• Home
  • News
  • ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନକୁ ମୁଖ୍ୟ ନିର୍ବାଚନ କମିସନରଙ୍କ ନା
News

ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନକୁ ମୁଖ୍ୟ ନିର୍ବାଚନ କମିସନରଙ୍କ ନା

ଏକକାଳୀନ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନର କୌଣସି ସମ୍ଭାବନା ନାହିଁ । ଏହା କହି ସବୁ ଚର୍ଚ୍ଚାର ଅବସାନ କରିଛନ୍ତି, ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାୱତ । ଯେତେ ପର୍ୟ୍ୟନ୍ତ ଏକ ଆଇନଗତ ଢାଞ୍ଚା ତିଆରି ନ ହୋଇଛି, ସେ ଯାଏ ଏକ ସଙ୍ଗେ ନିର୍ବାଚନର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।

ଆସନ୍ତାବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଚଳିତବର୍ଷ ଶେଷ ଆଡକୁ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ମିଜୋରାମର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର କାର୍ୟ୍ୟକ୍ରମ ରହିଛି। ସେପଟେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଏକାଠି କରିବାକୁ ମୋଦି ସରକାର ଯୋଜନା କରୁଛନ୍ତି । ଏକାଠି ନିର୍ବାଚନ କରିବା ଦ୍ୱାରା ଖର୍ଚ୍ଚ କମିଯିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

chief ଏକକାଳୀନ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନକୁ ମୁଖ୍ୟ ନିର୍ବାଚନ କମିସନରଙ୍କ ନା cheif

ସୂଚନାଯୋଗ୍ୟ,ପୂର୍ବରୁ (୧୯୫୨, ୧୯୫୭, ୧୯୬୨, ୧୯୬୭) ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ଅନୁଷ୍ଠିତ ହେଉଥିଲା । କିନ୍ତୁ ଏହି ପରମ୍ପରା ୧୯୬୯ରେ ଭଙ୍ଗ ହୋଇଥିଲା । ଲୋକସଭା ସମୟ ପୂର୍ବରୁ ଭାଙ୍ଗିବାରୁ ପରମ୍ପରା ଭାଙ୍ଗିଥିଲା।

ପଢନ୍ତୁ;ବାସ୍ତୁଶାସ୍ତ୍ର ଅନୁସାରେ ଏହି ସବୁ ସଙ୍କେତରୁ ଜାଣନ୍ତୁ ଧନପ୍ରାପ୍ତିର ଯୋଗ ରହିଛି

Related posts

ସେୟାର ବଜାର ଉପରେ ବଜେଟ ପ୍ରହାର :ଗୋଟିଏ ଦିନରେ ୫ ଲକ୍ଷ କୋଟିର କ୍ଷତି

Krishna Kumar Manoj

ଦିଲ୍ଲୀ ସରକାରଙ୍କ ନିଷ୍ପତି ବଦଳିଛି : ଲାଗୁ କରିବେ ନାହିଁ ଅଡ-ଇଭିନ ଫର୍ମୁଲା

Krishna Kumar Manoj

ଆଗକୁ ଆଳୁ ସଙ୍କଟ , ଦର ୪୦ ଛୁଇଁବ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More