LIFESTYLE

ଏହି ରଙ୍ଗର ଲିପଷ୍ଟିକ ବ୍ୟବହାର କରୁଥିବା ଝିଅ ମାନେ ହୋଇଥାନ୍ତି ସମସ୍ତଙ୍କର କେନ୍ଦ୍ରବିନ୍ଦୁ ! ଜାଣନ୍ତୁ

ମୁହଁର ସୈାନ୍ଦର୍ଯ୍ୟରେ ଓଠର ଆକର୍ଷଣୀୟ ଭୂମିକା ରହିଥାଏ । ସାଧାରଣତଃ ଝିଅ ମାନଙ୍କର ଲିପଷ୍ଟିକ ପାଇଁ ଅହେତୁକ ଦୁର୍ବଳତା ରହିଥାଏ । ପ୍ରସାଧନ ସାମଗ୍ରୀରେ ଲିପଷ୍ଟିକର ଏକ ସ୍ୱତନ୍ତ୍ର ଭୂମିକା ରହି ଆସିଛି । ବଜାରରେ ବିଭିନ୍ନ ବ୍ରାଣ୍ଡର ଲିପଷ୍ଟିକ ଉପଲବଧ୍ ହୋଇଥାଏ ।ଝିଅ ମାନେ ବ୍ୟବହାର କରୁଥିବା ପ୍ରସାଧନ ସାମଗ୍ରୀରେ ତାଙ୍କ ହୃଦୟର କଥା ମଧ୍ୟ ଲୁକାୟିତ ହୋଇ ରହିଥାଏ । ବିଶେଷକରି ଲିପଷ୍ଟିକର ରଙ୍ଗରୁ ଝିଅ ମାନଙ୍କର ହୃଦୟରେ କଣ ଚାଲିଛି ତାହା ବିଷୟରେ ଜାଣି ହୋଇଥାଏ ।

ଲିପଷ୍ଟିକର ରଙ୍ଗରୁ ଜାଣନ୍ତୁ ଝିଅମାନଙ୍କର ହୃଦୟର କଥା-

ବାଇଗଣୀ ରଙ୍ଗର ଲିପଷ୍ଟିକ ଲଗାଉଥବା ଝିଅ ମାନେ କାଫି ବୋଲଡ୍ ଅଟନ୍ତି । ଏହି ଝିଅମାନେ ନିଜ ଉପରକୁ ସମସ୍ତଙ୍କ ଧ୍ୟନ ଆଣିବାରେ ମାହିର ଥାନ୍ତି । ଏହି ଲିପଷ୍ଟିକ ବ୍ୟବହାର କରୁଥିବା ଝିଅ ମାନଙ୍କୁ ଉଚ୍ଚ ସ୍ୱରର ସଙ୍ଗୀତ ଶୁଣିବାକୁ ଭଲ ଲାଗିଥାଏ।

ଗାଢ ଲାଲ ରଙ୍ଗର ଲିପଷ୍ଟିକ୍ ଲଗାଉଥିବା ଝିଅ ମାନେ ନିଜେ ବହୁତ ଆତ୍ମନିର୍ଭରଶୀଳ ହୋଇଥାନ୍ତି । ଏହି ରଙ୍ଗର ଲିପଷ୍ଟିକ ବ୍ୟବହାର କରୁଥିବା ଝିଅ ମାନେ ସବୁବେଳେ ସମସ୍ତଙ୍କର କେନ୍ଦ୍ରବିନ୍ଦୁ ହୋଇ ରହିବାକୁ ପସନ୍ଦ କରିଥାନ୍ତି ।

ଗୋଲାପୀ ରଙ୍ଗକୁ ଝିଅ ମାନଙ୍କର ପସନ୍ଦର ରଙ୍ଗ ଭାବରେ ଧରାଯାଏ । ଝିଅ ମାନଙ୍କ ମଧ୍ୟରେ ଗୋଲାପୀ ରଙ୍ଗର ଲିପଷ୍ଟିକର ସ୍ୱତନ୍ତ୍ର ଭୂମିକା ରହିଛି । ଏହି ରଙ୍ଗର ଲିପଷ୍ଟିକ୍ ଲଗାଉଥିବା ଝିଅ ମାନେ ବହୁତ ଶକ୍ତିଶାଳୀ ଭାବରେ ଯେ କୈାଣସି ପରିସ୍ଥିତିରେ ନିଜକୁ ଉପସ୍ଥାପିତ କରିଥାନ୍ତି । ଏହି ଝିଅ ମାନେ ଅସାଧାରଣ କାମ କରିବାକୁ ପସନ୍ଦ କରିଥାନ୍ତି ।
ଆଉ ଗୋଟିଏ ପରିଚିତ ଲିପଷ୍ଟିକର ରଙ୍ଗ ହେଲା ବେବି ପିଙ୍କ ରଙ୍ଗ । ଏହି ରଙ୍ଗର ଲିପଷ୍ଟିକ ବ୍ୟବହାର କରୁଥିବା ଝିଅମାନେ ବହୁତ ରୋମାଂଟିକ୍ ଅଟନ୍ତି, ଏବଂ ସେମାନେ କଳାକାର ସ୍ୱଭାବର ହୋଇଥାନ୍ତି ଏହି ରଙ୍ଗର ଲିପଷ୍ଟିକ ବ୍ୟବହାର କରୁଥିବା ଝିଅମାନେ ନିଜ ସ୍ୱଭାବରୁ ବହୁତ କୋମଳ ହୋଇଥାନ୍ତି ।

ପଢନ୍ତୁ ;

ସୁସ୍ଥ ରହିବା ପାଇଁ ସ୍କିପିଂ କେତେ ଉପକାରୀ ଆସନ୍ତୁ ଜାଣିବା

Related posts

ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତରେ ବ୍ୟବହୃତ ପିଆଜର ଅବିଶ୍ୱାସନୀୟ ଔଷଧୀୟ ଗୁଣ

ENO Beuro

ମହୁକୁ ଏହି ଦ୍ରବ୍ୟ ସହ ମିଶାଇ ଖାଇଲେ କ’ଣ ହୁଏ ଆସନ୍ତୁ ଜାଣିବା

ENO Beuro

ଜାଣନ୍ତୁ କାଗେଜି ଲେମ୍ବୁର ଉପକାରୀ ଗୁଣ ବିଷୟରେ !

ENO Beuro

1 comment

Leave a Comment