ଶୀତ ଦିନେ ଘରୋଇ ଉପାୟରେ ନିଅନ୍ତୁ ଓଠର ଯତ୍ନ
ଶୀତ ଦିନ ଆସିବା ମାତ୍ରେ ସମସ୍ତଙ୍କ ସମସ୍ୟା ଓଠ ଫାଟିବାରୁ ହିଁ ଆରମ୍ଭ ହୋଇଥାଏ । ଏହି ସମସ୍ୟା ପୂରା ଶୀତ ଦିନ ସରିବା ଯାଏଁ ଲାଗିରହିଥାଏ । ତେବେ ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯାହା ଆପଣ ଘରୋଇ ଉପଚାର କରି ଏହି ସମସ୍ୟାସୁ ଆସ୍ୱସ୍ଥି ପାଇପାରିବେ ।