Loading...

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ଧୀରେ ଧୀରେ ରାଜ୍ୟରେ ବଢୁଛି ତାପମାତ୍ରା। ଅସହ୍ୟ ଖରାରେ କଲବଲ ହେଉଛନ୍ତି ରାଜ୍ୟବାସୀ। ମାର୍ଚ୍ଚ ଆରମ୍ଭରୁ ଏପରି ଭାବେ ତାପମାତ୍ରା ବଢିଥିବାବେଳେ ଚଳିତବର୍ଷର ଆକଳନ କରାଯାଇପାରେ।

ଧୀରେ ଧୀରେ ରାଜ୍ୟରେ ବଢୁଛି ତାପମାତ୍ରା। ଅସହ୍ୟ ଖରାରେ କଲବଲ ହେଉଛନ୍ତି ରାଜ୍ୟବାସୀ। ମାର୍ଚ୍ଚ ଆରମ୍ଭରୁ ଏପରି ଭାବେ ତାପମାତ୍ରା ବଢିଥିବାବେଳେ ଚଳିତବର୍ଷର ଆକଳନ କରାଯାଇପାରେ। ରାଜ୍ୟର ତାପମାତ୍ରା ବର୍ତ୍ତମାନ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହୁଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ ପଶ୍ଚିମା ଝଡ଼ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାକୁ ତାପମାତ୍ରାରୁ କିଛିଟା ଆସ୍ୱସ୍ତି ମିଳିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର  ସୂଚନାନୁସାରେ, ଆସନ୍ତା ୭, ୮ ଏବଂ ୯ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବା ସହ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

୭ ତାରିଖରେ ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାବେଳେ ୮ ତାରିଖରେ ୧୪ଟି ଜିଲ୍ଲା ଏବଂ ୯ ତାରିଖରେ ୭ଟି ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.