଉପାୟରେ ଛଡ଼ାନ୍ତୁ ଧୂମପାନ ଅଭ୍ୟାସ

ଧୂମପାନ କରିବା ଶରୀର ପାଇଁ କ୍ଷତିକାରକ ତା’ହା ଆମେ ସମସ୍ତେ ଜାଣିଛେ । କିନ୍ତୁ କିଛି ଲୋକ ଧୂମପାନର ଭୟାବହ ପରିଣାମ ଜାଣି ମଧ୍ୟ ପ୍ରତିଦିନ ଧୂମପାନ କରିଥାନ୍ତି ।

ଧୂମପାନ କରିବା ଶରୀର ପାଇଁ କ୍ଷତିକାରକ ତା’ହା ଆମେ ସମସ୍ତେ ଜାଣିଛେ । କିନ୍ତୁ କିଛି ଲୋକ ଧୂମପାନର ଭୟାବହ ପରିଣାମ ଜାଣି ମଧ୍ୟ ପ୍ରତିଦିନ ଧୂମପାନ କରିଥାନ୍ତି । ଏହା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇ ଯାଇଥିବାରୁ କିଛି ଲୋକ ଚାହିଁ ମଧ୍ୟ ଧୂମପାନରୁ ନିଜକୁ ଦୂରେଇ ରଖି ପାରନ୍ତି ନାହିଁ । ଆଜିକାଲି ବଡ଼ମାନଙ୍କ ଅପେକ୍ଷା ଛୋଟ ପିଲାମାନେ ଅଧିକ ଧୂମପାନ କରୁଛନ୍ତି । ଗବେଷଣାରୁ ଭାରତରେ ଅଧିକ ଲୋକ ଧୂମପାନ କରନ୍ତି ବୋଲି ଜଣା ପଡ଼ିଛି । ତେବେ ଏଭଳି ସମସ୍ୟାରୁ ନିଜ ପରିବାର ଲୋକଙ୍କୁ ବା ନିଜକୁ ଦୂରେଇ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ କିଛି ଘରୋଇ ଉପାୟ।

୧. ଯେତେବେଳେ ବି ଧୂମପାନ କରିବା ପାଇଁ ମନ ହେଉଛି ସେ ସମୟରେ ଲେମ୍ବୁ ରସରେ ମହୁ ମିଶାଇ ସେବନ କରନ୍ତୁ । ଏପରି କରିବା ଦ୍ୱାରା ଧୂମପାନ କରିବାର ଇଚ୍ଛା ଆପଣଙ୍କର ଦୂର ହେବା ସହ ଶରୀରରେ ଥିବା ବିଷାକ୍ତ ଜିନିଷ ବାହାରକୁ ଚାଲି ଆସିବ ।
୨. ଧୂମପାନର ଅଭ୍ୟାସକୁ ଦୂର କରିବା ପାଇଁ ଜୁଆଣୀ ପାଟିରେ ପକାଇ ଚୋବାଇବା ଆରମ୍ଭ କରନ୍ତୁ । ଆରମ୍ଭରୁ ଆପଣଙ୍କୁ ଏପରି କରିବା ଭଲ ନ ଲାଗି ପାରେ । କିନ୍ତୁ ପରେ ଆପଣ ଦେଖି ପାରିବେ ଧୀରେ ଧୀରେ ଆପଣଙ୍କ ଧୂମପାନର ଅଭ୍ୟାସ ଦୂର ହେଉଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.