ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ
୩୦ ବର୍ଷ ପରେ ଶରୀରରୁ ଧୀରେ ଧୀରେ ଲେକ୍ଟେଜ୍ ଏନ୍ଜାଇମ୍ ହ୍ରାସ ପାଇବାକୁ ଲାଗେ। ଫଳରେ ଶରୀର କ୍ଷୀରକୁ ହଜମ କରିବାର କ୍ଷମତା ହରାଇବାକୁ ଲାଗେ।
Loading...
୩୦ ବର୍ଷ ପରେ ଶରୀରରୁ ଧୀରେ ଧୀରେ ଲେକ୍ଟେଜ୍ ଏନ୍ଜାଇମ୍ ହ୍ରାସ ପାଇବାକୁ ଲାଗେ। ଫଳରେ ଶରୀର କ୍ଷୀରକୁ ହଜମ କରିବାର କ୍ଷମତା ହରାଇବାକୁ ଲାଗେ।
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
ପ୍ରତିଦିନ କଲରା ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଅନେକ ସାବୁନ ଚେହେରାକୁ କୋମଳ ଆଉ ମୁଲାୟମ କରିବା ପରିବର୍ତ୍ତେ ଏହାକୁ ଶୁଷ୍କ କରିଦିଏ।
ଗ୍ରୀଷ୍ମକାଳରେ ବଡ ଲୋକ ମାନେ ଯେ କୌଣସି ପ୍ରକାରେ ସେମାନଙ୍କର ଯତ୍ନ ନିଅନ୍ତି । କିନ୍ତୁ ପିଲାମାନଙ୍କ ପାଇଁ ଏହି ଦିନ ସବୁଠାରୁ କଷ୍ଟକର ହୋଇଥାଏ ।
କେତେକ ରଙ୍ଗରେ ରାସାୟନିକ ପଦାର୍ଥ ମିଶିଥାଏ। ଯଦିବା ଭୁଲରେ ଏହା ଆଖି, ନାକ, ପାଟି ଦେଇ ଶରୀରରେ ପ୍ରବେଶ କରେ, ତେବେ ଗୁରୁତର ସମସ୍ୟା ଉପୁଜିପାରେ।
ହିନ୍ଦୁ ସଂସ୍କୃତିରେ କର୍ପୂରର ଏକ ଧାର୍ମିକ ମହତ୍ୱ ରହିଛି। କର୍ପୂର ପୂଜା ବିଧିରେ ଲାଗିଥାଏ। ଏହା ସହ ଶୀତ ଦିନର ବସ୍ତ୍ର ରଖିବା ସମୟରେ କିମ୍ବା ବର୍ଷା ଦିନରେ ପୋକ ଜୋକ ବା ଦୁର୍ଗନ୍ଧରୁ ସୁରକ୍ଷା ପାଇଁ ଏହାକୁ ପ୍ରୟୋଗ କରାଯାଇଥାଏ।
ଖରାଦିନ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ରହିଛି। ମାତ୍ର ଖରାର ପ୍ରଭାବ ଏବେ ଠାରୁ ଅନୁଭବ ହେବାକୁ ଲାଗିଲାଣି। ଏହି ଦିନରେ ନିଜ ମୁହଁର ବିଶେଷ ଭାବେ ଯତ୍ନ ନେବାକୁ ଆବଶ୍ୟକ। କର୍ମବହୁଳ ବ୍ୟସ୍ତତା ଜୀବନରେ ଜାଣନ୍ତୁ କିଛି ସହଜ ଉପାୟ ବିଷୟରେ , କିପରି ନେବେ ଖରାଦିନେ ମୁହଁର ଯତ୍ନ….