Loading...

ଜୀବନଚର୍ଯ୍ୟା

ଜାଣନ୍ତୁ କିପରି ନେବେ ୩ ବର୍ଷରୁ ଉର୍ଦ୍ଧ ପିଲାମାନଙ୍କ ତ୍ଵଚାର ଯତ୍ନ

ଜାଣନ୍ତୁ କିପରି ନେବେ ୩ ବର୍ଷରୁ ଉର୍ଦ୍ଧ ପିଲାମାନଙ୍କ ତ୍ଵଚାର ଯତ୍ନ

ଏହି ଦୁନିଆରେ ଗୋରା ଦେଖାଯିବାର ଇଚ୍ଛା ସମସ୍ତଙ୍କର ଥାଏ, କିନ୍ତୁ ସମସ୍ତଙ୍କର ଏହି ଇଚ୍ଛା ପୂରଣ ହୋଇନଥାଏ । କେତେଥର ମଣିଷକୁ ନିଜ ରଙ୍ଗ ପାଇଁ ସରମିନ୍ଦା ବି ହେବାକୁ ପଡିଥାଏ ।

କେଶକୁ ବିଚିଂ କରୁଥିଲେ ସାବଧାନ

କେଶକୁ ବିଚିଂ କରୁଥିଲେ ସାବଧାନ

ମହିଳାମାନେ ମେକଅପ୍, ପୋଷାକ କିମ୍ବା ହେୟାର ହେୟାର ଷ୍ଟାଇଲ ହେଉ ନିଜକୁ ଷ୍ଟାଇଲିସ୍ ଏବଂ ଫ୍ୟାଶନେବଲ୍ ରଖିବାକୁ ଚାହାଁନ୍ତି । କେଶ ଆପଣଙ୍କ ସୌନ୍ଦର୍ଯ୍ୟ ବଢାଇବା ପାଇଁ କାମ କରେ ।

ସକାଳୁ ଉଠିବାର ରହିଛି ଚମତ୍କାରୀ ଫାଇଦା

ସକାଳୁ ଉଠିବାର ରହିଛି ଚମତ୍କାରୀ ଫାଇଦା

ଆମେ ବୃଦ୍ଧ ଲୋକଙ୍କ ଠାରୁ କହୁଥିବାର ଶୁଣିଥିବାର ଶୁଣିଥିବା କି ସକାଳେ ଶୀଘ୍ର ଉଠିବା ଦ୍ଵାରା ଅନେକ ଫାଇଦା ହୋଇଥାଏ। ଆମ ସମସ୍ତଙ୍କୁ ସକାଳେ ଶୀଘ୍ର ଉଠିବାର ଫାଇଦା ଜାଣିବା ଆବଶ୍ୟକ।

ସୁନ୍ଦର ଓ ଆକର୍ଷଣୀୟ ନଖ ପାଇବା ପାଇଁ ଫଲୋ କରନ୍ତୁ ଏହି ଟିପ୍ସ

ସୁନ୍ଦର ଓ ଆକର୍ଷଣୀୟ ନଖ ପାଇବା ପାଇଁ ଫଲୋ କରନ୍ତୁ ଏହି ଟିପ୍ସ

ଆଜିକାଲି ଝିଅମାନେ ବହୁତ ନଖ ବଢେଇବାର ସୌଖିନ ହେଉଛନ୍ତୁ।ସେମାନେ ବଜାରରେ ମିକୁଥିବା ନକଲି ନଖର ମଧ୍ୟ ବ୍ୟବହାର କରିଥାନ୍ତି କିନ୍ତୁ ଆପଣ ଯଦି ଏହି ନୁଷ୍କା ବ୍ୟବହାର କରିବେ ତାହେଲେ ଆପଣଙ୍କୁ ଏହି ନକଲି ନଖର ଆବଶ୍ୟକ ପଡିବ ନାହିଁ।

ଇମ୍ୟୁନ ସିଷ୍ଟମକୁ ମଜବୁତ କରିବା ପାଇଁ ବଦଳାନ୍ତୁ ଖାଦ୍ୟପେୟର ଏହି ଅଭ୍ୟାସ

ଇମ୍ୟୁନ ସିଷ୍ଟମକୁ ମଜବୁତ କରିବା ପାଇଁ ବଦଳାନ୍ତୁ ଖାଦ୍ୟପେୟର ଏହି ଅଭ୍ୟାସ

ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେବଳ ସ୍ୱଚ୍ଛ ରଖିବା ତାହା ନୁହେଁ ବରଂ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ ।

ପାର୍ଟିରେ ସବୁଠାରୁ ଆକର୍ଷଣୀୟ ଦେଖାଯିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ପାର୍ଟିରେ ସବୁଠାରୁ ଆକର୍ଷଣୀୟ ଦେଖାଯିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ନେଚୁରାଲ ଲୁକ ପାଇଁ ଆଖିରେ ଲଗାନ୍ତୁ କଂସିଲର । ଏହି କଂସିଲରକୁ ଆପଣ ଦୁଇପ୍ରକାରରେ ଲଗାଇପାରିବେ । ହାଲକା କଂସିଲରକୁ ଆଖିର ପାଖରେ ଏବଂ ଗାଢ କଂସିଲରକୁ ମୁହଁର ଅଲଗା ଯାଗାରେ ଲଗାଇପାରିବା । ଏହା ପ୍ରଥମରୁ କଲାପରେ ମୁହଁରେ ବାକି ସବୁ ମେକଅପ ଲଗାଇପାରିବା ।

ଗର୍ଭାବସ୍ଥାରେ ସଠିକ ଯତ୍ନ ଆପଣଙ୍କ ଜୀବନକୁ କରିଦେବ ସୁନ୍ଦର, ଜାଣନ୍ତୁ କିପରି ନେବେ ଯତ୍ନ

ଗର୍ଭାବସ୍ଥାରେ ସଠିକ ଯତ୍ନ ଆପଣଙ୍କ ଜୀବନକୁ କରିଦେବ ସୁନ୍ଦର, ଜାଣନ୍ତୁ କିପରି ନେବେ ଯତ୍ନ

ମହିଳାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥା ହେଉଛି ଗର୍ଭାବସ୍ଥା। ଏହି ସମୟ ସବୁ ନାରୀଙ୍କ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ।

>