ଜାଣନ୍ତୁ କେଉଁ ବାସନ ବ୍ୟବହାର କଲେ କିପରି ଲାଭ ମିଳିଥାଏ
ଆମ ଘରେ ଅନେକ ପ୍ରକାରର ବାସନ ରହିଥାଏ। ଆମେ ସେସବୁକୁ ଆମ ଆବଶ୍ୟକତା ଅନୁସାରେ ବ୍ୟବହାର କରିଥାଉ।
Loading...
ଆମ ଘରେ ଅନେକ ପ୍ରକାରର ବାସନ ରହିଥାଏ। ଆମେ ସେସବୁକୁ ଆମ ଆବଶ୍ୟକତା ଅନୁସାରେ ବ୍ୟବହାର କରିଥାଉ।
ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ ପାଇଁ ହା ହା କାର ଦେଇଖିବାକୁ ମିଳିଛି । ଏସମୟରେ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଦ୍ୱାରା ସେମାନଙ୍କର ଶରୀର ନିଜକୁ ଏହି ବିପତ୍ତି ସମୟରେ ରକ୍ଷା କରିପାରିବ ।
ହିନ୍ଦୁ ଧର୍ମରେ ନବରାତ୍ରି ଓ ଅନ୍ୟାନ୍ୟ ପୂଜା ପାର୍ବଣରେ ହାତରେ ଯଜ୍ଞସୂତା ପୂଜା କରି ବନ୍ଧା ଯାଇଥାଏ। ଏହା ବିନା ପୂଜା ଅଧୁରା ବୋଲି କୁହାଯାଏ।
ଦୃଷ୍ଟି ଶକ୍ତି କମିବା ଆଜିକାଲିକା ସମାଜ ପାଇଁ ଏକ ଅତି ସାଧାରଣ କଥା। ଅତ୍ୟଧିକ ଫୋନ୍, କମ୍ପ୍ୟୁଟର୍ ବ୍ୟବହାର ଏହାର ଏକ ପ୍ରମୁଖ କାରଣ। ଅତି ପାଖରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନ୍ ଦେଖିବାର ଅଭ୍ୟାସ ଅଧିକାଂଶ ଲୋକଙ୍କ ଭିତରେ ରହିଛି।

ଧୂମପାନ କରିବା ଶରୀର ପାଇଁ କ୍ଷତିକାରକ ତା’ହା ଆମେ ସମସ୍ତେ ଜାଣିଛେ । କିନ୍ତୁ କିଛି ଲୋକ ଧୂମପାନର ଭୟାବହ ପରିଣାମ ଜାଣି ମଧ୍ୟ ପ୍ରତିଦିନ ଧୂମପାନ କରିଥାନ୍ତି ।

ଗରମ ଗରମ ଚା’, କଫି କିମ୍ବା ସୁପ୍ ପିଇବାର ମଜା କିଛି ଅଲଗା। ଗରମ ଚା’ ପିଇବାକୁ ବହୁତ ଭଲ ଲାଗୁଥିଲେ ମଧ୍ୟ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହା ସମ୍ପୂର୍ଣ୍ଣ ଖରାପ।