Loading...

ଜୀବନଚର୍ଯ୍ୟା

ଆସନ୍ତୁ ଜାଣିବା ଖରାଦିନେ କିପରି ରଖିବେ ଶିଶୁର ଯତ୍ନ

ଆସନ୍ତୁ ଜାଣିବା ଖରାଦିନେ କିପରି ରଖିବେ ଶିଶୁର ଯତ୍ନ

ଗ୍ରୀଷ୍ମକାଳରେ ବଡ ଲୋକ ମାନେ ଯେ କୌଣସି ପ୍ରକାରେ ସେମାନଙ୍କର ଯତ୍ନ ନିଅନ୍ତି । କିନ୍ତୁ ପିଲାମାନଙ୍କ ପାଇଁ ଏହି ଦିନ ସବୁଠାରୁ କଷ୍ଟକର ହୋଇଥାଏ ।

ଆସୁଛି ହୋଲି,  ଏଥର ହୋଲିକୁ ସୁରକ୍ଷିତ ଓ ସୁଖମୟ କରିବା ପାଇଁ କିଛି ଟିପ୍ସ

ଆସୁଛି ହୋଲି, ଏଥର ହୋଲିକୁ ସୁରକ୍ଷିତ ଓ ସୁଖମୟ କରିବା ପାଇଁ କିଛି ଟିପ୍ସ

କେତେକ ରଙ୍ଗରେ ରାସାୟନିକ ପଦାର୍ଥ ମିଶିଥାଏ। ଯଦିବା ଭୁଲରେ ଏହା ଆଖି, ନାକ, ପାଟି ଦେଇ ଶରୀରରେ ପ୍ରବେଶ କରେ, ତେବେ ଗୁରୁତର ସମସ୍ୟା ଉପୁଜିପାରେ।

ଆସନ୍ତୁ ଜାଣିବା କର୍ପୂରର ବିଭିନ୍ନ ଉପକାରିତା ସମ୍ପର୍କରେ

ଆସନ୍ତୁ ଜାଣିବା କର୍ପୂରର ବିଭିନ୍ନ ଉପକାରିତା ସମ୍ପର୍କରେ

ହିନ୍ଦୁ ସଂସ୍କୃତିରେ କର୍ପୂରର ଏକ ଧାର୍ମିକ ମହତ୍ୱ ରହିଛି।  କର୍ପୂର ପୂଜା ବିଧିରେ ଲାଗିଥାଏ। ଏହା ସହ ଶୀତ ଦିନର ବସ୍ତ୍ର ରଖିବା ସମୟରେ କିମ୍ବା ବର୍ଷା ଦିନରେ ପୋକ ଜୋକ ବା ଦୁର୍ଗନ୍ଧରୁ ସୁରକ୍ଷା ପାଇଁ ଏହାକୁ ପ୍ରୟୋଗ କରାଯାଇଥାଏ। 

ଆସନ୍ତୁ ଜାଣିବା ଖରାଦିନେ କିପରି ନେବେ ତ୍ଵଚାର ଯତ୍ନ

ଆସନ୍ତୁ ଜାଣିବା ଖରାଦିନେ କିପରି ନେବେ ତ୍ଵଚାର ଯତ୍ନ

ଖରାଦିନ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ରହିଛି। ମାତ୍ର ଖରାର ପ୍ରଭାବ ଏବେ ଠାରୁ ଅନୁଭବ ହେବାକୁ ଲାଗିଲାଣି। ଏହି ଦିନରେ ନିଜ ମୁହଁର ବିଶେଷ ଭାବେ ଯତ୍ନ ନେବାକୁ ଆବଶ୍ୟକ। କର୍ମବହୁଳ ବ୍ୟସ୍ତତା ଜୀବନରେ ଜାଣନ୍ତୁ କିଛି ସହଜ ଉପାୟ ବିଷୟରେ , କିପରି ନେବେ ଖରାଦିନେ ମୁହଁର ଯତ୍ନ….

କଞ୍ଚା ହଳଦୀ ଖାଇଲେ ମିଳିବ ଏହି ପାଞ୍ଚଟି ଫାଇଦା

କଞ୍ଚା ହଳଦୀ ଖାଇଲେ ମିଳିବ ଏହି ପାଞ୍ଚଟି ଫାଇଦା

ରୋଷେଇ ଘରେ ଥିବା ହଳଦୀ ପ୍ରାୟ ପ୍ରତ୍ଯେକ ଦିନ ମସୁର ଡାଲି, ପନିପରିବା ଏବଂ ଅନ୍ଯାନ୍ଯ ଖାଦ୍ୟର ସ୍ବାଦ, ସୁଗନ୍ଧ ଏବଂ ରଙ୍ଗ ବଢ଼ାଇବା ପାଇଁ ବ୍ଯବହୃତ ହୁଏ ।

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ ପଇଡ ପାଣି

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ ପଇଡ ପାଣି

ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। କିନ୍ତୁ ଆପଣ ଜାଣନ୍ତି କି ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ପଇଡପାଣି ମଧ୍ୟ ସହାୟକ ହୋଇଥାଏ। ଏହିପରି ଅନେକ ଉପାଦାନ ପଇଡ ପାଣିରେ ମିଳିଥାଏ ଯାହା ବର୍ଦ୍ଧିତ ରକ୍ତ ଚାପକୁ ତୁରନ୍ତ ନିୟନ୍ତ୍ରଣ ଦେଇଥାଏ।

ରାତିରେ ଗାଧୋଇବା ଏକ ଭଲ ଅଭ୍ଯାସ ଜାଣନ୍ତୁ କିପରି

ରାତିରେ ଗାଧୋଇବା ଏକ ଭଲ ଅଭ୍ଯାସ ଜାଣନ୍ତୁ କିପରି

ଗାଧୋଇବା ପରେ ସମସ୍ତେ ଭଲ ଏବଂ ସତେଜ ଅନୁଭବ କରନ୍ତି । ଗ୍ରୀଷ୍ମ ରେ ଆପଣ କେତେଥର ସ୍ନାନ କରିଥିବେ ନିଶ୍ଚୟ ଜାଣି ନାହାଁନ୍ତି, କିନ୍ତୁ ଆପଣ ଜାଣିଛନ୍ତି କି ଦିନ ବଦଳରେ ରାତିରେ ଗାଧୋଇଲେ ଆପଣ କେତେ ଲାଭ ପାଇପାରିବେ ।

ସୁସ୍ଥ ଆଖି ପାଇଁ ଖାଆନ୍ତୁ ନାହିଁ ଏହି ଜିନିଷ

ସୁସ୍ଥ ଆଖି ପାଇଁ ଖାଆନ୍ତୁ ନାହିଁ ଏହି ଜିନିଷ

ବର୍ତ୍ତମାନ ଦେଶରେ ଅଧିକାଂଶ ଅଭିଯୋଗ ଲୋକଙ୍କ ଦୃଷ୍ଟି ଶକ୍ତି ହ୍ରାସକୁ ନେଇ ଆସୁଛି । ଆଉ ଏହାର ମୁଖ୍ୟ କାରଣ ହେଉଛି ଆଜିକାଲି ର ଖରାପ ଜୀବନଶୈଳୀ । ଅଧିକାଂଶ ଲୋକ କମ୍ପ୍ୟୁଟର ଆଗରେ ବସି ଦିନକୁ 8 ରୁ 10 ଘଣ୍ଟା ବିତାଇଥାନ୍ତି ।

>