କେଶକୁ ବିଚିଂ କରୁଥିଲେ ସାବଧାନ
ମହିଳାମାନେ ମେକଅପ୍, ପୋଷାକ କିମ୍ବା ହେୟାର ହେୟାର ଷ୍ଟାଇଲ ହେଉ ନିଜକୁ ଷ୍ଟାଇଲିସ୍ ଏବଂ ଫ୍ୟାଶନେବଲ୍ ରଖିବାକୁ ଚାହାଁନ୍ତି । କେଶ ଆପଣଙ୍କ ସୌନ୍ଦର୍ଯ୍ୟ ବଢାଇବା ପାଇଁ କାମ କରେ ।
Loading...
ମହିଳାମାନେ ମେକଅପ୍, ପୋଷାକ କିମ୍ବା ହେୟାର ହେୟାର ଷ୍ଟାଇଲ ହେଉ ନିଜକୁ ଷ୍ଟାଇଲିସ୍ ଏବଂ ଫ୍ୟାଶନେବଲ୍ ରଖିବାକୁ ଚାହାଁନ୍ତି । କେଶ ଆପଣଙ୍କ ସୌନ୍ଦର୍ଯ୍ୟ ବଢାଇବା ପାଇଁ କାମ କରେ ।
ଆମେ ବୃଦ୍ଧ ଲୋକଙ୍କ ଠାରୁ କହୁଥିବାର ଶୁଣିଥିବାର ଶୁଣିଥିବା କି ସକାଳେ ଶୀଘ୍ର ଉଠିବା ଦ୍ଵାରା ଅନେକ ଫାଇଦା ହୋଇଥାଏ। ଆମ ସମସ୍ତଙ୍କୁ ସକାଳେ ଶୀଘ୍ର ଉଠିବାର ଫାଇଦା ଜାଣିବା ଆବଶ୍ୟକ।
ଆଜିକାଲି ଝିଅମାନେ ବହୁତ ନଖ ବଢେଇବାର ସୌଖିନ ହେଉଛନ୍ତୁ।ସେମାନେ ବଜାରରେ ମିକୁଥିବା ନକଲି ନଖର ମଧ୍ୟ ବ୍ୟବହାର କରିଥାନ୍ତି କିନ୍ତୁ ଆପଣ ଯଦି ଏହି ନୁଷ୍କା ବ୍ୟବହାର କରିବେ ତାହେଲେ ଆପଣଙ୍କୁ ଏହି ନକଲି ନଖର ଆବଶ୍ୟକ ପଡିବ ନାହିଁ।
ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେବଳ ସ୍ୱଚ୍ଛ ରଖିବା ତାହା ନୁହେଁ ବରଂ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ ।
ନେଚୁରାଲ ଲୁକ ପାଇଁ ଆଖିରେ ଲଗାନ୍ତୁ କଂସିଲର । ଏହି କଂସିଲରକୁ ଆପଣ ଦୁଇପ୍ରକାରରେ ଲଗାଇପାରିବେ । ହାଲକା କଂସିଲରକୁ ଆଖିର ପାଖରେ ଏବଂ ଗାଢ କଂସିଲରକୁ ମୁହଁର ଅଲଗା ଯାଗାରେ ଲଗାଇପାରିବା । ଏହା ପ୍ରଥମରୁ କଲାପରେ ମୁହଁରେ ବାକି ସବୁ ମେକଅପ ଲଗାଇପାରିବା ।
ଭାରତରେ ପ୍ରତି 4 ଜଣଙ୍କ ମଧ୍ୟରେ ଜଣଙ୍କର ହୃଦ ଜନିତ ରୋଗ କିମ୍ବା ହୃଦଘାତରେ ମୃତ୍ୟୁ ହେଉଛି ।
ମହିଳାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥା ହେଉଛି ଗର୍ଭାବସ୍ଥା। ଏହି ସମୟ ସବୁ ନାରୀଙ୍କ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ।
ଆପଣ ଗୋଲାପ ଜଳ ଦ୍ୱାରା ତ୍ୱଚାର ଯତ୍ନ ନେବା କଥା ଅନେକବାର ଶୁଣିଥିବେ ଓ ବ୍ୟବହାର ମଧ୍ୟ କରିଥିବେ । ହେଲେ ଆମେ ଆଜି ଆପଣଙ୍କୁ ଗୋଲାପର ତେଲ ସମ୍ପର୍କରେ କହିବୁ । ଏହି ଗୋଲାପର ତେଲ କିପରି ପ୍ରସ୍ତୁତ ହୁଏ ଓ ଏହା କିପରି ତ୍ୱଚାର ଚମକକୁ ବନାଇ ରଖିବ ଆସନ୍ତୁ ଜାଣିବା ।