VASTU

କେମିତି ଜାଣିବା କେଉଁ ସମୟ ଆମମାନଙ୍କ ପାଇଁ ଭଲ ସମୟ ହୋଇଥାଏ ? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି କଥା

ଜୀବନରେ ବେଳେବେଳେ ଏମିତି ସମୟ ଆସିଥାଏ ଯାହାକୁ ଆମେ ବ୍ୟବହାର କରିବା ଦ୍ୱାରା ଆମକୁ ବହୁତ ସଫଳତା ମିଳିଥାଏ। ନିଜର ସଫଳତା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି। ଯେବେ ମଣିଷର କିଛି ଭଲ ସମୟ ଆସିଥାଏ, ସେତେବେଳେ କିଛି ସଂକେତ ଭଗବାନଙ୍କ ଠାରୁ ମିଳିଥାଏ। କିନ୍ତୁ କେମିତି ଜାଣିବା କେଉଁ ସମୟ ଆମ ପାଇଁ ଭଲ ସମୟ ହୋଇଥାଏ। ଏଥିପାଇଁ କେତେଗୁଡିକ ସଂକେତ ମଧ୍ୟ ରହିଛି। ଯାହାଦ୍ଵାରା ଆପଣ ଜାଣିପାରିବେ ଏହି ସମୟଟି ଆପଣଙ୍କ ପାଇଁ ଭଲ ସମୟ।

ଆସନ୍ତୁ ଜାଣିବା ଏହି ସଂକେତ ସମ୍ପର୍କରେ-

  • ଯଦି ଆପଣଙ୍କ ଘରେ ବିଲେଇ ଛୁଆ ପ୍ରସବ କରେ ବା ଛାତରେ ପକ୍ଷୀ ଅଇଁଠା ଫଳ ପକାଏ ତେବେ ଏହା ମଧ୍ୟ ଭଲ ସମୟର ସଂକେତ ଅଟେ ।
  • ସ୍ୱପ୍ନରେ ଯଦି ଗୁରୁ, ଦେବୀ ଦେବତା, ସୂର୍ଯ୍ୟଙ୍କ ଉଦୟ ଓ ମଥାରେ କେହି ତିଳକ ଲଗେଇବାର ଦୃଶ୍ୟ ଦେଖନ୍ତି ତେବେ ଏହା ସବୁ ଭଲ ସମୟର ଆସିବାର ସଂକେତ ଅଟେ।
  • ଯଦି ଆପଣଙ୍କ ମନ ଅସ୍ଥିର ନ ହୋଇ ଧାର୍ମିକ ଆଡକୁ ଯାଉଛି, ତେବେ ଜାଣିବେ ଏହା ଆପଣଙ୍କ ପାଇଁ ଏକ ବଡ ଶୁଭ ସଂକେତ ଅଟେ।
  • ନିୟମିତ ନିଜ ମୁହଁ ଆଇନରେ ଦେଖନ୍ତୁ ଯଦି କିଛି ଦିନରେ ଆପଣଙ୍କ ମୁହଁରେ ପ୍ରସନ୍ନତା ଦେଖାଯାଏ ତେବେ ବୁଝି ଯିବେ ଏହା ଆପଣଙ୍କ ପାଇଁ ଶୁଭ ସମୟ।
  • ଯଦି ସକାଳୁ କେହି ଜଣେ ଆପଣଙ୍କୁ ପଇସା ଦିଏ ତେବେ ଦିନଟି ଆପଣଙ୍କ ପାଇଁ ଭଲ ହେବ ବୋଲି ଭଗବାନ ସଂକେତ ଦିଅନ୍ତି।

ପଢନ୍ତୁ;

ଘରେ ରଖନ୍ତୁ ଏହିସବୁ ଜିନିଷ , ସବୁଦିନ ପାଇଁ ଦୂରେଇ ଯିବ ଆର୍ଥିକ ସମସ୍ୟା

Related posts

କେଉଁ ରାଶିର ଝିଅ ପୁଅଙ୍କୁ ବେଶୀ ଆକର୍ଷିତ କରିଥାନ୍ତି ଜାଣନ୍ତୁ ? 

ENO Beuro

ଗୃହରେ କଣ ରଖିଲେ ଆର୍ଥିକଅଭାବ ଦେଖାଯାଇନଥାଏ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳସୂତ୍ର ପିନ୍ଧିବା ସମୟରେ କିଛି ଧ୍ୟାନରେ ରଖନ୍ତୁ ଏହିସବୁ କଥା!

ENO Beuro

Leave a Comment