Loading...

ଟୁଇଟର୍‌ ର ନୂଆ ସିଇଓ ହେବେ ଲିଣ୍ଡା ୟାକାରିନୋ

ଟୁଇଟର୍‌ ର ନୂଆ ସିଇଓ ହେବେ ଲିଣ୍ଡା ୟାକାରିନୋ

ଟୁଇଟର୍‌ ର ନୂଆ ସିଇଓ ହେବେ ଲିଣ୍ଡା ୟାକାରିନୋ। ହଁ ଆଜ୍ଞା ନିକଟରେ ଟ୍ବିଟରର ସିଇଓ ଏଲନ ମସ୍କ ପଦ ଛାଡିବାକୁ ଯାଉଛନ୍ତି ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି। ୬ ସପ୍ତାହ ମଧ୍ୟରେ ସେ କାର୍ଯ୍ୟଭାର ସମ୍ଭାଳିବେ ବୋଲି ସୂଚନା ଦେଇଛନ୍ତି ଖୋଦ୍ ଏଲନ୍ ମସ୍କ ।

ଟୁଇଟର୍‌ ର ନୂଆ ସିଇଓ ହେବେ ଲିଣ୍ଡା ୟାକାରିନୋ। ହଁ ଆଜ୍ଞା ନିକଟରେ ଟ୍ବିଟରର ସିଇଓ ଏଲନ ମସ୍କ ପଦ ଛାଡିବାକୁ ଯାଉଛନ୍ତି ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି। ୬ ସପ୍ତାହ ମଧ୍ୟରେ ସେ କାର୍ଯ୍ୟଭାର ସମ୍ଭାଳିବେ ବୋଲି ସୂଚନା ଦେଇଛନ୍ତି ଖୋଦ୍ ଏଲନ୍ ମସ୍କ । ଜଣେ ମହିଳାଙ୍କୁ କମ୍ପାନୀର ସିଇଓ ପଦ ଦେବା ନେଇ ସେ ବେଶ୍ ଖୁସି ଅଛନ୍ତି ବୋଲି ଏଲନ୍ ଟ୍ୱିଟ କରି ଜଣାଇଛନ୍ତି । ତେବେ ସିଇଓ ପଦ ଛାଡିବା ପରେ ଏଲନ୍ କାର୍ଯ୍ୟକାରୀ ଅଧ୍ୟକ୍ଷ କିମ୍ବା ମୁଖ୍ୟ ପ୍ରଦ୍ୟୋଗ ଅଧିକାରୀ ରହିବ ବୋଲି କହିଛନ୍ତି ।

ସୂଚନାନୁସାରେ, ୟାକାରିନୋ ‘ଏନ୍‌ବିସି ୟୁନିଭର୍ସାଲ୍‌ ମିଡିଆ’ରେ ବୈଶ୍ବିକ ବିଜ୍ଞାପନ ଏବଂ ଭାଗୀଦାରିତାର ଅଧ୍ୟକ୍ଷା ଅଛନ୍ତି। ଏ ସଂକ୍ରାନ୍ତରେ ବିବୃତି ଦେବା ପାଇଁ ତାଙ୍କୁ କରାଯାଇଥିବା ଇ-ମେଲ୍‌ର ସେ ଜବାବ ଦେଇ ନାହାନ୍ତି। ‘ଏନ୍‌ବିସି ୟୁନିଭର୍ସାଲ୍‌’ର ଜଣେ ପ୍ରତିନିଧି କହିଛନ୍ତି କି, ୟାକାରିନୋ ବିଜ୍ଞାପନଦାତାଙ୍କ ସମ୍ମୁଖରେ କରାଯିବାକୁ ଥିବା ଉପସ୍ଥାପନା ବିଷୟ ଅଭ୍ୟାସ କରୁଛନ୍ତି। 


 
 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.