EnewsOdia.Com

ଆଜିଠୁ ପାଞ୍ଚଦିନ ପାଇଁ ସର୍ବସାଧାରଣଙ୍କ ନିମନ୍ତେ ଖୋଲିଲା ଲୋକସେବା ଭବନ ଉଦ୍ୟାନ

ଆସନ୍ତାକାଲିଠୁ ୫ଦିନ ପାଇଁ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।  ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସରେ ୫ଦିନ ପାଇଁ ଲୋକସେବା ଭବନର ଉଦ୍ୟାନରେ ଯେକେହି ଶୀତଦିନିଆ ଫୁଲର ଆନନ୍ଦ ଉଠାଇପାରିବେ।

ଚଳିତମାସ ୧୧, ୧୨,୧୯,୨୫ ଓ ୨୬ତାରିଖ ଅପରାହ୍ନ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଲୋକସେବା ଭବନର ଏକ ନମ୍ୱର ଗେଟ‌୍‍ ଦେଇ ସାଧାରଣ ଲୋକମାନେ ଏହି ଉଦ୍ୟାନର ଆନନ୍ଦ ନେଇପାରିବେ। ସୂଚନାଯୋଗ୍ୟ ଗତ ୫ତାରିଖରୁ ରାଜଭବନ ଉଦ୍ୟାନ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଛି।

ପଢନ୍ତୁ:  ଆମେରିକା ପାଇଁ ବିପଦ ଇରାନର ପ୍ରଶିକ୍ଷିତ ସାମୁଦ୍ରିକ ଜୀବ

 

ସମ୍ବନ୍ଧିତ ଖବର

ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା

Ratnamani Maharana

ନିର୍ଭୟା ମାମଲାରେ ଆଜି ପୁଣି ଥରେ ଶୁଣାଣି କରିବେ ସୁପ୍ରିମକୋର୍ଟ

Ratnamani Maharana

ପ୍ରଚଣ୍ଡ ଉତ୍ତପ୍ତ ବର୍ଷ ହେବ ୨୦୨୦

Ratnamani Maharana

ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

Ratnamani Maharana

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ଆତଙ୍କବାଦୀ !

Ratnamani Maharana

ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା

Ratnamani Maharana