ଘରୋଇ ଉପାୟରେ ଛଡ଼ାନ୍ତୁ ଧୂମପାନ ଅଭ୍ୟାସ
ଧୂମପାନ କରିବା ଶରୀର ପାଇଁ କ୍ଷତିକାରକ ତା’ହା ଆମେ ସମସ୍ତେ ଜାଣିଛେ । କିନ୍ତୁ କିଛି ଲୋକ ଧୂମପାନର ଭୟାବହ ପରିଣାମ ଜାଣି ମଧ୍ୟ ପ୍ରତିଦିନ ଧୂମପାନ କରିଥାନ୍ତି ।
Loading...

ଗରମ ଗରମ ଚା’, କଫି କିମ୍ବା ସୁପ୍ ପିଇବାର ମଜା କିଛି ଅଲଗା। ଗରମ ଚା’ ପିଇବାକୁ ବହୁତ ଭଲ ଲାଗୁଥିଲେ ମଧ୍ୟ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହା ସମ୍ପୂର୍ଣ୍ଣ ଖରାପ।
ବର୍ତ୍ତମାନ ସବୁଠାରୁ ବଡ଼ ରୋଗ ଭାବେ ପରିଗଣିତ ହେଉଛି କ୍ୟାନସର। କେବଳ କୌଣସି ନିର୍ଦ୍ଦିଷ୍ଟ ବୟସର ବ୍ୟକ୍ତିଙ୍କ ଠାରେ ନୁହେଁ, ସବୁ ବୟସର ଲୋକଙ୍କୁ ମଧ୍ୟ କ୍ୟାନସର ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି।
ପ୍ରକୃତ ଚା’ର ପରିଚୟ ତାର ପତ୍ର, ରଙ୍ଗ ଏବଂ ବାସ୍ନାରୁ ହୋଇଥାଏ | କିନ୍ତୁ ଉତ୍ପାଦନ ସମୟରେ ଚା’ର ଯେଉଁ ପତ୍ରଗୁଡ଼ିକ ଖରାପ ହୋଇଯାଏ, ତାକୁ ବ୍ୟବହାର ଯୋଗ୍ୟ କୁହାଯାଏ ନାହିଁ |
ଆଖି ତଳେ କଳା ଦାଗ ପଡିଥିଲେ , ଏହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଆଖି ଖାଲୁଆ ଥିବା ଭଳି ମନେହୁଏ।ଆଜିକାଲି ଏହି ସମସ୍ୟା ଅନେକଙ୍କର ଥିବାର ଦେଖିବାକୁ ମିଳେ।
ବିଶେଷଜ୍ଞଙ୍କ କହିବାନୁସାରେ କାମ ଯୋଗୁ ପରସ୍ପରଠାରୁ ଦୂରରେ ରହୁଥିବା ଦମ୍ପତିଙ୍କ ମଧ୍ୟରେ ଅଧିକ ପ୍ରେମ ଥାଏ। ଏଣୁ ସେମାନଙ୍କ ପାରିବାରିକ ଜୀବନ ସାଧାରଣ ଦମ୍ପତିଙ୍କ ଅପେକ୍ଷା ଅଧିକ ସୁରୁଖୁରୁରେ ଚାଲିଥାଏ।
ମାଛ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ ।