HOROSCOPES

୬ ଫ୍ରେବୁଆରି ୨୦୧୮ ରେ ସବୁ ରାଶିକୁ ଏକ ସୁଯୋଗ ମିଳିବାକୁ ଯାଉଛି ,ଖୋଲିପାରେ ପ୍ରତ୍ୟେକ ରାଶିର ଭାଗ୍ୟ ! ଜାଣନ୍ତୁ

ଜୀବନ ରେ ଅନେକ ସମସ୍ୟା ଦେଖାଦେଇଥାଏ କିନ୍ତୁ ଯଦି ଆପଣ ଜୀବନ ରେ କିଛି ଏପରି ସମସ୍ୟା ରହିଛି ଏବଂ ଆପଣ ତାହା ବିଷୟ ରେ ଆଲୋଚନା କରିବାକୁ ଚାହୁଁନାହାନ୍ତି ତେବେ ଏହି ୬  ଫ୍ରେବୁଆରି  ୨୦୧୮ ରେ ସବୁ ରାଶି କୁ ଏକ ସୁଯୋଗ ମିଳିବାକୁ ଯାଉଛି ,ଜାଣନ୍ତୁ ଏହି ବିଷୟରେ

ମେଷ ରାଶି : ଏହି ରାଶିର ଲୋକେ ହନୁମାନଙ୍କୁ ସିନ୍ଦୁର ଓ ଚାଉଳ ଅର୍ପଣ କରନ୍ତୁ ଏହାଦ୍ଵାରା ଆପଣଙ୍କ ମନକାମନା ପୂରଣ ହେବ ଆଉ ଯଦି ଆପଣଙ୍କ ପଇସା କେଉଁଠାରେ ଅଟକି ରହିଛି ତେବେ ଆପଣ ଏହାର ମଧ୍ୟ ଉପାୟ ପାଇ ପାରିବେ ।

ବୃଷ ରାଶି : ଘରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଖାଲି ଗୋଡ଼ରେ ଯାଆନ୍ତୁ ଏବଂ ସେଠାରେ ହନୁମାନ ଚାଳିଶ ପାଠ କରନ୍ତୁ ଠିକ ଏହାର ପରି ଦିନରେ ଦୁଇଥର ସକାଳେ ଓ ସନ୍ଧ୍ୟା ରେ ଯାଆନ୍ତୁ  ଦେଖିବେ ଶୀଘ୍ର ଆପଣଙ୍କର ସବୁ ଇଚ୍ଛା ପୁରଣ ହେଇଯିବ ।

ମିଥୁନ ରାଶି : ଏହି ରାଶିର ଲୋକେ ଏହି ଦିନ ଲାଲ ରଙ୍ଗର ଗାଈକୁ ଗୁଡ଼ ଖାଇବାକୁ ଦିଅନ୍ତୁ ଏହି ଗୁଡ଼ ଆପଣ ସକାଳ ସମୟରେ ଖାଇବାକୁ ଦେବେ ।  ଏବଂ ଏହା ଦେବା ପରେ ହିଁ ଭୋଜନ ଗ୍ରହଣ କରିବେ।

କର୍କଟ ରାଶି : ଏହି ରାଶିର ଲୋକେ କଳା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ ଏପରି କରି ଆପଣଙ୍କ ଉପରେ ଚାଲୁଥିବା ଗ୍ରହ ଦଶାରୁ ମୁକ୍ତି ପାଇପାରିବେ ।

ସିଂହ ରାଶି : ଏହି ଦିନ ଆପଣ ମାତାଙ୍କ ମନ୍ଦିରକୁ ଖାଲି ପାଦରେ ଯାଇ ତାଙ୍କୁ ଏକ ଶାଢ଼ୀ ଅର୍ପଣ କରନ୍ତୁ ।  ଏବଂ ଏହା ପରେ ଆପଣ ୯ ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ ।

କନ୍ୟା ରାଶି : ଏହି ରାଶିର ଲୋକେ କାଉକୁ ଖାଇବାକୁ ଦିଅନ୍ତୁ।  ଏବଂ ଏହାପରେ ଗାଧୋଇସାରି ନିଜେ ଭୋଜନ କରନ୍ତୁ ।

ତୁଳା ରାଶି : ଏହି ରାଶିର ଲୋକେ ଭିକାରିଙ୍କୁ ପଇସା ଓ ହଳଦିଆ ବସ୍ତ୍ର ଦିଅନ୍ତୁ ।  ଏପରି କରିବା ଦ୍ୱାରା ଆପଣଙ୍କ ଘରେ କେବେ ହେଲେ ଆର୍ଥିକ ସମସ୍ୟା ଦେଖାଦେବ ନାହିଁ ।

ବିଛା ରାଶି : ଏହି ରାଶିର ଲୋକେ ଘରେ ଏହି ଦିନ ସତ୍ୟନାରାୟଣ ପାଠ କରନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ଘରେ ସକାରାତ୍ମକ ଉର୍ଜାର ସଂଚାର ହେଇଥାଏ ।

ଧନୁ ରାଶି : ଏହି ରାଶିର ଲୋକେ ଏହି ଦିନ କଳା ମଇଁଷିକୁ ଖାଇବାକୁ ଦିଅନ୍ତୁ ଏବଂ ଏପରି କରିବା ଦ୍ୱାରା ଆପଣ ଙ୍କ ଆୟୁ ରେ ବୃଦ୍ଧି ହେବ ।

ମକର ରାଶି : ଏହି ରାଶିର ଲୋକେ ବିଲେଇକୁ  କ୍ଷୀର ଖାଇବାକୁ ଦିଅନ୍ତୁ ଓ ସାନି ମନ୍ଦିରରେ ତେଲ ଦୀପ ଲଗାନ୍ତୁ।

କୁମ୍ଭ ରାଶି : ଏହି ରାଶିର ଲୋକେ ଏହି ଦିନ ଭଗବାନ କୃଷ୍ଣଙ୍କୁ ଲହୁଣୀ ଖାଇବାକୁ ଦିଅନ୍ତୁ ଏବଂ ଏପରି କରିବା ଦ୍ୱାରା ଆପଣଙ୍କ ପ୍ରେମ ସମ୍ବନ୍ଧ ରେ ସମସ୍ୟା ଆଉ ଦେଖାଦେବ ନାହିଁ ।

ମୀନ ରାଶି : ଏହି ରାଶିର ଲୋକେ ଏହି ଦିନ ବ୍ରାହ୍ମଣଙ୍କୁ ଭୋଜନ କରିବାକୁ ଦିଅନ୍ତୁ ଏବଂ ଏକ ବସ୍ତ୍ର ମଧ୍ୟ ଦାନ କରନ୍ତୁ ।  ଏପରି କରିବା ଦ୍ୱାରା ଆପଣଙ୍କ ଘରେ କୌଣସି ବି ଆର୍ଥିକ ସମସ୍ୟ ଦେଖାଦେବ ନାହିଁ ।

ପଢନ୍ତୁ ;

ପୁଣିଥରେ ଚର୍ଚ୍ଚାରେ ଅଛନ୍ତି ସଲମାନ ! ସିନେମାରେ ପାଂଚ ଅବତାରେ ଦେଖିବାକୁ ପାଇବେ ଭାଇଜାନଙ୍କୁ

Related posts

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବେଶି ଅଳସୁଆ ହୋଇଥାନ୍ତି?

ENO Beuro

Leave a Comment