Loading...

ଜୀବନଚର୍ଯ୍ୟା

ଭୋକ ନଲାଗିବା ଶରୀରକୁ ପହଞ୍ଚାଇଥାଏ ଅନେକ ପ୍ରକାର କ୍ଷତି, ଜାଣନ୍ତୁ କିପରି

ଭୋକ ନଲାଗିବା ଶରୀରକୁ ପହଞ୍ଚାଇଥାଏ ଅନେକ ପ୍ରକାର କ୍ଷତି, ଜାଣନ୍ତୁ କିପରି

ଶରୀରର ପ୍ରତ୍ୟେକ ଇଶାରା ମହତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ଭୋକ ନଲାଗିବା ବି ସାମିଲ ଅଛି । ଦେଖିବାକୁ ଗଲେ ଭୋକ ନଲାଗିବା ଏକ ସାଧାରଣ ଲକ୍ଷଣ, କିନ୍ତୁ ଏହା କିଡନୀ ଫେଲ୍ ହେବାଠାରୁ କର୍କଟ ରୋଗ ପର୍ଯ୍ୟନ୍ତ ଇଶାରା ଦେଇଥାଏ ।

ଓଜନ ଏବଂ ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖେ ଏହି ପରିବା

ଓଜନ ଏବଂ ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖେ ଏହି ପରିବା

ସବୁଜ ପନିପରିବା ଖାଇବା ଦ୍ୱାରା ହୃଦ୍‌ଜନିତ ସମସ୍ୟା ହ୍ରାସ ପାଇଥାଏ । ଏଥିରେ ଥିବା ତତ୍ତ୍ୱ କୋଲେଷ୍ଟ୍ରଲକୁ କମ କରିବାରେ ସାହାଯ୍ୟ କରିଥାଏ ।

ଆସନ୍ତୁ ଜାଣିବା, ଗୃହିଣୀଙ୍କ ପାଇଁ ୧୦ଟି ଘରକରଣା ଟିପ୍ସ

ଆସନ୍ତୁ ଜାଣିବା, ଗୃହିଣୀଙ୍କ ପାଇଁ ୧୦ଟି ଘରକରଣା ଟିପ୍ସ

ଘରକରଣା ଏକ ସାଧାରଣ କାମ ନୁହେଁ। ସେଥିରେ ପୁଣି ଆଜିକାଲିର ବ୍ୟସ୍ତମୟ ଜୀବନ। ସମୟ ଅଭାବରୁ ତରବରିଆ ହୋଇ କାମ କଲାବେଳେ ଅନେକ ସମୟରେ ଘରେ ଥିବା ବହୁ  ଜିନିଷ ଓ ଖାଦ୍ୟପେୟ ନଷ୍ଟ ହୋଇଯାଏ।

ଶରୀର ପାଇଁ ଉପଯୋଗୀ ଧନିଆ ପତ୍ର ! ଜାଣନ୍ତୁ, କିପରି

ଶରୀର ପାଇଁ ଉପଯୋଗୀ ଧନିଆ ପତ୍ର ! ଜାଣନ୍ତୁ, କିପରି

ଖାଇବାରେ ସ୍ୱାଦ ନିହାତି ଦରକାର । ନହେଲେ ଖାଇବା ବେକାର । ତେବେ ଖାଦ୍ୟରେ ବ୍ୟବହୃତ ଏମିତି ଏକ ସାମଗ୍ରୀ ଅଛି, ଯାହାକୁ ବ୍ୟବହାର ନକଲେ ସତେ ଯେମିତି ଖାଦ୍ୟର ଟେଷ୍ଟ ପୂରା ବେକାର ମନେ ହୁଏ ।

>