Loading...

ଜୀବନଚର୍ଯ୍ୟା

ସୁସ୍ଥ ଆଖି ପାଇଁ ଖାଆନ୍ତୁ ନାହିଁ ଏହି ଜିନିଷ

ସୁସ୍ଥ ଆଖି ପାଇଁ ଖାଆନ୍ତୁ ନାହିଁ ଏହି ଜିନିଷ

ବର୍ତ୍ତମାନ ଦେଶରେ ଅଧିକାଂଶ ଅଭିଯୋଗ ଲୋକଙ୍କ ଦୃଷ୍ଟି ଶକ୍ତି ହ୍ରାସକୁ ନେଇ ଆସୁଛି । ଆଉ ଏହାର ମୁଖ୍ୟ କାରଣ ହେଉଛି ଆଜିକାଲି ର ଖରାପ ଜୀବନଶୈଳୀ । ଅଧିକାଂଶ ଲୋକ କମ୍ପ୍ୟୁଟର ଆଗରେ ବସି ଦିନକୁ 8 ରୁ 10 ଘଣ୍ଟା ବିତାଇଥାନ୍ତି ।

କମ୍ ମୂଲ୍ୟରେ ଘରକୁ ଦିଅନ୍ତୁ ଆଧୁନିକ ଲୁକ୍

କମ୍ ମୂଲ୍ୟରେ ଘରକୁ ଦିଅନ୍ତୁ ଆଧୁନିକ ଲୁକ୍

ପ୍ରତ୍ୟେକ ଲୋକ ଜୀବନରେ ଏକ ସୁନ୍ଦର ଘର ବନେଇବା ପାଇଁ ଇଚ୍ଛା କରିଥାନ୍ତି ଏବଂ ଆଉ ଏହି ଘରକୁ ଆକର୍ଷଣୀୟ କରିବା କାହାକୁ ବା ପସନ୍ଦ ନୁହେଁ । କିଏ ଘରକୁ ସୁନ୍ଦର ଆଉ ଭିନ୍ନ ଲୁକ୍ ଦେବାକୁ ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି କିଛି ଲୋକ।

ତ୍ୱଚା ପାଇଁ ଲାଭଦାୟକ ବରଫ ଜାଣନ୍ତୁ କିପରି

ତ୍ୱଚା ପାଇଁ ଲାଭଦାୟକ ବରଫ ଜାଣନ୍ତୁ କିପରି

ସ୍ୱଚ୍ଛ, ସୁନ୍ଦର ଏବଂ ଉଜ୍ଜ୍ୱଳ ତ୍ୱଚା ସମସ୍ତଙ୍କର ପ୍ରଥମ ପସନ୍ଦ କିନ୍ତୁ ଦାଗ ଏବଂ ପିମ୍ପଲ୍ ଆପଣଙ୍କ ତ୍ୱଚାକୁ ନଷ୍ଟ କରି ଦେଇଥାଏ । ଯାହା ଉଜ୍ଜ୍ୱଳତାକୁ ମଧ୍ୟ କିଛି ମାତ୍ରାରେ କମ୍ କରିଦେଇ ଥାଏ । ଏହି କ୍ଷେତ୍ରରେ, ବରଫ ବ୍ୟବହାର କରିବା ଦ୍ୱାରା ଆପଣ ଜଲଦି ଏବଂ ଭଲ ରେଜଲ୍ଟ ପାଇପାରିବେ ।

ପ୍ରତିଦିନ ପିଅନ୍ତୁ କଲରା ସିଝା ପାଣି, ଛୁଇଁବନି ଏହି ୪ ବଡ ବ୍ୟାଧି

ପ୍ରତିଦିନ ପିଅନ୍ତୁ କଲରା ସିଝା ପାଣି, ଛୁଇଁବନି ଏହି ୪ ବଡ ବ୍ୟାଧି

କଲରା ଖାଇବାକୁ ସମସ୍ତଙ୍କୁ ଭଲ ଲାଗି ନ ଥାଏ । କାରଣ ଏହାସର ସ୍ବାଦ ପିତା ଥାଏ ।  କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ ।

ତ୍ୱଚାରେ ଦେଖାଦେଇଥାଏ ରକ୍ତ କର୍କଟର ଏହି ୭ଟି ଲକ୍ଷଣ, କରନ୍ତୁନି ଅଣଦେଖା

ତ୍ୱଚାରେ ଦେଖାଦେଇଥାଏ ରକ୍ତ କର୍କଟର ଏହି ୭ଟି ଲକ୍ଷଣ, କରନ୍ତୁନି ଅଣଦେଖା

କ୍ୟାନସର ବହୁତ ଗମ୍ଭୀର ଓ ଦୂରାରୋଗ୍ୟରେ ପରିଗଣିତ । କ୍ୟାନସର ବିଭିନ୍ନ ପ୍ରକାରର ରହିଛି। ଯାହା ମଧ୍ୟରେ ଏକ ରକ୍ତ କର୍କଟ ବା ବ୍ଲଡ କ୍ୟାନସର ରହିଛି। ସେହିପରି ବ୍ଲଡ କ୍ୟାନସର ମଧ୍ୟ ବିଭିନ୍ନ ପ୍ରକାରର ରହିଛି ।

କଅଁଳ ଖରା ଚିନ୍ତା ଦୂର କରିବା ସହ ମିଳିଥାଏ ଚମତ୍କାରୀ ଲାଭ

କଅଁଳ ଖରା ଚିନ୍ତା ଦୂର କରିବା ସହ ମିଳିଥାଏ ଚମତ୍କାରୀ ଲାଭ

ଶୀତଦିନେ ସକାଳ ସମୟରେ ୧୦ ମିନିଟ୍‌‌ ଖରାରେ ରହିବା ଦ୍ୱାରା ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ୍‌‌ ଡି ମିଳିଥାଏ। ସେଭଳି ସୁସ୍ଥ ରହିବାକୁ ହେଲେ ବିଶେଷ କରି ଶୀତଦିନେ ସପ୍ତାହକୁ ୪ ଦିନ କିଛି ସମୟ କଅଁଳ ଖରାରେ ରୁହନ୍ତୁ।

କେବେ ପିଇଛନ୍ତି କି ହଳଦୀ କଫି, ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଉପକାରିତା ସମ୍ପର୍କରେ

କେବେ ପିଇଛନ୍ତି କି ହଳଦୀ କଫି, ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଉପକାରିତା ସମ୍ପର୍କରେ

ହଳଦିରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଇନଫ୍ଲେମେଟରୀ ଗୁଣ ଭରପୁର ରହିଛି।

କେଶ ଓ ତ୍ୱଚା ପାଇଁ ବରଦାନ କଳା ଲୁଣ

କେଶ ଓ ତ୍ୱଚା ପାଇଁ ବରଦାନ କଳା ଲୁଣ

ଅନେକ ଲୋକ କଳାଲୁଣ ଖାଇବାକୁ ପସନ୍ଦ କରନ୍ତି। ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି କଳାଲୁଣ ତ୍ୱଚାକୁ ସୁନ୍ଦର କରିବା ସହିତ କେଶ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।

>