Entertainment

ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ ଲିଜା ରାୟ

twins

ଅଭିନେତ୍ରୀ ଲିଜା ରାଏ ନିକଟରେ ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଲିଜା ସେରୋଗେସି ଜରିଆରେ ଦୁଇଟି କନ୍ୟା ସନ୍ତାନଙ୍କ ମା’ ବନିବାର ସୌଭାଗ୍ୟପ୍ରାପ୍ତ କରିଛନ୍ତି। ଲିଜା ତାଙ୍କ ଝିଅର ନାମ ସୁଫି ଓ ସୋଲେଇଲ ରଖିଛନ୍ତି। କର୍କଟ ଆକ୍ରାନ୍ତ ହୋଇଥିବା ଲିଜା ପ୍ରଥମ ଥର ମା’ ବନିଛନ୍ତି। ସେ ମୃତତ୍ୱ ଲାଭକୁ ଏକ ଅଦ୍ଭୁତ ଅନୁଭବ ବୋଲି କହିଛନ୍ତି। ଲିଜା କହନ୍ତି, ମୁଁ ମୋର ଝିଅଙ୍କୁ ଖୁବ୍‌ ଶୀଘ୍ର ମୁମ୍ବାଇକୁ ଆଣିବାକୁ ଚାହୁଁଛି। ଲିଜାଙ୍କ ଏହି ଜାଆାଁଳା ଝିଅକୁ ଜାର୍ଜିଆର ତବିଲିସିରେ ଦେଇଛନ୍ତି।

twins

ଆଉ ହଁ ସୋସିଆଲ ମିଡିଆ ଆକାଉଣ୍ଟରେ ଦୁଇଯି କନ୍ୟା ସନ୍ତାନର ପ୍ରଥମ ଫଟୋ ସେୟାର କରି ଲିଜା ନିଜର ମା’ ବନିବାର ଅନୁଭୂତିକୁ ଜାହିର କରି ଲେଖିଛନ୍ତି, ଏବେ ଜୀବନ ଅନେକ ଭାବନାରେ ଭରି ରହିଛି। ଅନେକ ଜିନିଷକୁ ମ୍ୟାନେଜ କରିବାକୁ ପଡ଼ୁଛି। କାମ ସହିତ ନିଜର ଓ ସନ୍ତାନଙ୍କ ଯତ୍ନ, ସାଙ୍ଗ ଓ ପରିବାର ଓ ସ୍ୱାମୀଙ୍କ ସହ ସମୟ ବିତାଇବା ଆଦି। ଏସବୁ ମ୍ୟାନେଜ କରିବା ପାଇଁ ଟିକେ କଷ୍ଟ ଲାଗୁଥିଲେ ବି ଏଥିରେ ମୁଁ ଖୁସି ଅଛି।

ପଢନ୍ତୁ;ଶିଳ୍ପପତି ମହିମା ମିଶ୍ରଙ୍କ ମିଳିଥିବା ଜାମିନକୁ ଖାରଜ କଲେ ସୁପ୍ରିମକୋର୍ଟ

Related posts

ବିଶ୍ଵ ମାତୃ ଦିବସ ଉପଲକ୍ଷେ Enewsodia ତରଫରୁ ରିଲିଜ ହେଉଛି ଏକ ହୃଦୟଭରା ଗୀତ “ମୋ ମା”

ENO Beuro

ଭୌତିକ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ରହସ୍ୟ’

ENO Beuro

ବିବାହ ପାଇଁ ଝିଅ ଖୋଜୁଛନ୍ତି ସଲମାନ୍ ଖାନ,ଜାଣନ୍ତୁ ଭାଇଜାନଙ୍କୁ କେମିତିକା ଝିଅ ପସନ୍ଦ !

ENO Beuro

Leave a Comment