Loading...

ଜୀବନଚର୍ଯ୍ୟା

ଶରୀରରେ ଦେଖାଯାଉଛି କି ଏହି ୧୮ଟି ଲକ୍ଷଣ? ଥରେ କରାଇ ନିଅନ୍ତୁ ପରୀକ୍ଷା, ହୋଇପାରେ କ୍ୟାନସର

ଶରୀରରେ ଦେଖାଯାଉଛି କି ଏହି ୧୮ଟି ଲକ୍ଷଣ? ଥରେ କରାଇ ନିଅନ୍ତୁ ପରୀକ୍ଷା, ହୋଇପାରେ କ୍ୟାନସର

ବର୍ତ୍ତମାନ ସବୁଠାରୁ ବଡ଼ ରୋଗ ଭାବେ ପରିଗଣିତ ହେଉଛି କ୍ୟାନସର। କେବଳ କୌଣସି ନିର୍ଦ୍ଦିଷ୍ଟ ବୟସର ବ୍ୟକ୍ତିଙ୍କ ଠାରେ ନୁହେଁ, ସବୁ ବୟସର ଲୋକଙ୍କୁ ମଧ୍ୟ କ୍ୟାନସର ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି।

ନକଲି ଚା’ ପିଉଥିବା ଲୋକମାନେ ହୋଇଯାନ୍ତୁ ସାବଧାନ

ନକଲି ଚା’ ପିଉଥିବା ଲୋକମାନେ ହୋଇଯାନ୍ତୁ ସାବଧାନ

ପ୍ରକୃତ ଚା’ର ପରିଚୟ ତାର ପତ୍ର, ରଙ୍ଗ ଏବଂ ବାସ୍ନାରୁ ହୋଇଥାଏ | କିନ୍ତୁ ଉତ୍ପାଦନ ସମୟରେ ଚା’ର ଯେଉଁ ପତ୍ରଗୁଡ଼ିକ ଖରାପ ହୋଇଯାଏ, ତାକୁ ବ୍ୟବହାର ଯୋଗ୍ୟ କୁହାଯାଏ ନାହିଁ |

ଘରୋଇ ଉପାୟରେ ପାଆନ୍ତୁ ଆଖି ତଳେ କଳା ଦାଗରୁ ମୁକ୍ତି

ଘରୋଇ ଉପାୟରେ ପାଆନ୍ତୁ ଆଖି ତଳେ କଳା ଦାଗରୁ ମୁକ୍ତି

ଆଖି ତଳେ କଳା ଦାଗ ପଡିଥିଲେ , ଏହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଆଖି ଖାଲୁଆ ଥିବା ଭଳି ମନେହୁଏ।ଆଜିକାଲି ଏହି ସମସ୍ୟା ଅନେକଙ୍କର ଥିବାର ଦେଖିବାକୁ ମିଳେ।

ସଂପର୍କରେ ମଧୁରତା ଆଣେ ଦୂରତା, ଜାଣନ୍ତୁ କିପରି

ସଂପର୍କରେ ମଧୁରତା ଆଣେ ଦୂରତା, ଜାଣନ୍ତୁ କିପରି

ବିଶେଷଜ୍ଞଙ୍କ କହିବାନୁସାରେ କାମ ଯୋଗୁ ପରସ୍ପରଠାରୁ ଦୂରରେ ରହୁଥିବା ଦମ୍ପତିଙ୍କ ମଧ୍ୟରେ ଅଧିକ ପ୍ରେମ ଥାଏ। ଏଣୁ ସେମାନଙ୍କ ପାରିବାରିକ ଜୀବନ ସାଧାରଣ ଦମ୍ପତିଙ୍କ ଅପେକ୍ଷା ଅଧିକ ସୁରୁଖୁରୁରେ ଚାଲିଥାଏ।

ଶୀତ ଦିନେ କ’ଣ ପାଇଁ ମାଛ ଖାଇବା ଦରକାର? ଜାଣନ୍ତୁ ଏହାର ୭ଟି ଫାଇଦା

ଶୀତ ଦିନେ କ’ଣ ପାଇଁ ମାଛ ଖାଇବା ଦରକାର? ଜାଣନ୍ତୁ ଏହାର ୭ଟି ଫାଇଦା

ମାଛ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ୍‌, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ ।

ରୋଗଠାରୁ ଦୂରେଇ ରହିବାକୁ ଚାହୁଁଥିଲେ ଶୀତଦିନେ ଖାଆନ୍ତୁ ଏହି ୧୦ ଜିନିଷ

ରୋଗଠାରୁ ଦୂରେଇ ରହିବାକୁ ଚାହୁଁଥିଲେ ଶୀତଦିନେ ଖାଆନ୍ତୁ ଏହି ୧୦ ଜିନିଷ

ଶୀତଦିନେ ଥଣ୍ଡା ପବନରୁ ବଞ୍ଚିବା ଲାଗି ଆପଣ ଗରମ ପୋଷାକ ବ୍ୟବହାର କରିଥାନ୍ତି। ତଥାପି ଥଣ୍ଡା, କାଶ, ଶ୍ବାସ ଓ ହୃତପିଣ୍ଡ ସମ୍ବନ୍ଧୀୟ ସମସ୍ୟାର ଶିକାର ହୋଇଯାଆନ୍ତି।

କଦଳୀ ଫୁଲ ଖାଇଲେ ଏହି ସବୁ ଲାଭ ମିଳିଥାଏ

କଦଳୀ ଫୁଲ ଖାଇଲେ ଏହି ସବୁ ଲାଭ ମିଳିଥାଏ

ଡାଇବେଟିସ୍‌ ରୋଗୀଙ୍କ ପାଇଁ କଦଳୀ ଫୁଲ ବା ଭଣ୍ଡା ଖୁବ୍‌ ଉପକାରୀ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। କଦଳୀ ଫୁଲ ଖାଇଲେ ଡାଇବେଟିସ୍‌ ରୋଗୀଙ୍କର ସୁଗାର ସ୍ତର କମ୍‌ ହୋଇଥାଏ।

ପାର୍ଲର ନଯାଇ ଘରେ କରନ୍ତୁ ମାନିକିୟୋର, ପେଡିକିୟୋର୍‌

ପାର୍ଲର ନଯାଇ ଘରେ କରନ୍ତୁ ମାନିକିୟୋର, ପେଡିକିୟୋର୍‌

ମଧ୍ୟମ ବର୍ଗର ଲୋକଙ୍କ ପାଇଁ ସବୁବେଳେ ପାର୍ଲର ଯିବା ଆଦୌ ସହଜ କଥା ନୁହେଁ। ମାତ୍ର ନିଜ ସୌନ୍ଦର୍ଯ୍ୟର ଯତ୍ନ ନେବାର ଇଚ୍ଛା କାହାର ବା ନଥାଏ!

>