ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରୁଛି କି ? ଆପଣାନ୍ତୁ ଏହିସବୁ ଉପାୟ
ପ୍ରାୟ ସମସ୍ତେ ପିଆଜ ଖାଇବାକୁ ଭଲ ପା’ନ୍ତି। ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ ଅନେକ ଲୋକଙ୍କର ପିଆଜ କାଟିବା ବେଳେ ଆଖି ପୋଡ଼ି ଥାଏ ଓ ଲୁହ ବି ବାହାରି ଥାଏ। ଆପଣ ବି ଏ ସମସ୍ୟାର ସମ୍ମୁଖୀନ ହୋଇଥିବେ।
Loading...
ପ୍ରାୟ ସମସ୍ତେ ପିଆଜ ଖାଇବାକୁ ଭଲ ପା’ନ୍ତି। ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ ଅନେକ ଲୋକଙ୍କର ପିଆଜ କାଟିବା ବେଳେ ଆଖି ପୋଡ଼ି ଥାଏ ଓ ଲୁହ ବି ବାହାରି ଥାଏ। ଆପଣ ବି ଏ ସମସ୍ୟାର ସମ୍ମୁଖୀନ ହୋଇଥିବେ।
ଯଦି ସକାଳର ଆରମ୍ଭ ଭଲରେ ହୋଇଥାଏ, ତେବେ ପୂରା ଦିନ ଭଲରେ କଟିଥାଏ । ଅଧିକାଂଶ ଲୋକ ଦିନର ଆରମ୍ଭ ଚା’ ବା କଫିରୁ କରିଥାନ୍ତି ।
ଶରୀର ପାଇଁ ଅଁଳା ଅମୃତ ସମାନ। ଏଥିରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଥାଏ। ଶରୀରର ପ୍ରତିରୋଧକ କ୍ଷମତା ବଢ଼ାଇବାରେ ଅଁଳା ବହୁତ ଲାଭଦାୟକ ହୋଇଥାଏ।
ବାନ୍ତି ଲାଗିବା ଏକ ସାଧାରଣ ସମସ୍ୟା। ଘରେ ହେଉ କିମ୍ୱା ବାହାରେ କିଛି ଲୋକଙ୍କର ବାନ୍ତି ସମସ୍ୟା ଦେଖା ଦେଇଥାଏ।
ନାରୀମାନଙ୍କୁ ଅଳଙ୍କାର ଓ ଗହଣା ବେଶ୍ ପସନ୍ଦ । ଧନତରାସ୍, ଅକ୍ଷୟ ତୃତୀୟା ଓ ଅନ୍ୟ ସମୟରେ ମହିଳାମାନେ ସୁନାଗହଣ କ୍ରୟ କରିଥାଆନ୍ତି । ମାତ୍ର ସୁନା ରୂପା, ହୀରା , ମୋତି କିମ୍ବା ଅନ୍ୟ କୌଣସି ଗହଣା କିଣିବା ସମୟରେ 4c , Carat, Colour, Clarity, and Cut. କ୍ୟାରଟ, କଲର, କ୍ଲାରିଟି ଓ କଟ୍ ଉପରେ ନଜର ଦେବା ଆବଶ୍ୟକ ।
ସାଧାରଣତଃ ଆମିଷ ଖାଇବା ସମସ୍ତଙ୍କୁ ପସନ୍ଦ। ଆମିଷ ମଧ୍ୟରେ ଚିକେନ୍-ମଟନ୍ ଖାଇବାକୁ ଅନେକ ଲୋକେ ଭଲ ପାଆନ୍ତି। ତେବେ ପୌଷ୍ଟିକ ଏବଂ ଦାମୀ ଖାଦ୍ୟ ଖାଇବା ସତ୍ତ୍ୱେ ଅନେକଙ୍କ ସ୍ୱାସ୍ଥ୍ୟ ଭଲ ରୁହେ ନାହିଁ।
ସାଧାରଣତଃ କୁହାଯାଏ, ଅଳସୁଆ ଦୁଃଖ ପାଏ, ଆଳସ୍ୟ ବହୁତ ଖରାପ। କିନ୍ତୁ ଏହା ୧୦୦ ପ୍ରତିଶତ ଠିକ୍ ନୁହେଁ। କାରଣ ବିଜ୍ଞାନ ମଧ୍ୟ ସ୍ବୀକାର କରିଛି ଯେ ନିର୍ଦ୍ଦିଷ୍ଟସୀମା ପର୍ଯ୍ୟନ୍ତ ଅଳସୁଆ ହେବା ମସ୍ତିଷ୍କ ଓ ସ୍ବାସ୍ଥ୍ୟ ପାଇଁ ବହୁତ ଭଲ। ଚାଲନ୍ତୁ ଜାଣିବା ଅଳସୁଆ ହେବାର ଫାଇଦା ସମ୍ପର୍କରେ।
ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ପରିବା ନାଁ ଶୁଣିଲେ ଚିଡନ୍ତି, କାହିଁକି ନା ସେମାନଙ୍କୁ ପରିବା ଖାଇବା ପସନ୍ଦ ନ ଥାଏ ।