Loading...

ଜୀବନଚର୍ଯ୍ୟା

ଆସନ୍ତୁ ଜାଣିବା ନଡିଆ ତେଲକୁ ବ୍ୟବହାର କରି କିପରି କରିବେ ରିଙ୍କଲ୍ସ ବା ତ୍ୱଚା କୁଞ୍ଚନ ଦୂର

ଆସନ୍ତୁ ଜାଣିବା ନଡିଆ ତେଲକୁ ବ୍ୟବହାର କରି କିପରି କରିବେ ରିଙ୍କଲ୍ସ ବା ତ୍ୱଚା କୁଞ୍ଚନ ଦୂର

ସାଧାରଣତଃ ବୟସ ବଢ଼ିବା ସହ ଧୀରେ ଧୀରେ ସୌନ୍ଦର୍ଯ୍ୟ ମଧ୍ୟ ହ୍ରାସ ପାଇଥାଏ । ବିଶେଷ କରି ଏହାର ପ୍ରଭାବ ମୁଖ୍ୟତଃ ମୁହଁରେ ପ୍ରଥମେ ଦେଖାଯାଇଥାଏ । ଆଖି ତଳ କଳା ପଡିବା, ଚର୍ମ କୁଞ୍ଚନ ବା ରିଙ୍କଲ୍ସ ହେବା ଭଳି ସମସ୍ୟା ଆସିଥାଏ ।

ରୁମ୍‌ ସେୟାରିଂର ଫାଇଦା

ରୁମ୍‌ ସେୟାରିଂର ଫାଇଦା

ଆଜିକାଲିର ମହଙ୍ଗା ଯୁଗରେ ରୁମ୍‌ ସେୟାର କରିବା ଏକ ଭଲ ବିକଳ୍ପ । କେତେଜଣ ଏଥିରେ ଅସହଜ ଅନୁଭବ କରନ୍ତି । ତେଣୁ ଯଦି ଆପଣ ବି ଏମାନଙ୍କୁ ମଧ୍ୟରୁ ଜଣେ, ତାହେଲେ ରୁମ୍‌ ସେୟାରିଂ କେତେ ଲାଭଦାୟକ ତାହା ପ୍ରଥମେ ଜାଣିନିଅନ୍ତୁ ।

ଆସନ୍ତୁ ଆଜି ଜାଣିବା ଶୀତଦିନିଆ ରୋଗର ଲକ୍ଷଣ ଓ ଉପକାର

ଆସନ୍ତୁ ଆଜି ଜାଣିବା ଶୀତଦିନିଆ ରୋଗର ଲକ୍ଷଣ ଓ ଉପକାର

ସାଧାରଣତଃ ଅନ୍ୟଦିନ ଅପେକ୍ଷା ଶୀତଦିନେ ସ୍ଵାସ୍ଥ୍ୟର ଯତ୍ନ ଅଧିକ ନେବାକୁ ପଡିଥାଏ । ବିଶେଷକରି ଆଜ୍‌ମା, ହାର୍ଟ ରୋଗୀ ଓ ଆଣ୍ଠୁ ଗଣ୍ଠି ଦରଜ ହେଉଥିବା ରୋଗୀଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡେ । ତେବେ ଏହିଦିନେ ସୁସ୍ଥ ରହିବା ଲାଗି ଜାଣନ୍ତୁ କେତୋଟି କଥା ..

ଜାଣନ୍ତୁ କିପରି ହୃଦରୋଗରୁ ରକ୍ଷା କରେ ମେଥି ଶାଗ-

ଜାଣନ୍ତୁ କିପରି ହୃଦରୋଗରୁ ରକ୍ଷା କରେ ମେଥି ଶାଗ-

ମଧୁମେହ ରୋଗୀ ତଥା ଡାଇବେଟିସ ରୋଗୀଙ୍କ ପାଇଁ ମେଥି ଶାଗ ବେଶ ଉପକାରୀ। ମେଥି ଶରୀରରେ ଇନସୁଲିନର ମାତ୍ରା ନିୟନ୍ତ୍ରଣ ରଖିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଥିବା ଫାଇଭର ପାଚନ କ୍ରିୟାକୁ ସୁସ୍ଥ ରଖିବାରେ କାମ କରେ।

ବିଭିନ୍ନ ଚର୍ମ ସମସ୍ୟାରୁ ଛୁଟ୍ କାରା ଦେଇଥାଏ କମଳା ଚୋପା

ବିଭିନ୍ନ ଚର୍ମ ସମସ୍ୟାରୁ ଛୁଟ୍ କାରା ଦେଇଥାଏ କମଳା ଚୋପା

ମହିଳାମାନେ ସେମାନଙ୍କ ତ୍ୱଚାରେ ଚମକ ଆଣିବା ପାଇଁ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ସ ବ୍ୟବହାର କରିଥାନ୍ତି । ମାତ୍ର ବଜାରରେ ଉପଲବ୍ଧ ଥିବା ଏହି ବିୟୁଟି ପ୍ରଡକ୍ସରେ ଅନେକ କେମିକାଲ୍ସ ମିଶ୍ରଣ ହୋଇଥାଏ ।

କମଳା କରେ କମାଲ୍ !!

କମଳା କରେ କମାଲ୍ !!

କମଳାର ନାଁ ଶୁଣିଲେ ପାଟିରେ ଲାଳ ଚାଲିଆସେ l ଏବେ ଶୀତ ଋତୁ ଚାଲିଛି l ବଜାରରେ ଉତ୍ତମ ମାନର କମଳା ଉପଯୁକ୍ତ ଦରରେ ବହୁ ପରିମାଣରେ ଉପଲବ୍ଧ ହେଉଛି l ବଜାର ହାଟରେ ଏତେ ପରିମାଣର ସତେଜ କମଳା ଦେଖିଲେ ଯେମିତି ଲାଗୁଛି କମଳାର ବଜାର ବସିଛି l

ଜିମରେ ବ୍ୟାୟାମ କରିବା ସମୟରେ ହୃଦଘାତ, ଜାଣନ୍ତୁ ଏହାର ନିରାକରଣ

ଜିମରେ ବ୍ୟାୟାମ କରିବା ସମୟରେ ହୃଦଘାତ, ଜାଣନ୍ତୁ ଏହାର ନିରାକରଣ

ନିକଟ ଅତୀତରେ ବ୍ୟାୟମ ସମୟରେ ହୃଦଘାତ ସଂଖ୍ୟା ବୃଦ୍ଧି ପାଉଛି। ସତରେ କଣ ବ୍ୟାୟମ କରିବା ଫଳରେ ବ୍ୟକ୍ତି ହୃଦଘାତର ଶିକାର ହୁଏ। ନା ଏହା ପଛରେ ରହିଛି ଅନ୍ୟକିଛି କାରଣ ଆଜି ଆମେ ଏହା ବିଷରେ ଆପଣଙ୍କୁ ସବିଶେଷ ଜଣାଇବାକୁ ଯାଉଛୁ।

>