ଅଧିକ ଅଣ୍ତା ଖାଉଛନ୍ତି କି ହୋଇଯାଆନ୍ତୁ ସତର୍କ
ଅଣ୍ତା ଖାଇବା ଦ୍ୱାରା ଶରୀରକୁ ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ । ଏହା ଶରୀରକୁ ଶକ୍ତି ଦେବା ସହ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।
Loading...
ଅଣ୍ତା ଖାଇବା ଦ୍ୱାରା ଶରୀରକୁ ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ । ଏହା ଶରୀରକୁ ଶକ୍ତି ଦେବା ସହ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।
ତୁଳସୀ ମହିଳାମାନଙ୍କ ପାଇଁ କମ୍ ନୁହେଁ। ତୁଳସୀ ପତ୍ରର ଏକ ଆରୋଗ୍ୟ ଗୁଣ ରହିଛି, ଯାହା ଗ-ର୍ଭବତୀ ମହିଳାମାନଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ କରିଥାଏ |
ଶୀତଦିନ ଆରମ୍ଭ ହେବା ଯୋଗୁଁ ଅନେକ ଲୋକଙ୍କୁ ଥଣ୍ଡା, କାଶ ଓ କଫ ଭଳି ସମସ୍ୟା ସୃଷ୍ଟି ହୋଇଥାଏ।ସେଥିରୁ ବଞ୍ଚିତ ହେବାପାଇଁ ଆପଣ ଗରମ ଜିନିଷ ଗୁଡ଼ିକ ସେବନ କରି ଥାଆନ୍ତି।
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ନିଜ ଶରୀର ପ୍ରତି ଧ୍ୟାନ ଦେଉ ନାହାନ୍ତି ଏବଂ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଯେପରି ଅଧିକ ବ୍ୟସ୍ତତା ମଧ୍ୟରେ ଅଧିକାଂଶ ଲୋକମାନେ ପରିସ୍ରାକୁ ଅଟକାଇ ରଖିଥାନ୍ତି।
ଆପଣମାନେ ସମସ୍ତେ କଞ୍ଚା ପିଆଜ ସେବନର ଫାଇଦା ବିଷୟରେ ଶୁଣିଥିବେ ବା ଜାଣିଥିବେ । କିନ୍ତୁ କେବେ ଶୁଶିଛନ୍ତି କି ଭଜା ପିଆଜ ମଧ୍ୟ ଅନେକ ଫାଇଦା ଦେଇଥାଏ । ତେବେ ଆସନ୍ତୁ ଜାଣିବା କଣ ରହିଛି ଭଜା ପିଆଜର ଫାଇଦା ।
ରକ୍ତ ଦ୍ୱାରା ଶରୀରର ସବୁ ଅଙ୍ଗକୁ ଅକ୍ସିଜେନ୍ ଓ ଆଇରନ ସହ ଆବଶ୍ୟକୀୟ ତତ୍ତ୍ୱ ଯାଇଥାଏ । ବ୍ଲଡ ପ୍ରେସର ସାଧାରଣ ରହିବା ଦ୍ୱାରା ହାର୍ଟକୁ ଅଧିକ କାମ କରିବାକୁ ପଡି ନଥାଏ ।
ବିଭିନ୍ନ ପ୍ରକାର ରୋଗ ସହ ଶରୀରର ବିଭିନ୍ନ ଅଙ୍ଗ ଉପରେ ଏହାର ପ୍ରଭାବ ପଡୁଛି। ଖାଲି ସେତିକି ନୁହେଁ ହାଡ଼ ଧୀରେ-ଧୀରେ ଦୁର୍ବଳ ହେବାକୁ ଲାଗିଥାଏ।
ଷ୍ଟେରୋଏଡ ଥିବା ସ୍କିନ୍ କ୍ରିମ୍ ଅଧିକ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ । ଏହିସବୁ କ୍ରିମର ମାତ୍ରାଧିକ ବ୍ୟବହାରକୁ ନେଇ ଚର୍ମରୋଗ ବିଶେଷଜ୍ଞ ଦେଲେ ଚେତାବନୀ ।