• Home
  • News
  • ଡ୍ରାଇଭିଙ୍ଗ ଲାଇସେନ୍ସ ସହିତ ଆଧାର ନମ୍ବର ଯୋଡ଼ାଯିବ – କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ
News

ଡ୍ରାଇଭିଙ୍ଗ ଲାଇସେନ୍ସ ସହିତ ଆଧାର ନମ୍ବର ଯୋଡ଼ାଯିବ – କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ

ଡ୍ରାଇଭିଙ୍ଗ ଲାଇସେନ୍ସ ସହିତ ଆଧାର ନମ୍ବର ଯୋଡ଼ାଯିବ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ମତ ଦେଇଛନ୍ତି । କିନ୍ତୁ ନିର୍ଦିଷ୍ଟ ସମୟ ସୀମା ଏଥିରେ ଦର୍ଶା ଯାଇନାହି ।

ତେବେ ଗତକାଲି ଡିଜିଟାଲ ହରିୟାନା ସମ୍ମିଳନୀ-୨୦୧୭ରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି ଏହି ପ୍ରସଙ୍ଗରେ ସେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହିତ ଆଲୋଚନା କରିଛନ୍ତି ।

ପୂର୍ବରୁ ମଧ୍ୟ ଆଧାରକାର୍ଡକୁ ନେଇ ଅନେକ ସରକାରୀ ଜନ କଲ୍ୟାଣ ଯୋଜନା ପାଇ ବାଧ୍ୟତାମୂଳକ ଭାବେ ଘୋଷଣା କରାଯାଇଛି ।  କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରିବାର ଶେଷ ତାରିଖକୁ ୩୦ ସେପ୍ଟେମ୍ବର ପରିବର୍ତ୍ତେ ୩୧ ଡିସେମ୍ବର ୨୦୧୭କୁ ବୃଦ୍ଧି କରାଯାଇଛି ।

ଯାହାର ଅର୍ଥ ହେଲା, ଯଦି ଆପଣ ୩୦ ସେପ୍ଟେମ୍ବର ଭିତରେ ଆଧାର କାର୍ଡ ତିଆରି ବନେଇନାହାଁନ୍ତି ତେବେ ଆପଣ ସରକାରର ଦ୍ୱାରା ପ୍ରଦତ ବିଭିନ୍ନ ଜନ କଲ୍ୟାଣଯୋଜନାର ଆପଣ ଲାଭ ଉଠାଇପାରିବେ ନାହିଁ ।

ଡ୍ରାଇଭରଙ୍କ ଲାଇସେନ୍ସ ସହିତ ଆଧାର ନମ୍ବର ଯୋଡ଼ାଯିବ - କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ  ଡ୍ରାଇଭିଙ୍ଗ ଲାଇସେନ୍ସ ସହିତ ଆଧାର ନମ୍ବର ଯୋଡ଼ାଯିବ – କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ

Related posts

ଇଣ୍ଡିଆ ଟୁଡେ ସର୍ଭେ : ଦେଶରେ ୩୧ତମ ସ୍ଥାନରେ ଓଡ଼ିଶାର ଏସ୍‌ସିବି

Krishna Kumar Manoj

ସାଲେପୁର ଦୁଷ୍କର୍ମ ଘଟଣା : ଜେଲରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

Krishna Kumar Manoj

ଦିଲ୍ଲୀ :ସ୍କୁଲରେ ୯ମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା,୩ ଛାତ୍ର ଗିରଫ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More