Loading...

ଜୀବନଚର୍ଯ୍ୟା

ହୋଲି ରଙ୍ଗରୁ ଆଖି କରନ୍ତୁ ରକ୍ଷା, ଆପଣାନ୍ତୁ ଏହିସବୁ ଟିପ୍ସ

ହୋଲି ରଙ୍ଗରୁ ଆଖି କରନ୍ତୁ ରକ୍ଷା, ଆପଣାନ୍ତୁ ଏହିସବୁ ଟିପ୍ସ

ରଙ୍ଗର ଉତ୍ସବ ହୋଲି। ଏହାକୁ ଖେଳିବାକୁ ସମସ୍ତଙ୍କ ମନରେ ବେଶ୍‌ ଆଶା ରହିଥାଏ। ଛୋଟ ଠାରୁ ବଡଙ୍କ ମନରେ ଉତ୍କଣ୍ଠା ଭରି ରହିଥାଏ। କିନ୍ତୁ ଏହି ରଙ୍ଗ ଖେଳ ପରବର୍ତ୍ତୀ ସମୟରେ ଶରୀର ପାଇଁ ବିଭିନ୍ନ ସମସ୍ୟାର କାରଣ ସାଜିଥାଏ।

କାନ ଫୋଡ଼ିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

କାନ ଫୋଡ଼ିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

କାନ ଫୋଡ଼ିବା ଶହ ଶହ ବର୍ଷ ପୂର୍ବରୁ ପ୍ରଚଳିତ ହୋଇଆସୁଛି। ପୁରୁଣା କାଳରେ କେବଳ ମହିଳାମାନେ ନୁହନ୍ତି, ପୁରୁଷମାନେ ମଧ୍ୟ କାନ ଫୋଡ଼ାଇ କୁଣ୍ଡଳ ପିନ୍ଧୁଥିଲେ।

ନିଅନ୍ତୁ ଏହି ଛୋଟ ଛୋଟ ପଦକ୍ଷେପ, କେବେ ବି ଛିଡ଼ିବନି ସମ୍ପର୍କର ଡୋର

ନିଅନ୍ତୁ ଏହି ଛୋଟ ଛୋଟ ପଦକ୍ଷେପ, କେବେ ବି ଛିଡ଼ିବନି ସମ୍ପର୍କର ଡୋର

ଫେସ୍‌ବୁକ୍‌ ଓ ହ୍ଵାଟ୍ସଆପ୍‌ର ଲୋକପ୍ରିୟତା ବଢ଼ିବା ସହ ଲୋକମାନେ ପରସ୍ପର ସହ ଅଧିକ ଜଡ଼ିତ ହୋଇପାରୁଛନ୍ତି। ଖାସ୍‌ କରି ଯୁବପିଢ଼ି ଏବେ ଅତି ସହଜରେ ନିଜର ମନ କଥା ପରିପ୍ରକାଶ କରିପାରୁଛନ୍ତି।

ଷ୍ଟ୍ରେସ୍‌ଠାରୁ ଦୂରେଇ ରହିବାର କେତୋଟି ଉପାୟ

ଷ୍ଟ୍ରେସ୍‌ଠାରୁ ଦୂରେଇ ରହିବାର କେତୋଟି ଉପାୟ

ଆଜିର ବ୍ୟସ୍ତବହୁଳ ଜୀବନରେ ପ୍ରାୟ ସମସ୍ତେ ଷ୍ଟ୍ରେସ୍ ବା ଚାପରେ ରହୁଛନ୍ତି। ତେବେ ଏହା ଧୀରେ ଧୀରେ ଅନେକ ବଡ଼ ବଡ଼ ସ୍ୱାସ୍ଥ୍ୟଜନିତ ସମସ୍ୟାର କାରଣ ବି ପାଲଟିଥାଏ।

ଘାତକ ହୋଇପାରେ ଲିପ୍‌ଷ୍ଟିକ୍‌ର ଅଧିକ ବ୍ୟବହାର, ଜାଣନ୍ତୁ କିପରି

ଘାତକ ହୋଇପାରେ ଲିପ୍‌ଷ୍ଟିକ୍‌ର ଅଧିକ ବ୍ୟବହାର, ଜାଣନ୍ତୁ କିପରି

ମହିଳାମାନଙ୍କ ଓଠକୁ ଆକର୍ଷଣୀୟ କରିବାରେ ଲିପ୍‌ଷ୍ଟିକର ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ଏଥିରେ କୈାଣସି ସନ୍ଦେହ ନାହିଁ । କିନ୍ତୁ ଏହି ଲିପିଷ୍ଟକ୍‌ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କିଛି ରସାୟନିକ ପଦାର୍ଥ ଯ଼ୋଗୁଁ ଏହାର ବ୍ୟବହାର ଏବେ ଘାତକ ହେବାକୁ ଯାଉଛି ।

ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରୁଛି କି ? ଆପଣାନ୍ତୁ ଏହିସବୁ ଉପାୟ

ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରୁଛି କି ? ଆପଣାନ୍ତୁ ଏହିସବୁ ଉପାୟ

ପ୍ରାୟ ସମସ୍ତେ ପିଆଜ ଖାଇବାକୁ ଭଲ ପା’ନ୍ତି। ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ ଅନେକ ଲୋକଙ୍କର ପିଆଜ କାଟିବା ବେଳେ ଆଖି ପୋଡ଼ି ଥାଏ ଓ ଲୁହ ବି ବାହାରି ଥାଏ। ଆପଣ ବି ଏ ସମସ୍ୟାର ସମ୍ମୁଖୀନ ହୋଇଥିବେ।

ଶୀତଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ: ଜାଣନ୍ତୁ କିପରି

ଶୀତଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ: ଜାଣନ୍ତୁ କିପରି

ଯଦି ସକାଳର ଆରମ୍ଭ ଭଲରେ ହୋଇଥାଏ, ତେବେ ପୂରା ଦିନ ଭଲରେ କଟିଥାଏ । ଅଧିକାଂଶ ଲୋକ ଦିନର ଆରମ୍ଭ ଚା’ ବା କଫିରୁ କରିଥାନ୍ତି ।

>