ଘରେ କେଉଁ କେଉଁ ସ୍ଥାନରେ ଦୀପ ଲଗାଇଲେ ,ମା ଲକ୍ଷ୍ମୀ ଙ୍କ କୃପା ହୋଇଥାଏ ; ଆସନ୍ତୁ ଜାଣିବା

ଦୀପାବଳି  ହେଉଛି ଆଲୋକର ପର୍ବ ଏହିଦିନ ଆମେ ଦୀପ ଜାଳି ଅମଜିବନରୁ ଅନ୍ଧାର କୁ ଦୂରେଇଥାଉ ।  ଏହିଦିନ କାର୍ଯ୍ୟ ବ୍ୟସ୍ତତା ଭିତରେ ଆପଣ ଭୁଲିଯାନ୍ତି ଯେ ଘରେ କେଉଁ କେଉଁ ସ୍ଥାନରେ ଦୀପ ଲଗାଇବା ଆବଶ୍ୟକ ଅଟେ । ତେବେ ଚାଲନ୍ତୁ ଆଜି ଆମେ ଆପଣଂକୁ କହିବୁ ଘରର କେଉଁସବୁ ସ୍ଥାନରେ ଦୀପ ଲଗାଇବା ଆବଶ୍ୟକ;

-ଘର ସାମନା ରେ ଚଉରା ମୂଳରେ ଦୀପ ଜଳାଇବା ଆବଶ୍ୟକ ଏହା ଦ୍ୱାରା  ଆପଣଙ୍କ ପଇସା ପତ୍ର ନେଇ ଥିବା ସମସ୍ତ ସମସ୍ୟା ଦୂର ହେଇଥାଏ ।

-ଦୀପାବଳିର  ରାତ୍ରିରେ  କୌଣସି ମସାଣି କିମ୍ବା ଜନଶୂନ୍ୟ ଥିବା ମନ୍ଦିରରେ ଦୀପ ଜଳାଇବା ଉଚିତ ।

-ଆପଣଙ୍କ ଘର ପାଖରେ ଥିବା ଓ଼ସ୍ଥ ବୃକ୍ଷ ମୂଳରେ ଦୀପ ଜଳାଇବା ଉଚିତ, କିନ୍ତୁ ଧ୍ୟାନ ରଖିବେ ଦୀପ ଜଳାଇବା ପରେ ପଛକୁ ବୁଲି ଅନେଇବେନି।

-ଆପଣଙ୍କ ଘରର ମୁଖ୍ୟ ଦୁଆର ବନ୍ଧର ବାହାର ପାର୍ଶ୍ଵର ଦୁଇ ପଟେ ଦୀପ ଜଳାଇବା ଦ୍ୱାରା ଆପଣକୁ ଧନ ପ୍ରାପ୍ତି ହୋଇଥାଏ ।

– ଘର ଅଗଣା ରେ ଦୀପ ଜଳାଇଲେ ,ଏହା ଶୁଭଦାୟକ ଅଟେ ।

-ଏହିଦିନ ବେଲ ଗଛ ମୂଳରେ ତେଲ ଦୀପ ଜଳାଇବା ଦ୍ୱାରା ମହାଦେବ ଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ।

-ଘର ପାଖରେ ଯେ କୌଣସି ମନ୍ଦିର ରେ ଦୀପ ଜଳାଇବା ଉଚିତ ।

-ଘରେ ଯେଉଁ  ସ୍ଥାନରେ ମା ଲକ୍ଷ୍ମୀ ଙ୍କ ପୂଜା କରାଯାଏ ସେହିସ୍ଥାନରେ ଦୀପ ଜଳାଇବା ଉଚିତ ଏବଂ ଏହି ଦୀପ ରାତିସାରା ଜାଳିବା ଉଚିତ ।

ପଢନ୍ତୁ ;  ଶରୀରରେ ରକ୍ତହୀନତା ଦୂର କରିଥାଏ “ପିଜୁଳି”! ଜାଣନ୍ତୁ ଏହାକୁ ନିୟମିତ ଖାଇବା ଦ୍ଵାରା କଣ ଫାଇଦା ମିଳିଥାଏ

ଦୀପାବଳିର  ରାତ୍ରିରେ  କୌଣସି ମସାଣି କିମ୍ବା ଜନଶୂନ୍ୟ ଥିବା ମନ୍ଦିରରେ ଦୀପ ଜଳାଇବା ଉଚିତ - 4.3

86%

ଘର ଅଗଣା ରେ ଦୀପ ଜଳାଇଲେ ,ଏହା ଶୁଭଦାୟକ ଅଟେ ।  - 3.8

75%
4/5

Very Good!

ଘରେ କେଉଁ କେଉଁ ସ୍ଥାନରେ ଦୀପ ଲଗାଇଲେ ,ମା ଲକ୍ଷ୍ମୀ ଙ୍କ କୃପା ହୋଇଥାଏ ;ଆସନ୍ତୁ ଜାଣିବା

ଦୀପାବଳି  ହେଉଛି ଆଲୋକର ପର୍ବ ଏହିଦିନ ଆମେ ଦୀପ ଜାଳି ଅମଜିବନରୁ ଅନ୍ଧାର କୁ ଦୂରେଇଥାଉ ।  ଏହିଦିନ କାର୍ଯ୍ୟ ବ୍ୟସ୍ତତା ଭିତରେ ଆପଣ ଭୁଲିଯାନ୍ତି ଯେ ଘରେ କେଉଁ କେଉଁ ସ୍ଥାନରେ ଦୀପ ଲଗାଇବା ଆବଶ୍ୟକ ଅଟେ । ତେବେ ଚାଲନ୍ତୁ ଆଜି ଆମେ ଆପଣଂକୁ କହିବୁ ଘରର କେଉଁସବୁ ସ୍ଥାନରେ ଦୀପ ଲଗାଇବା ଆବଶ୍ୟକ;

No Votes Yet

You're not rated yet